ରାଜ୍ୟ ସରକାରଙ୍କ ଗାଇଡ଼ଲାଇନ ୫.୦: ଜାଣନ୍ତୁ, କଣ ଖୋଲା କଣ ବନ୍ଦ
ଭୁବନେଶ୍ୱର: ବୁଧବାର ଦିନ କେନ୍ଦ୍ର ସରକାରଙ୍କ ପକ୍ଷରୁ ଅନ୍ଲକ୍ ୫.୦ ପାଇଁ ନୂଆ ଗାଇଡ୍ଲାଇନ୍ ଜାରି କରାଯାଇଥିବା ବେଳେ ଗୁରୁବାର ରାଜ୍ୟ ସରକାରଙ୍କ ପକ୍ଷରୁ ଗାଇଡ୍ଲାଇନ୍ ପ୍ରସ୍ତୁତ କରାଯାଇଛି ।
ରାଜ୍ୟ ସରକାରଙ୍କ ନୂଆ ଗାଇଡ୍ଲାଇନ୍ ଅନୁଯାୟୀ:-
*ସିନେମା ହଲ୍, ସୁଇମିଂ ପୁଲ୍ ଓ…