ହାଥ୍ରାସ ଗଣବଳତ୍କାର ମାମଲା: ଯୋଗୀଙ୍କ ସପକ୍ଷରେ ଠିଆ ହେଲେ ସ୍ମୃତି ଇରାନୀ
ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଇସ୍ତଫା ଦାବୀ ମଧ୍ୟରେ ତାଙ୍କ ସପକ୍ଷରେ ଠିଆ ହେଇଛନ୍ତି କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ସ୍ମୃତି ଇରାନୀ ।
ସେ କହିଛନ୍ତି ମୁଖ୍ୟମନ୍ତ୍ରୀ ଏକ ଏସଆଇଟି (ସ୍ୱତନ୍ତ୍ର ଅନୁସନ୍ଧାନକାରୀ ଦଳ) ଗଠନ କରିଛନ୍ତି। ମୋତେ…