Latest Odisha News

BREAKING NEWS

ଓଡ଼ିଶାରେ ଏଯାଏଁ ସେହି ୩ ଜଣ କରୋନା ପଜିଟିଭ: ବାଗଚୀ

ଭୁବନେଶ୍ୱର: ଓଡ଼ିଶାରେ ଏଯାଏଁ ସେହି ୩ ଜଣ ହିଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ମୋଟ୍ ୪୭୩ ନମୁନାର ପରୀକ୍ଷା ହୋଇଥିବା ବେଳେ ୪୭୦ ନମୂନା ନେଗେଟିଭ୍ ଆସିଛି ବୋଲି କହିଛନ୍ତି ରାଜ୍ୟ ସରକାରଙ୍କ ମୁଖପାତ୍ର ସୁବ୍ରତ ବାଗଚୀ । ଅନଲାଇନ୍ ଓ ୧୦୪ରେ ମୋଟ୍ ୧୧ ହଜାର ୫୭୫ ଜଣ ପଞ୍ଜୀକରଣ…

କରୋନା ସଚେତନତା: ବ୍ରହ୍ମପୁରରେ ରାସ୍ତାରେ ଲେଖାଯାଇଛି ବାର୍ତ୍ତା

ବ୍ରହ୍ମପୁର : କୋଭିଡ୧୯ ଭୟବହତାକୁ ଦୃଷ୍ଟିରେ ରଖି ସମସ୍ତଙ୍କୁ ସଚେତନ କରିବାକୁ ଉଦ୍ୟମ ହେଉଛି । ତେବେ ରେଶମ ସହର ବ୍ରହ୍ମପୁରରେ ଏକ ଭିନ୍ନ ଚିତ୍ର ଦେଖିବାକୁ ମିଳିଛି । ରାସ୍ତା ଉପରେ ଚିତ୍ର କରି କରୋନା ସଚେତନତାର ବାର୍ତ୍ତା ଦିଆଯାଉଛି । ସହରର ଗେଟ୍ ବଜାର ଛକ, କମାପଲ୍ଲୀ ଛକ ପରି…

ବିପନ୍ନ ଅବସ୍ଥାରେ ବୁଲା ଜୀବଜନ୍ତୁଙ୍କ ଜୀବନ; ଲକ୍‌ଡାଉନରେ ଏହି ଯୁବକମାନେ ପାଲଟିଛନ୍ତି ଦେବଦୂତ !

ଭୁବନେଶ୍ୱର: କେବଳ ଓଡ଼ିଶା କାହିଁକି ସମଗ୍ର ଭାରତରେ ଲକ୍‌ଡାଉନର କଠୋର କଟକଣା ଓ ସଂଗରୋଧ ପରି କଡ଼ାକଡ଼ି ନିୟମ ପାଳନ ଯୋଗୁଁ ରାସ୍ତାକଡ଼ରେ ବୁଲୁଥିବା ଜୀବଜନ୍ତୁଙ୍କ ଜୀବନ ଏବେ ଅସହାୟ ହୋଇପଡ଼ିଛି । ଦୋକାନ ବଜାର ହେଉ କିମ୍ବା ହୋଟେଲ୍ କିମ୍ବା ରେଷ୍ଟୁରାଣ୍ଟ୍ ବନ୍ଦ ରହିବା ଯୋଗୁଁ ରାସ୍ତାରେ ବୁଲି…

କରୋନା କବଳରେ ଭାରତ; ୨୪ ଘଣ୍ଟାରେ ୨୨୭ ଆକ୍ରାନ୍ତ

ନୂଆଦିଲ୍ଲୀ: ଭାରତରେ କରୋନାଭାଇରସ୍ (କୋଭିଡ -୧୯) ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ ବଢୁଥିବା ବେଳେ ମଙ୍ଗଳବାର ଦିନ ଏହି ସଂଖ୍ୟା ୧୨୫୧ ଛୁଇଁଥିବାନେଇ କେନ୍ଦ୍ରର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି । ଏଯାବତ୍ କରୋନାଭାଇରସ ସଂକ୍ରମଣରେ ୩୨ ଜଣ…

ମୁଖ୍ୟମନ୍ତ୍ରୀଙ୍କ ଉପଦେଶକୁ ମାନିଲେ ମନ୍ତ୍ରୀ, ପତ୍ନୀଙ୍କୁ ରୋଷେଇରେ କଲେ ସାହାଯ୍ୟ

ରୋଷେଇ ଘରେ ଗଣଶିକ୍ଷା ମନ୍ତ୍ରୀ । ଆଜି ମନ୍ତ୍ରୀ ସମୀର ଦାଶ ନିଜ ପତ୍ନୀଙ୍କୁ ରୋଷେଇରେ ସାହାଯ୍ୟ କରୁଥିବାର ଦେଖିବାକୁ ମିଳିଥିଲା । ପତ୍ନୀଙ୍କୁ ସହଯୋଗ କରିବାକୁ ଯାଇ ଭଜା ଭାଜୁଥିବାର ଭିଡିଓ ଟ୍ୱିଟରରେ ପୋଷ୍ଟ କରିଛନ୍ତି ମନ୍ତ୍ରୀ ସମୀର ଦାଶ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲକ୍ ଡାଉନ…

