୭ ଭାରତୀୟଙ୍କୁ ଅପହରଣ କଲେ ଲିବ୍ୟା ଆତଙ୍କବାଦୀ
ତ୍ରିପୋଲି: ୭ଜଣ ଭାରତୀୟଙ୍କୁ ଲିବ୍ୟାର ଆତଙ୍କବାଦୀମାନେ ଅପହରଣ କରିନେଇଛନ୍ତି । ଏହି ଭାରତୀୟମାନେ ସେଠାରେ କାମ କରିବାକୁ ଯାଇଥିଲେ । ୨୦ ହଜାର ଡଲାର ଦେଲେ ଭାରତୀୟଙ୍କୁ ଛଡାଯିବ ବୋଲି ଆତଙ୍କବାଦୀମାନେ ସର୍ତ ରଖିଛନ୍ତି । ଉତରପ୍ରଦେଶ, ଆନ୍ଧ୍ରପ୍ରଦେଶ ଏବଂ ବିହାରର ଏହି ଶ୍ରମିକ ମାନେ ଭିଜା…