କୋଭିଡ୍-୧୯: ଲକ୍ଡାଉନ୍ ସଫଳ କରିବା ଲାଗି ଧର୍ମେନ୍ଦ୍ରଙ୍କ ଆହ୍ୱାନ
ଭୁବନେଶ୍ୱର: କରୋନା ଭୂତାଣୁ ସଂକ୍ରମଣ ରୋକିବା ଲାଗି ୨୧ ଦିନ ଲାଗି ସାରା ଦେଶରେ ପାଳିତ ହେଉଥିବା ଲକ୍ଡାଉନକୁ ଜନସାଧାରଣ ସମ୍ପୂର୍ଣ୍ଣ ସଫଳ କରିବା ଲାଗି କେନ୍ଦ୍ର ପେଟ୍ରୋଲିୟମ, କେମିକାଲ୍ସ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆହ୍ୱାନ ଦେଇଛନ୍ତି ।
“ସାମାଜିକ ସୁସ୍ଥତା ବଜାୟ ରଖିବା…