ଲୋକଙ୍କ ନେତା ଥିଲେ ମହାରଥୀ: ନବୀନ
ଭୁବନେଶ୍ୱର: ବିଜେଡିର ବରିଷ୍ଠ ନେତା ପ୍ରଦୀପ ମହାରାଥୀ ଆଉ ନାହାନ୍ତି । ତାଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେ ଟୁଇଟ୍ କରି କହିଛନ୍ତି, ପ୍ରକୃତରେ ସାଧାରଣ ଲୋକଙ୍କ ନେତା ଥିଲେ ମହାରଥୀ । ବିଜେଡିର ଜଣେ ଟାଣୁଆ ନେତାଙ୍କୁ ଆଜି ଦଳ ହରାଇଛି ।
ପ୍ରଦୀପ…