Latest Odisha News

BREAKING NEWS

ହଥରସ ଗାଁରେ ମିଡିଆକୁ ପ୍ରବେଶ ଅନୁମତି, ପରିବାର ଲୋକ କହିଲେ ସାଂଘାତିକ କଥା

ଉତ୍ତରପ୍ରଦେଶ: ହଥରସ ଗଣଦୁଷ୍କର୍ମ ଓ ହତ୍ୟା ଅଭିଯୋଗକୁ ନେଇ ଦୁଇ ଦିନ ହେବ ବନ୍ଦ ରହିଥିବା ହଥରସ ଗାଁ ସୀମା  ଆଜି ଖୋଲିଛି ପ୍ରଶାସନ । ଗାଁ ଭିତରକୁ ଯିବା ପାଇଁ ଗଣମାଧ୍ୟମକୁ ଅନୁମତି ମିଳିଛି । ଉତ୍ତରପ୍ରଦେଶ ପୋଲିସ କହିଛି, ଏସଆଇଟି ତଦନ୍ତ ଶେଷ ହେବା ପରେ ଗାଁ ଭିତରକୁ ମିଡିଆକୁ ପ୍ରବେଶ ପାଇଁ…

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ତୃତୀୟ ବଜେଟ୍ ୧୬ରୁ ଆରମ୍ଭ

ନୂଆଦିଲ୍ଲୀ: କରୋନା ମହାମାରୀ ଭିତରେ କେନ୍ଦ୍ର ସରକାର ଆସନ୍ତା ଆର୍ଥିକ ବର୍ଷ(୨୦୨୦-୨୧) ପାଇଁ ବଜେଟ୍‌ ପ୍ରସ୍ତୁତି ପ୍ରକ୍ରିୟା ଆରମ୍ଭ କରିବାକୁ ଯାଉଛନ୍ତି। ଚଳିତ ମାସ ୧୬ରୁ ଏହି ପ୍ରକ୍ରିୟା ଆରମ୍ଭ ହେବ। ଏହା କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ତୃତୀୟ ବଜେଟ୍ ହେବ। ଏଥିରେ…

ବିଶିଷ୍ଟ ଶିକ୍ଷାବିତ ଅନନ୍ତ ଚରଣ ଶୁକ୍ଳାଙ୍କ ପରଲୋକ

କଟକ: ବିଶିଷ୍ଟ ଶିକ୍ଷାବିତ, ସାହିତ୍ୟିକ ତଥା ଓଡ଼ିଆ ଇଂରାଜୀ ଭାଷାର ଆନ୍ତର୍ଜାତୀକ ଖ୍ୟାତିସମ୍ପନ୍ନ ଗବେଷକ ଅନନ୍ତ ଚରଣ ଶୁକ୍ଳା ଆଉ ନାହାନ୍ତି। କଟକ ସିଡିଏ ଅନ୍ତର୍ଗତ ସେକ୍ଟର ୭ରେ ଥିବା ତାଙ୍କ ବାସଭବନରେ ଗୁରୁବାର ପୂର୍ବାହ୍ନ ସାଢେ ଏଗାର ଟାରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ…

ଆରପାରିରେ ଓଡ଼ିଆ ଫିଲ୍ମ ପ୍ରଯୋଜକ ତୋଫାନ ତ୍ରିପାଠୀ, ଶୋକ ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ବରିଷ୍ଠ ଓଡିଆ ଫିଲ୍ମ ପ୍ରଯୋଜକ ତୋଫାନ ତ୍ରିପାଠୀଙ୍କ ପରଲୋକ ହୋଇଛି। ଗତକାଲି ସମ୍ବଲପୁରରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୯୨ ବର୍ଷ ବୟସ ହୋଇଥିଲା। କିଛିଦିନ ହେଲା ସେ ଅସୁସ୍ଥ ଥିଲେ। ସ୍ୱର୍ଗତ ତୋଫାନ ତ୍ରିପାଠୀ ଓଡିଆ ଚଳଚ୍ଚିତ୍ର ‘ସାଧନା’ ଓ…

ଗାନ୍ଧୀଜୟନ୍ତୀ ପରେ…

ଗାନ୍ଧୀ ଜୟନ୍ତୀ ବଡ଼ ଧୁମ୍‌ଧାମ୍‌ରେ ସରିଲା, କେତେ ଯେ ୱେବିନାର ପ୍ରୋଗ୍ରାମ୍ ଆଉ କେତେ କ’ଣ ହେଲା ତା’ର ହିସାବ ରହିଲା ନାହିଁ । ଗାନ୍ଧିଜୀଙ୍କ ତିନି ମାଙ୍କଡ଼ କଥା ସମସ୍ତେ କହିଲେ, ତିନି ମାଙ୍କଡ଼ଙ୍କ କଥା ଆମେ ସମସ୍ତେ ଜାଣିଛେ । ପ୍ରଥମ ମାଙ୍କଡ଼ - ମୁଁ ଖରାପ କଥା କହିବି ନାହିଁ, ଦ୍ୱିତୀୟ…

