Latest Odisha News

BREAKING NEWS

କିପରି ହେଲା କୋଣାର୍କ ମନ୍ଦିରର ଅବକ୍ଷୟ; କ’ଣ କହେ କିମ୍ବଦନ୍ତୀ

ଭୁବନେଶ୍ୱର:କୋଣାର୍କ ସୂର୍ଯ୍ୟ ମନ୍ଦିର ୧୩ଶ ଶତାବ୍ଦୀରେ ନିର୍ମିତ ଭାରତର ଓଡ଼ିଶାର କୋଣାର୍କରେ ଅବସ୍ଥିତ ଏକ ସୂର୍ଯ୍ୟ ମନ୍ଦିର  । ପ୍ରାୟ ୧୨୫୦ ଖ୍ରୀଷ୍ଟାବ୍ଦରେ ଉତ୍କଳର ଗଙ୍ଗବଂଶୀୟ ରାଜା ଲାଙ୍ଗୁଳା ନରସିଂହ ଦେବଙ୍କ ଦ୍ୱାରା ଏହି ମନ୍ଦିର ତୋଳାଯାଇଥିଲା ବୋଲି ଜଣାଯାଏ । ଏକ ବିଶାଳ…

ଉଦଯାପିତ ହେଲା ବିଶ୍ୱ ପ୍ରସିଦ୍ଧ କୋଣାର୍କ ମହୋତ୍ସବ; ଶେଷ ସନ୍ଧ୍ୟାରେ ଓଡ଼ିଶୀରେ କୃଷ୍ଣଗାଥା ଓ କଥକରେ ପ୍ରେମର ଉଚ୍ଛ୍ୱାସ

କୋଣାର୍କ : ସ୍ଥାପତ୍ୟ, ଭାସ୍କର୍ଯ୍ୟ ଓ ରମ୍ୟକଳାର କିର୍ତ୍ତୀସ୍ତମ୍ଭ କୋଣାର୍କ ସୂର୍ଯ୍ୟମନ୍ଦିର ପାଦଦେଶର ଚିତ୍ରିତ ପରିବେଶରେ ଶାସ୍ତ୍ରୀୟ ନୃତ୍ୟଶିଳ୍ପୀଙ୍କ ଭଙ୍ଗିମା ଓ ଛନ୍ଦାୟିତ ପଦଚାଳନା ନେଇ ଆସିଥିଲା ଏକ ଆବେଗମୟ ଭାବ । ଅବସର ଥିଲା ପର୍ଯ୍ୟଟନ ବିଭାଗ ଆୟୋଜିତ କୋର୍ଣାକ ଉତ୍ସବର ଉଦ୍‍ଯାପନୀ…

ନେଦରଲ୍ୟାଣ୍ଡରେ ବୋଇତ ବନ୍ଦାଣ ଉତ୍ସବ ପାଳିତ

ଆମଷ୍ଟରଡ଼ମ : ନେଦରଲ୍ୟାଣ୍ଡ ସ୍ଥିତ ଓଡ଼ିଆ ସାମାଜିକ ଓ ସାଂସ୍କୃତିକ ସଂଘ (ଓ ସ କା ନ ) ତରଫରୁ ଚଳିତ ବର୍ଷ ପବିତ୍ର କାର୍ତିକ ପୁର୍ଣିମା ପର୍ବ ଏବଂ ବୋଇତ ବନ୍ଦାଣ ଉତ୍ସବ ଏକ ଅନନ୍ୟ ଶୈଳୀରେ ପାଳନ କରାଯାଇଥିବା ଜଣାଯାଇଛି | ବିଗତ ୪ବର୍ଷ ହେଲା ଏଠାକାର ପ୍ରବାସୀ ଓଡ଼ିଆ ମାନେ ସପରିବାର ସହିତ…

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ରାଶିଫଳ  ତା ୬-୧୨-୨୦୨୦ ରବିବାର ଆଜି ଦିନର ମହତ୍ତ୍ୱ.  ଆଜି ହେଉଛି ୨୦୨୦ ମସିହା ଡିସେମ୍ବର ତା ୬ ରିଖ ରବିବାର ବିଛା ୨୧ ଦିନ ମାର୍ଗଶିର ମାସ କୃଷ୍ଣ ପକ୍ଷ ଷଷ୍ଠୀ ତିଥି ଅଶ୍ଳେଷା ନକ୍ଷତ୍ର କର୍କଟ ଚନ୍ଦ୍ର ଘାତ ବାର-: ମେଷ ରାଶିର    ଆଜି: ପିତା ଦ୍ରବ୍ୟ ଖାଇବା ନିଷେଧ    ମେଷ:…

ଘରୋଇ ଟିଭି ଚ୍ୟାନେଲ ପାଇଁ ସରକାର ଜାରି କଲେ ମାର୍ଗଦର୍ଶିକା

ନୂଆଦିଲ୍ଲୀ:ଘରୋଇ ଟିଭି ଚ୍ୟାନେଲଗୁଡ଼ିକ ପାଇଁ ସରକାର ଜାରି କରିଛନ୍ତି ମାର୍ଗଦର୍ଶିକା। ଘରୋଇ ଟିଭି ଚ୍ୟାନେଲରେ ପ୍ରଦର୍ଶିତ ହେଉଥିବା ଅନଲାଇନ ଗେମିଂ, ଫାଣ୍ଟାସି ସ୍ପୋର୍ଟସ ଆଦି ସହିତ ଜଡ଼ିତ ସମସ୍ତ ବିଜ୍ଞାପନରେ ଭାରତୀୟବିଜ୍ଞାପନ ମାନକ ପରିଷଦ (ଏଏସସିଆଇ) ପକ୍ଷରୁ ଜାରିକରାଯାଇଥିବା…

