ବଲିଉଡ ତାରକାଙ୍କ ଏହି ଅଜବ ଅଭ୍ୟାସ; ଜାଣିଲେ ହୋଇଯିବେ ଚକିତ !
ଭୁବନେଶ୍ୱର: ନିଜ ପସନ୍ଦର ଷ୍ଟାରଙ୍କ ପାଇଁ ପ୍ରଶଂସକ ଏକ ପ୍ରକାର ପାଗଳ ପ୍ରାୟ। ନିଜ ପ୍ରିୟ ଅଭିନେତାଙ୍କୁ ଫଲୋ କରିବା ସହ ସେମାନଙ୍କ ଲାଇଫ ଷ୍ଟାଇଲ କୁ ଫଲୋ କରିବା ଏକ ପ୍ରକାରର ରୁଚି ହୋଇ ଗଲାଣି।
ପରଦାରେ ପରଫେକ୍ଟ ଦେଖାଯାଉଥିବା ଏହି ରିଲ ଷ୍ଟାର ମାନେ ରିୟଲ ଲାଇଫ ରେ କେମିତି ଆସନ୍ତୁ…