ଜାଣନ୍ତୁ, କେମିତି କଟିବ ଆଜିର ଦିନ …
ରାଶି ଫଳ
ତା୩-୧୦-୨୦୨୦ ଶନିବାର
ଆଜି ଦିନର ମହତ୍ତ୍ୱ
ଆଜି ହେଉଛି ୨୦୨୦ ମସିହା ଅକ୍ଟୋବର ତା ୩ ରିଖ ଶନିବାର କନ୍ୟା ୧୮ ଦିନ ଆଶ୍ୱିନ ମଳ ମାସ କୃଷ୍ଣ ଦ୍ବିତୀୟା ତିଥି ରେବତୀ ନକ୍ଷତ୍ର ମୀନ ଚନ୍ଦ୍ର ସକାଳ ୮ଟା ୫୩ମିନିଟ୍ ପର୍ୟ୍ୟନ୍ତ ତାପରେ ଅଶ୍ୱିନୀ ନକ୍ଷତ୍ର ମେଷ ଚନ୍ଦ୍ର ଭୋଗ ହେବ…