Latest Odisha News

BREAKING NEWS

କୋଭିଡ୍‌-୧୯; ଇଟାଲୀରେ ଆରମ୍ଭ ହେଲା ‘ସପୋର୍ଟ ବାସ୍କେଟ୍‌’ ଅଭିଯାନ !

ଇଟାଲୀ: କରୋନା ମହାମାରୀ ପାଇଁ ଦୁର୍ବିସହ ଅବସ୍ଥାରେ ଇଟାଲୀ । ତଥାପି ପରସ୍ପରକୁ ସହାୟତା କରିବାକୁ ଭୁଲି ନାହାନ୍ତି ଏଠିକାର ବାସିନ୍ଦା । ସାରା ବିଶ୍ୱ ସମେତ ସୋସିଆଲ୍ ମିଡିଆରେ ଏବେ ଇଟାଲୀର ସପୋର୍ଟ ବାସ୍କେଟ୍ ଅଭିଯାନ ଟ୍ରେଣ୍ଡ ସେଟର୍ ପାଲଟିଛି । ବିଶ୍ୱରେ କରୋନା ମହାମାରୀ ନିଜ…

ଆଗାମୀ ୨ଦିନ ଲାଗି ଭୁବନେଶ୍ୱର ଓ ଭଦ୍ରକ ସମ୍ପୂର୍ଣ୍ଣ ବନ୍ଦ; ଜାଣନ୍ତୁ କି କଟକଣା ରହିଛି…

ଭୁବନେଶ୍ୱର: କୋଭିଡ-୧୯ର ମୁକାବିଲା ଲାଗି ଆଗାମୀ ୪୮ ଘଣ୍ଟା ତଥା ଶୁକ୍ରବାର ରାତି ୮ଟାରୁ ଭୁବନେଶ୍ୱର ଏବଂ ଭଦ୍ରକ ସହରକୁ ସମ୍ପୂର୍ଣ୍ଣ ସଟଡାଉନ କରାଯିବ ବୋଲି ଓଡିଶା ଡିଜିପି ଅଭୟ ପ୍ରକାଶ କରିଛନ୍ତି । ଏହି ୪୮ ଘଣ୍ଟା ମଧ୍ୟରେ ଅତ୍ୟାବଶ୍ୟକ ସାମଗ୍ରୀ ବିକ୍ରି କରୁଥିବା ଦୋକାନଗୁଡ଼ିକ ମଧ୍ୟ…

ବିଧାନସଭା ମେଡିକାଲ ଅଧିକାରୀଙ୍କ ନିଲମ୍ବନ ପ୍ରତ୍ୟାହାର କଲେ ଓଡିଶା ସରକାର

ଭୁବନେଶ୍ୱର: ଓଡ଼ିଶା ସରକାର ଶୁକ୍ରବାର ଦିନ ରାଜ୍ୟ ବିଧାନସଭାର ଜୋନାଲ ଡିସପେନସାରୀ ମେଡିକାଲ ଅଧିକାରୀ ଲଳିତ ବେହେରାଙ୍କ ନିଲମ୍ବନକୁ ପ୍ରତ୍ୟାହାର କରିଛନ୍ତି। ପ୍ରାପ୍ତ ସୂଚନାନୁଯାୟୀ ଶ୍ରୀ ବେହେରା ଜଣେ ୬୦ ବର୍ଷ ବୟସ୍କ କରୋନା ସଦିଗ୍ଧଙ୍କ ଚିକିତ୍ସା ବିଷୟରେ ସମ୍ପୂର୍ଣ୍ଣ ରିପୋର୍ଟ…

କରୋନା ଅପଡେଟ୍‌; ୪୮ ଘଣ୍ଟା ପାଇଁ ଖୋଲିବନି ଭୁବନେଶ୍ୱର ଓ ଭଦ୍ରକ ସହର !

ଭୁବନେଶ୍ୱର: ଆଜିଠୁ ସମ୍ପୁର୍ଣ୍ଣ ଲକ୍‌-ଡାଉନ୍ ହେବ ଭୁବନେଶ୍ୱର ଓ ଭଦ୍ରକ । ବର୍ତ୍ତମାନ ସୁଦ୍ଧା ୫ଟି କରୋନା ପଜିଟିଭ ରୋଗୀ ଓଡିଶାରେ ଚିହ୍ନଟ ହୋଇଥିବାରୁ ରାଜ୍ୟ ସରକାର ନେଇଛନ୍ତି ଏପରି ପଦକ୍ଷେପ । Live Press Briefing by Chief Secretary, Odisha on #Covid19 @Secychief…

ମହଙ୍ଗା ପଡ଼ିଲା ଢାଳ ଚିକିତ୍ସା; ପେଟରେ ନିଆଁ ଲାଗିଯିବାରୁ ଗୁରୁତର ହେଲେ ମହିଳା

ଅନୁଗୁଳ: ଗାଁ ବଇଦଙ୍କ ଗରମ ତେଲ ଢାଳ ଚିକିତ୍ସା ମହଙ୍ଗା ପଡ଼ିଲା । ବଇଦ ଜଣକ ଜଣେ ମହିଳା ରୋଗୀଙ୍କୁ ଏହି ଢାଳ ଚିକିତ୍ସାରେ ଚିକିତ୍ସିିତ କରୁଥିବା ବେଳେ ରୋଗୀଙ୍କ ପେଟରେ ନିଆଁ ଲାଗି ଯାଇଥିଲା । ସୌଭାଗ୍ୟବଶତଃ ଡାକ୍ତରଖାନାରେ ତୁରନ୍ତ ତାଙ୍କର ଚିକିତ୍ସା ହେବା ଯୋଗୁଁ ସେ ଏବେ ସୁସ୍ଥ ଅଛନ୍ତି ।…