‘ଅଟଳ ଟନଲ’ର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ମୋଦୀ

ହିମାଚଳପ୍ରଦେଶ: ଲୋକାର୍ପିତ ହେଲା ବହୁ ପ୍ରତିକ୍ଷିତ ଅଟଳ ଟନେଲ । ହିମାଚଳ ପ୍ରଦେଶର ରୋହତାଙ୍ଗରେ ସ୍ୱତନ୍ତ୍ର ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗ ଦେଇ ଅଟଳ ଟନେଲର ଶୁଭାରମ୍ଭ କରିଛନ୍ତି । ଏହି ସ୍ୱତନ୍ତ୍ର ଉତ୍ସବରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ସମେତ ବହୁ ମାନ୍ୟଗଣ୍ୟ…

ଆଜି ହଥରସ ଯିବେ ରାହୁଲ, କହିଲେ କୌଣସି ଶକ୍ତି ଅଟକାଇ ପାରିବନି

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ହଥରସ ନାବାଳିକା ଗଣଦୁଷ୍କର୍ମ ଓ ହତ୍ୟା ମାମଲାକୁ ନେଇ ରାଜନୀତି ଜୋରଦାର ହୋଇଛି । ଆକ୍ରମଣ ମୁଦ୍ରାରେ ଥିବା କଂଗ୍ରେସ ଟାର୍ଗେଟରେ ଯୋଗୀ ସରକାର । ପୂର୍ବରୁ ପୀଡ଼ିତାଙ୍କ ପରିବାରକୁ ଭେଟିବା ପାଇଁ ଯିବା ବେଳେ ପୋଲିସ ଗ୍ରେଟର ନୋଏଡାରେ ରାହୁଲ ଓ ପ୍ରିୟଙ୍କାଙ୍କୁ…

ମହିନ୍ଦ୍ରା ଆଣିଲା ନୂଆ ‘ଏସ୍‌ୟୁଭି ଥର୍’

ମୁମ୍ବାଇ: ମହିନ୍ଦ୍ରା ଆଣ୍ଡ୍‌ ମହିନ୍ଦ୍ରା ୭୫ ତମ ବାର୍ଷିକୀ ଅବସରରେ ନୂଆ ମହିନ୍ଦ୍ରା ‘ଏସ୍‌ୟୁଭି ଥର୍’ ଲଞ୍ଚ୍‌ କରିଛି। ଏହା ଏଏକ୍ସ ଓ ଏଲ୍‌ଏକ୍ସ ଭଳି ଦୁଇଟି ସିରିଜ୍‌ରେ ଉପଲବ୍ଧ ରହିବ। ଏଏକ୍ସର ସୋ ରୁମ୍‌ ମୂଲ୍ୟ ୯.୮୦ ଲକ୍ଷରୁ ଆରମ୍ଭ ହୋଇଥିବା ବେଳେ ଏଲ୍‌ଏକ୍ସର ମୂଲ୍ୟ ୧୨.୪୯…

ସୁୁଧ ଉପରେ ଆଉ ପଡିବନି ସୁଧ

ନୂଆଦିଲ୍ଲୀ: କରୋନା କାଳ ଭିତରେ ଆସିଲା ଖୁସି ଖବର । ଋଣ ନେଇଥିବା ବ୍ୟାଙ୍କ ଗ୍ରାହକଙ୍କୁ ବଡ ଧରଣର ଆଶ୍ୱସ୍ତି । ଏଣିକି ସୁଧ ଉପରେ ଆଉ ପଡିବନି ସୁଧ । ଦୁଇ କୋଟି ଟଙ୍କାର ଋଣ ଯାଏଁ ଏହି ସୁବିଧା ମିଳିବ । ସୁପ୍ରିମକୋର୍ଟଙ୍କୁ ଏହା ଜଣାଇଛନ୍ତି କେନ୍ଦ୍ର ସରକାର । ସମସ୍ତ ପ୍ରକାର…

ଫୁଲ୍ କ୍ରିମ୍ ମିଳ୍କ ଏବଂ ଟୋନ୍‌ଡ ମିଳ୍କ ମଧ୍ୟରେ କଣ ରହିଛି ପାର୍ଥକ୍ୟ? ଜାଣନ୍ତୁ

ନିୟମିତ କ୍ଷୀର ପିଇବା ସ୍ବାସ୍ଥ୍ୟ ପାଇଁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ବୋଲି ଡାକ୍ତରମାନେ ପରାମର୍ଶ ଦେଇଥାନ୍ତି। କିନ୍ତୁ କେଉଁ କ୍ଷୀର ପିଇବା ଉଚିତ ଏବଂ କେଉଁଟା ନୁହେଁ ଜାଣନ୍ତି କି? ଟୋନ୍‌ଡ୍ ମିଳ୍କ୍‌ କଣ? ଯେତେବେଳେ ଟୋନ୍‌ଡ୍ ମିଳ୍କ ପ୍ରସ୍ତୁତ କରାଯାଏ ସେଥିରୁ ଚର୍ବି ଅଂଶକୁ…