Latest Odisha News

BREAKING NEWS

ନିଜାମୁଦ୍ଦିନ୍ ମର୍କଜ୍‌ରୁ ଓଡିଶା ଆସିିଥିବା ୧୫ ଜଣଙ୍କ କୋଭିଡ୍‌ ନମୁନା ନେଗେଟିଭ୍‌; ଅନ୍ୟ ୭ ଜଣଙ୍କ ରିପୋର୍ଟକୁ…

ଭୁବନେଶ୍ୱର: ଦିଲ୍ଲୀର ନିଜାମୁଦ୍ଦିନ୍ ମର୍କଜ ଧାର୍ମିକ କାର୍ଯ୍ୟକ୍ରମରୁ ଓଡିଶା ପହଂଚିଥିବା ୨୨ ଜଣ ବ୍ୟକ୍ତିଙ୍କ ମଧ୍ୟରୁ ୧୫ ଜଣଙ୍କର କୋଭିଡ୍‌୧୯ ନମୁନା ପରୀକ୍ଷଣ ରିପୋର୍ଟ ନେଗେଟିଭ୍ ଆସିଥିବା ଓଡିଶା ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଅନ୍ୟ ସାତ ଜଣଙ୍କର ନମୁନା ପରୀକ୍ଷା ରିପୋର୍ଟ…

କୋଭିଡ-୧୯; ଜାଣନ୍ତୁ କେଉଁ ଫିଲ୍ମ ଅଭିନେତା ଜୋର୍ଡାନରେ ଅଟକ ?

କେରଳ: ଜୋର୍ଡାନରେ ଅଟକ ମଲୟାଲମ୍ ଫିଲ୍ମ ଆଦୁଜିଭିଥମ୍ ପୂରା ୟୁନିଟ୍ । ଅଭିନେତା ପ୍ରିଥ୍ୱୀରାଜ ଓ ନିର୍ଦ୍ଦେଶକ ବ୍ଲେସିଙ୍କ ସମେତ ୫୮ଜଣ ୟନିଟ୍ ସଦସ୍ୟ ମଧ୍ୟ ଜୋର୍ଡାନରେ ଫସିରହିଥିବା ଜଣାପଡିଛି । ୱାଦି ରମ୍ ମରୁଭୂମିରେ ସୁଟିଂ ଚାଲିଥିବାବେଳେ ଜୋର୍ଡାନ ଅଧିକାରୀ ସୁଟିଂ ବନ୍ଦ କରିବାକୁ…

ନିଜାମୁଦ୍ଦିନ ତବଲିଘ୍ ଜମାତରେ ସାମିଲ ହୋଇ ଓଡିଶା ଫେରିଥିବା ୭ ବିଦେଶୀଙ୍କ ସମେତ ୨୨ ଜଣ ଚିହ୍ନଟ

ଭୁବନେଶ୍ୱର: ଦିଲ୍ଲୀର ନିଜାମୁଦ୍ଦିନ୍ ମର୍କଜରେ ଧାର୍ମିକ କାର୍ଯ୍ୟକ୍ରମରେ ଯୋଗଦେଇ ଓଡିଶା ଫେରିଥିବା ୨୨ ଜଣ ବ୍ୟକ୍ତିଙ୍କୁ ଠାବ କରି ପ୍ରଶାସନ ପକ୍ଷରୁ ସେମାନଙ୍କ ନମୁନା ପରୀକ୍ଷଣ ପାଇଁ ପଠାଯାଇଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏହି ୨୨ ଜଣଙ୍କ…

କରୋନା ଆତଙ୍କ: ଦିଲ୍ଲୀ, ମୁମ୍ବାଇରେ ୪ ଡାକ୍ତର, ୨ ନର୍ସ ପଜିଟିଭ୍ ଚିହ୍ନଟ

ନୂଆଦିଲ୍ଲୀ: ଦିଲ୍ଲୀରେ ୩ଜଣ ଡାକ୍ତର ଏବଂ ମୁମ୍ବାଇରେ ଜଣେ ନର୍ସ କରୋନା ଭୂତାଣୁ ସଂକ୍ରମଣ ପରୀକ୍ଷାରେ ପଜିଟିଭ୍ ଚିହ୍ନଟ ହୋଇଥିବା ଜଣାପଡ଼ିଛି । ଏଥିମଧ୍ୟରୁ ୨ଟି କେସ୍ ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲ୍ ଏବଂ ଗୋଟିଏ କେସ୍ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ହସ୍ପିଟାଲର ହୋଇଥିବା ନେଇ ସୂତ୍ରରୁ…

GST ପ୍ରଭାବ; ଭାରତ ବଜାରରେ ବଢିଲା ସ୍ମାର୍ଟଫୋନ୍ ଦର !