କରୋନା ଆତଙ୍କ: କିପରି ସତର୍କ ରହିବା ଉଚିତ୍ ବରିଷ୍ଠ ନାଗରିକ…

ଭୁବନେଶ୍ୱର: ଘାତକ କରୋନା ମହାମାରୀ ସାରା ବିଶ୍ୱରେ ନିଜର କାୟା ବିସ୍ତାର କରି ଚାଲିଥିବା ବେଳେ ଏହି ଭୂତାଣୁ ସଂକ୍ରମଣ ଯୋଗୁଁ ବିଶ୍ୱରେ ଏଯାଏଁ ୩୫,୦୦୦ରୁ ଅଧିକ ବ୍ୟକ୍ତି ପ୍ରାଣ ହରାଇଲେଣି । ଏହି ଭୂତାଣୁ ଜନିତ ସଂକ୍ରମଣ ଦେଶକୁ ଦେଶ ବ୍ୟାପୀ ଚାଲିଥିବା ବେଳେ ସାଧାରଣ ଜୀବନ ଯାତ୍ରା ବ୍ୟାହତ…

କୋଭିଡ-୧୯ ସହାୟତା: ୧୦ଟି ସଙ୍ଗଠନକୁ ଦାନ କଲେ ପ୍ରିୟଙ୍କା ଓ ନିକ୍

ୱାଶିଂଟନ: ପ୍ରିୟଙ୍କା ଚୋପ୍ରା ଓ ନିକ୍ ଜୋନାସ ମିଳିତ ଭାବେ ୧୦ଟି ସଙ୍ଗଠନକୁ ସହାୟତା ରାଶି ପ୍ରଦାନ କରିଛନ୍ତି । ଏହି ୧୦ଟି ସଙ୍ଗଠନ କରୋନାଭାଇରସ ମହାମାରୀ ସମୟରେ ଲୋକଙ୍କୁ ଖାଦ୍ୟ ବାଣ୍ଟିବା ତଥା ଚିକିତ୍ସା ସାମଗ୍ରୀ ଯୋଗାଇବା କାମ କରନ୍ତି । …

ଓଡିଆ ପ୍ରବାସୀ ଶ୍ରମିକ: ଗୁଜରାଟରେ ଓଡିଶା ସରକାରଙ୍କ ପ୍ରତିନିଧି ହେଲେ ଅରୂପ ପଟ୍ଟନାୟକ

ଭୁବନେଶ୍ୱର: ‘ଓଡିଶା ମୋ ପରିବାର’ର ଆବାହକ ଅରୂପ ପଟ୍ଟନାୟକ ଗୁଜରାଟରେ ଓଡିଶା ସରକାରଙ୍କ ପ୍ରତିନିଧି ଭାବେ ନିଯୁକ୍ତ ହୋଇଛନ୍ତି । ଓଡିଆ ପ୍ରବାସୀ ଶ୍ରମିକଙ୍କୁ ନେଇ ଗୁଜରାଟ ପ୍ରଶାସନ ସହ ସମନ୍ୱୟ ରକ୍ଷା କରି କାମ କରିବେ । ଗୁଜରାଟରେ ଫସି ରହିଥିବା ଓଡିଆ ଶ୍ରମିକଙ୍କ ସମସ୍ୟା ବୁଝିବେ । ଦେଶରେ…

ପ୍ରଧାନମନ୍ତ୍ରୀଙ୍କ ମାଆ ହୀରା ବେନ ପିଏମ୍ କେୟାର୍ସ ଫଣ୍ଡକୁ ଦାନ କଲେ ୨୫ ହଜାର ଟଙ୍କା

ନୂଆଦିଲ୍ଲୀ- ମହାମାରୀ କରୋନାର ମୁକାବିଲା ପାଇଁ ସମସ୍ତେ ପ୍ରଧାନମନ୍ତ୍ରୀଙ୍କୁ ସହାୟତାର ହାତ ବଢାଉଛନ୍ତି । ବ୍ୟକ୍ତିବିଶେଷ, ଅନୁଷ୍ଠାନ, ବିଧାୟକ ତଥା କର୍ପୋରେଟ ହାଉସଗୁଡିକ ପିଏମ୍ କେୟାର୍ସ ଫଣ୍ଡକୁ ଆର୍ଥିକ ସହାୟତା କରୁଛନ୍ତି । ଏବେ ଏଥିରେ ସାମିଲ ହୋଇଛନ୍ତି ନରେନ୍ଦ୍ର ମୋଦିଙ୍କ ମାଆ…

କରୋନାଭାଇରସ୍‌; କେତେ ସୁରକ୍ଷିତ ଭାରତର ଆଗଧାଡିର ଡାକ୍ତର ?

ନୂଆଦିଲ୍ଲୀ: କୋଭିଡ୍‌-୧୯ ବିରୋଧରେ ଲଢେଇ କରୁଛନ୍ତି ଭାରତର ଅସଂଖ୍ୟ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀ । ଏଥିପାଇଁ ରକ୍ଷା କବଚ ସାଜିଛି ପର୍ସନାଲ ପ୍ରୋଟେକ୍ସେନ ଇକ୍ୱିପମେଣ୍ଟ (PPE) । ଦ କ୍ୱିଣ୍ଟ ର ରିପୋର୍ଟ ଅନୁଯାୟୀ ଇନ୍‌ଭେଷ୍ଟ ଇଣ୍ଡିଆ ସଙ୍କେତ ଦେଇଥିଲା ଭାରତରେ PPE ଓ ମାସ୍କ ଭଳି…