କରୋନା ଯୋଗୁ ଅଧାରୁ ଅଟକିଗଲା ଫିଲ୍ମ ‘ଜୁଗ୍ ଜୁଗ୍ ଜିଓ’ର ସୁଟିଂ
ନୂଆଦିଲ୍ଲୀ: କରୋନାର ପ୍ରଭାବ ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ଅନ୍ୟପଟେ କରୋନା ଯୋଗୁ ଫିଲ୍ମ ସୁଟିଂ ଅଧାରୁ ବନ୍ଦ ହୋଇଥିବା ଘଟଣା ସାମ୍ନାକୁ ଆସିଛି। ରିପୋର୍ଟ ଅନୁଯାୟୀ, ଦିଲ୍ଲୀରେ ଫିଲ୍ମ 'ଜୁଗ୍ ଜୁଗ୍ ଜିଓ'ର ସୁଟିଂ ସମୟରେ ବଲିଉଡ ଅଭିନେତା ନିତୁ କପୁର ଏବଂ ବରୁଣ ଧାୱନଙ୍କ କରୋନା…