ବ୍ରହ୍ମପୁରରୁ ୬ କେଜି ସୁନା ଓ ୨୩୫କିଲୋ ରୁପା ଅଳଙ୍କାର ଜବତ

ବ୍ରହ୍ମପୁର: କାର ଭିତରୁ ୬କିଲୋ ସୁନା ଅଳଙ୍କାର ଓ ୨୩୫ କେଜିରୁ ଅଧିକ ରୁପା ଅଳଙ୍କାର ଜବତ। ତାମିଲନାଡୁରୁ ବ୍ରହ୍ମପୁର ଆସିବା ବେଳେ ଧରିଲା ଗୋସାଣୀ ନୂଆଗାଁ ଥାନା ପୋଲିସ। କାର ଯାଞ୍ଚ ବେଳେ ପ୍ୟାକେଟ ପ୍ୟାକେଟ ସୁନା ଓ ରୁପା ଅଳଙ୍କାର ମିଳିଛି। ଏହି ଘଟଣାରେ ପୋଲିସ ୩ଜଣଙ୍କୁ ଅଟକ ରଖି…

ଋଷର ମସ୍କୋରେ ଆରମ୍ଭ ହେଲା ଟୀକାକରଣ, ଖୋଲିଲା ୭୦ ଭ୍ୟାକସିନ୍ ସେଣ୍ଟର

ମସ୍କୋ: ଋଷର ରାଜଧାନୀ ମସ୍କୋରେ ଆଜିଠାରୁ ଆରମ୍ଭ ହୋଇଛି କୋଭିଡ୍-୧୯ ଟୀକାକରଣ । ଯେଉଁମାନଙ୍କୁ ସଂକ୍ରମିତ ହେବାର ଅଧିକ ଆଶଙ୍କା ରହିଛି, ସେହିମାନଙ୍କୁ ଏହି ଟିକା ଦିଆଯାଉଛି । ଋଷ ନିଜର ସ୍ପୁଟନିକ୍-ଭି ଟିକା ଦେଉଛି । ହଜାର ହଜାର ଲୋକ ଟୀକାକରଣ ପାଇଁ ପଞ୍ଜିକରଣ କରିଛନ୍ତି । ସ୍ପୁଟନିକ୍-ଭି…

କଣ୍ଢେଇକୁ ବିବାହ କଲେ ବିଶ୍ୱ ବିଖ୍ୟାତ ବଡିବିଲ୍ଡର୍

ଭୁବନେଶ୍ୱର: ଆମ ନଜରକୁ ଏମିତି କିଛି ଖବର ଆସେ ଯାହାକୁ ଦେଖି, ଶୁଣି ଓ ପଢି ବିଶ୍ୱାସ କରିବା ଆମ ପକ୍ଷରେ କଷ୍ଟକର ହୋଇପଡେ । ଏହି ଧାରାରେ ସୋସିଆଲ୍ ମିଡିଆରେ ଏକ ଖବର ସାରା ବିଶ୍ୱର ଲୋକଙ୍କୁ ଚକିତ କରିଛି । ଝିଅ ପୁଅକୁ ଓ କେବେକେବେ ପୁଅପୁଅ ଓ ଝିଅଝିଅକୁ ବିବାହ କରିବା ଘଟଣା ଏବେ ସାଧାରଣ…

କାଲି ଭାରତ-ଅଷ୍ଟ୍ରେଲିଆ ଦ୍ବିତୀୟ ଟି-୨୦: ସିରିଜ୍ ବିଜୟ ଲକ୍ଷ୍ୟରେ ଟିମ୍ ଇଣ୍ଡିଆ

ସିଡନୀ: ଆସନ୍ତାକାଲି ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବ ଦ୍ବିତୀୟ ଟି-୨୦ । ସିଡନୀରେ ମ୍ୟାଚ୍ ଅନୁଷ୍ଠିତ ହେବ । ସିଡନୀର ଏହି ଗ୍ରାଉଣ୍ଡରେ ଦୁଇଟି ଦିନିକିଆ ଖେଳିଥିଲା ଭାରତ । ଏହି ଦୁଇ ମ୍ୟାଚରେ ଅଷ୍ଟ୍ରେଲିଆ ବିଶାଳ ସ୍କୋର କରିଥିଲା । ଫଳରେ ଭାରତ ପରାସ୍ତ ହୋଇଥିଲା । ପୁଣି ଥରେ ଏହି…

ଓଡ଼ିଶାରୁ ସୁସ୍ଥ ହେଲେ ୬୦୫ କରୋନା ରୋଗୀ

ଭୁବନେଶ୍ୱର: ଓଡିଶାରୁ ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୬୦୫ କରୋନା ରୋଗୀ ଆରୋଗ୍ୟ ଲାଭ କରିଛନ୍ତି। ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ଆରୋଗ୍ୟ ଲାଭ କରିଛନ୍ତି। ତେବେ ୬୦୫ ଜଣ ଆରୋଗ୍ୟଙ୍କୁ ମିଶାଇ ଏଯାବତ ଓଡିଶାରେ ମୋଟ୍…