ପ୍ରଧାନମନ୍ତ୍ରୀ କରୋନା ଭାଇରସ ସଙ୍କଟ ନେଇ ୪୦ ଖେଳାଳିଙ୍କ ସହ ଆଲୋଚନା କଲେ

ନୂଆଦିଲ୍ଲୀ: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଦେଶବାସୀଙ୍କ ଉଦ୍ଦେଶ୍ୟରେ ୧୨ ମିନିଟର ଏକ ପ୍ରେରଣାଦାୟକ ଭିଡିଓ ବାର୍ତା ଦେଇଛନ୍ତି । ଏହି ଅବସରରେ ସେ ୪୦ ମହାନ ଖେଳାଳିଙ୍କ ସହ କରୋନା ସଂକ୍ରମଣକୁ ରୋକିବା ନେଇ ଆଲୋଚନା କରିଥିଲେ । ବିିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି,…

ଲକଡାଉନ ଅବସରରେ ଜନ୍ମ ଗ୍ରହଣ କରିଥିବା ପିଲାମାନଙ୍କ ନାମ ବାପା-ମାଆ ମଜାଦାର ଢ଼ଙ୍ଗରେ ଦେଉଛନ୍ତି

ରାୟପୁର: ଲକଡାଉନ ଅବସରରେ ଜନ୍ମ ଗ୍ରହଣ କରିଥିବା ପିଲାମାନଙ୍କ ନାମ ବାପା-ମାଆ ମନେ ମଜାଦାର ଢ଼ଙ୍ଗରେ ଦେଉଛନ୍ତି । ଏ ଭଳି କେତେଗୁଡିଏ ଘଟଣା ସମ୍ମୁଖକୁ ଆସିଛି । ଉତ୍ତର ପ୍ରଦେଶର ଦେଓରିଆ ଜିଲ୍ଲାର ଖୁଖଣ୍ଡୁ ଗ୍ରାମରେ ଜନ୍ମ ହୋଇଥିବା ଶିଶୁର ନାମ ତାଙ୍କ ବାପା ମା’ ‘ଲକ୍‌ଡାଉନ୍’ ରଖିଛନ୍ତି।…

ଭାରତରେ ବଢୁଛି କରୋନା ମୃତକଙ୍କ ସଂଖ୍ୟା, ଜାଣନ୍ତୁ କେଉଁ ରାଜ୍ୟରେ କେତେ?

ନୂଆଦିଲ୍ଲୀ: ଭାରତରେ କରୋନାଭାଇରସ୍ ଆକ୍ରାନ୍ତ ରୋଗୀଙ୍କ ସଂଖ୍ୟା ୨୦୩୧ରେ ପହଞ୍ଚିଥିବା ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଶୁକ୍ରବାର ଦିନ ପ୍ରକାଶ କରାଯାଇଛି। ଏହି ଭାଇରସରେ ସଂକ୍ରମିତଙ୍କ ସଂଖ୍ୟା ମହାରାଷ୍ଟ୍ରରେ ବର୍ତ୍ତମାନ ସୁଦ୍ଧା ୩୩୫ ଟି ମାମଲା ରହିଛି…

ମୌଲାନା ସାଦ କରୋନାରେ ସଂକ୍ରମିତ ହୋଇଥିବା ପୋଲିସ ସନ୍ଦେହ କରୁଛି !

ନୂଆଦିଲ୍ଲୀ: କରୋନା ଲକଡାଉନ ନିୟମ ଉଲ୍ଲଂଘନ କରି ନିଜାମୁଦ୍ଦିନ ତବଲିଘ ଜମାତରେ ଏକ କାର୍ଯ୍ୟକ୍ରମ କରାଯାଇଥିଲା । ଯାହା ଏବେ ଭାରତ ପାଇଁ ମୁଣ୍ଡ ବ୍ୟଥାର କାରଣ ହୋଇଛି । ଏଥ ଯୋଗୁ ଦେଶରେ କରୋନା ପଜିଟିଭଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଦିଲ୍ଲୀ ପୋଲିସ ଘଟଣାର ତଦନ୍ତ କରିବା ସହ ମୁସଲିମ୍…

ବୁମରାହଙ୍କ ବୋଲିଂ ଆକ୍ସନକୁ କପି କଲେ ରୋହିତଙ୍କ ଝିଅ

ମୁମ୍ବାଇ: ଭାରତର ଷ୍ଟାର କ୍ରିକେଟର ରୋହିତ ଶର୍ମାଙ୍କ ଝିଅ ଯଶପ୍ରୀତ ବୁମରାହଙ୍କ ବୋଲିଂ ଆକ୍ସନ କରୁଥିବା ଭିଡିଓ ଲୋକଙ୍କୁ ଏବେ ବେଶ୍ ପସନ୍ଦ ଆସୁଛି । ରୋହିତ ଓ ବୁମରାହଙ୍କ ଭିଡିଓ ଚାଟରେ ସାମୟାରାଙ୍କ ଆକ୍ସନ ଦେଖିବାକୁ ମିିଳିଛି । ବୁମରାହ ମଧ୍ୟ ଏହି ବୋଲିଂ ଆକ୍ସନ ଦେଖି ହସ ରୋକି ପାରି…