ନୂଆଦିଲ୍ଲୀ: ଆଜିଠୁ ଆପଲ୍‌, ସାମ୍‌ସଙ୍ଗ୍‌, ସାଓମି, ଓପୋ ଓ ପୋକୋ ଭଳି ଅନ୍ୟ ସ୍ମାର୍ଟଫୋନ୍ କମ୍ପାନୀ ନୂଆ ଲଂଚ ହୋଇଥିବା ଫୋନ୍ ସମେତ କିଛି ପୁରୁଣା ମଡେଲ୍‌ର ଦାମ ବଢାଇଛନ୍ତି । ମାର୍ଚ୍ଚ ୧୪ରେ GST କାଉନସିଲ୍‌ର ମିଟିଂ ପରେ ସ୍ମାର୍ଟଫୋନ୍‌ରେ ଜିଏସଟି ରେଟ୍ ବଢିବା ନେଇ ଘୋଷଣା ହୋଇଥିଲା ।…

ଭାରତର ୧୦ କରୋନା ସଂକ୍ରମଣ ହଟସ୍ପଟ ସ୍ଥାନ

ନୂଆଦିଲ୍ଲୀ: ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଏବେ ସରକାର ବିଧିବଦ୍ଧ ଭାବେ ଘୋଷଣା କରି ନ ଥିଲେ ମଧ୍ୟ ଦେଶର ୧୦ଟି ସ୍ଥାନକୁ କରୋନା ସଂକ୍ରମଣ ହଟସ୍ପଟ ଭାବେ ଚିହ୍ନଟ କରିବା ଯୋଜନାରେ ରହିଛି । ସେସବୁ ସ୍ଥାନ ଗୁଡ଼ିକ ହେଉଛି ନିଜାମୁଦ୍ଦିନ୍‌, ଦିଲଶାହ ଗାର୍ଡେନ୍‌,…

୭ ଜଣ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିଲେ ଚତୁର୍ଥ କୋଭିଡ୍‌-୧୯ ରୋଗୀ: ସୁବ୍ରତ ବାଗଚୀ

ଭୁବନେଶ୍ୱର: ଭଦ୍ରକ ଜିଲ୍ଲାର ୨୯ ବର୍ଷୀୟ ଯୁବକ ଯିଏକି ଓଡ଼ିଶାର ଚତୁର୍ଥ ପଜିଟିଭ୍ କରୋନା ସଂକ୍ରମିତ ବ୍ୟକ୍ତିଭାବେ ଚିହ୍ନଟ ହୋଇଛନ୍ତି ସେ ୭ ଜଣ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିଲେ । ଏହା ସୂଚନା ଦେଇଛନ୍ତି ଓଡ଼ିଶା ସରକାରଙ୍କ କୋଭିଡ୍‌-୧୯ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ । “ଏହି ଚତୁର୍ଥ…

ଆସନ୍ତୁ ଜାଣିବା କରୋନା କେଉଁ ଦେଶ ପାଇଁ କିଲର ସାବ୍ୟସ୍ତ ହୋଇନି

ନୂଆଦିଲ୍ଲୀ: ସମସ୍ତେ ଏବେ କରୋନାର କିଲର ଜାଲରେ ଛଟପଟ । ୧୮୦ରୁ ଊର୍ଦ୍ଧ୍ୱ ଦେଶରେ ଏହା ପାଖପାଖି ୯ ଲକ୍ଷ ଲୋକଙ୍କୁ ଆକ୍ରାନ୍ତ କରି ସାରିଲାଣି । ତେବେ ଏପରି କେତେକ ଦେଶ ଅଛି ଯେଉଁଠାରେ କରୋନା ପହଂଚିପାରି ନାହିଁ । ଆମେରିକାର ଜନ ହପକିନ୍ସ ୟୁନିଭରସିଟିରୁ ମିଳିଥିବା ତଥ୍ୟ ଅନୁସାରେ…

ଫେସବୁକରେ ଚତୁର୍ଥ କରୋନା ପଜିଟିଭ୍ ଆକ୍ରାନ୍ତଙ୍କ ଫଟୋ ଅପଲୋଡ କରି ଭଦ୍ରକରେ ୩ ଗିରଫ

ଭଦ୍ରକ: ଭଦ୍ରକରେ ଜଣେ ଯୁବକ କୋଭିଡ୍‌-୧୯ ପଜିଟିଭ୍ ଚିହ୍ନଟ ହେବା ପରେ ସୋସିଆଲ୍ ମିଡ଼ିଆରେ ଏହି ରୋଗୀଙ୍କ ଫଟୋ ଅପଲୋଡ଼ କରିବା ଅଭିଯୋଗରେ ପୋଲିସ ଭଦ୍ରକରେ ୩ ଜଣଙ୍କୁ ଗିରଫ କରିଛି । ଗିରଫ ବ୍ୟକ୍ତିମାନଙ୍କ ମଧ୍ୟରେ ଜଣେ ମହିଳା ମଧ୍ୟ ରହିିଥିବା ଜଣାପଡ଼ିଛି । ଏହି ବ୍ୟକ୍ତିମାନେ ଓଡ଼ିଶାର ଏହି…

ଓଡ଼ିଶାର ଚତୁର୍ଥ କରୋନା ଆକ୍ରାନ୍ତ ବ୍ୟକ୍ତି କେଉଁ ସ୍ଥାନରୁ କେଉଁ ସ୍ଥାନକୁ ଯାତ୍ରା କରିଥିଲେ, ଜାଣନ୍ତୁ

ଭୁବନେଶ୍ୱର: ଓଡ଼ିଶା ସରକାର ରାଜ୍ୟର ଚତୁର୍ଥ ପଜିଟିଭ୍ କୋଭିଡ୍‌-୧୯ ସଂକ୍ରମିତ ବ୍ୟକ୍ତିଙ୍କ ଟ୍ରାଭେଲ୍ ହିଷ୍ଟ୍ରିି ସର୍ମ୍ପକରେ ସୂଚନା ପ୍ରଦାନ କରିଛନ୍ତି । ଗତକାଲି ତାଙ୍କର କରୋନା ପରୀକ୍ଷା ପଜିଟିଭ୍ ଚିହ୍ନଟ ହୋଇଥିଲା । Live Press Conference #Covid19 @HFWOdisha…