Latest Odisha News

BREAKING NEWS

କରୋନା ମହାମାରୀ: ଭାରତରେ ମୃତ୍ୟୁ ସଂଖ୍ୟା ୩୨କୁ ବୃଦ୍ଧି

ନୂଆଦିଲ୍ଲୀ: ଭାରତରେ ଅଣାୟତ ହେଉଛି କରୋନା । ଦ୍ରୁତ ଗତିରେ ସଂକ୍ରମିତ ହୋଇ ଚାଲିଛି। ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ ବଢୁଥିବା ବେଳେ ମଙ୍ଗଳବାର ଦିନ ଏହି ସଂଖ୍ୟା ୧୩୨୯ ରେ ପହଞ୍ଚିଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି । ଏଥିସହିତ କରୋନାଭାଇରସ…

ଓଡିଶାକୁ ସ୍ୱତନ୍ତ୍ର ରାଜ୍ୟର ମାନ୍ୟତା ପ୍ରଦାନ କରାଇବାରେ ନିଜର ସର୍ବସ୍ୱ ପ୍ରତିପାଦନ କରିଥିବା ବୀରଙ୍କୁ…

ଭୁବନେଶ୍ୱର: ଏପ୍ରିଲ ୧, ଉତ୍କଳ ଦିବସ ।୧୯୩୬ ମସିହାରେ ଏହି ଦିନରେ ବ୍ରିଟିଶ ସରକାର ଭାଷା ଭିତ୍ତିରେ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ କରିଥିଲେ। ବହୁ ଘାତ-ପ୍ରତିଘାତ ମଧ୍ୟରେ ଏହି ଦିନ ସ୍ୱତନ୍ତ୍ର ପ୍ରଦେଶ ଗଠନ ହୋଇଥିଲା । ଏହା ଥିଲା ଊନବିଂଶ ଶତାଦ୍ଦୀର ଶେଷ ଭାଗରୁ ଆରମ୍ଭ ହୋଇଥିବା…

ଓଡ଼ିଆ ଭାଷା ଲଢେଇରେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଅବଦାନ…

ଭୁବନେଶ୍ୱର: କୋଟି କୋଟି ଓଡ଼ିଆଙ୍କ ପାଇଁ ଗର୍ବ ଓ ଗୌରବର ଦିନ ଉତ୍କଳ ଦିବସ । ତେବେ ଆଜି ଆମେ ଅନୁଭବ କରୁଥିବା ଏହି ଗୌରବରେ ଆମକୁ ମଣ୍ଡିତ କରିଥିବା ମହାପୁରୁଷ ମାନଙ୍କ ପାଖରେ ଏହି ଓଡ଼ିଆ ଜାତି ଚୀର ରୁଣୀ । ଓଡ଼ିଆ ଭାଷା ଯୁଦ୍ଧରେ ଉତ୍କଳ ଗୌରବ ମଧୁସୂଦନଙ୍କ ଅବଦାନ ସମ୍ପର୍କରେ ଜାଣନ୍ତୁ..…

ଓଡିଶାର ଯଶ ବଖାଣୁ ଥିବା ‘ବନ୍ଦେ ଉତ୍କଳ ଜନନୀ’ ସଙ୍ଗୀତ ସମ୍ପର୍କରେ ଜାଣନ୍ତୁ କିଛି ଅଜଣା କଥା

ଭୁବନେଶ୍ୱର: ବ୍ରିଟିଶ ସରକାର ୧୯୩୬ ମସିହା ଏପ୍ରିଲ ୧ ରେ ଭାଷା ଭିତ୍ତିରେ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ କରିଥିଲେ। ଓଡ଼ିଶାକୁ ୮୪ ବର୍ଷ ପୂରି ଚାଲିବ ୮୫ ବର୍ଷ । ଏହି ଅବସରରେ ଆସନ୍ତୁ ଜାଣିବା ଓଡ଼ିଶା ମାଟିର କୃତିତ୍ୱ ତଥା ଯଶ ଗାନ କରୁଥିବା 'ବନ୍ଦେ ଉତ୍କଳ ଜନନୀ' ସଙ୍ଗୀତର ଇତିହାସ…

ଉତ୍କଳ ଦିବସ: କିଭଳି ସୃଷ୍ଟି ହେଲା ଓଡ଼ିଶା ପ୍ରଦେଶ,ଜାଣନ୍ତୁ

ଭୁବନେଶ୍ୱର:ଏପ୍ରିଲ ୧ ତାରିଖ, ୧୯୩୬ ମସିହାରେ ସ୍ୱତନ୍ତ୍ର ରାଜ୍ୟର ସମ୍ମତି ପ୍ରାପ୍ତ କଲା ଉତ୍କଳ (ଓଡ଼ିଶା) । କିପରି ଥିଲା ଏହି ସମ୍ପୂର୍ଣ୍ଣ ଯାତ୍ରା ଆସନ୍ତୁ ଜାଣିବା... ୧୮୭୫ରେ ବାଲେଶ୍ୱରର ରାଜା ଶ୍ୟାମାନନ୍ଦ ଦେ ଏବଂ ଦେଶବ୍ରତୀ ବିଚିତ୍ରାନନ୍ଦ ଦାସଙ୍କ ଦ୍ୱାରା ସ୍ୱତନ୍ତ୍ର…

କାହିଁକି ଓ କେବେଠାରୁ ପାଳନ କରାଯାଉଛି ଉତ୍କଳ ଦିବସ, ଜାଣନ୍ତୁ

ଭୁବନେଶ୍ୱର: ଆସନ୍ତାକାଲି ଏପ୍ରିଲ ୧ ତାରିଖ । ସାରା ରାଜ୍ୟ ପାଇଁ ଏହା ଗୌରବର ଦିନ । ଏହିଦିନ ରାଜ୍ୟ ପାଳନ କରେ ଉତ୍କଳ ଦିବସ। ୧୯୩୬ ଅପ୍ରେଲ ୧ ତାରିଖ ଦିନ ଏକ ରାଜ୍ୟ ଭାବେ ନବଗଠିତ ହେବା ସ୍ମୃତିରେ ଏହି ଦିନ ଉତ୍କଳ ଦିବସ (ଓଡ଼ିଶା ଦିବସ) ପାଳନ କରାଯାଇଥାଏ । ଭାଷା ଭିତ୍ତିରେ…

ଲକଡାଉନ କାରଣରୁ ଚାଷୀଙ୍କ ପାଇଁ ଫସଲ ଋଣ ପୁନଃ ପରିଶୋଧ ଅବଧି ବୃଦ୍ଧି ଘୋଷଣା

ନୂଆଦିଲ୍ଲୀ: କୋଭିଡ-୧୯ ଲକଡାଉନ କାରଣରୁ ଚାଷୀମାନେ ବ୍ୟାଙ୍କରୁ ନେଇଥିବା ସ୍ବଳ୍ପକାଳିନ ଫସଲ ଋଣ ପୁନଃପରିଶୋଧ ଅବଧିକୁ ଘୁଞ୍ଚାଇ ଦେଇଛନ୍ତି କେନ୍ଦ୍ର ସରକାର । ୩୧ ମେ ୨୦୨୦ ପର‌୍ୟ୍ୟନ୍ତ ବ୍ୟାଙ୍କଗୁଡ଼ିକୁ ୨ପ୍ରତିଶତ ସୁଧ ଛାଡ଼ ଏବଂ ଚାଷୀଙ୍କୁ ୩ ପ୍ରତିଶତ ତୁରନ୍ତ ପରିଶୋଧ ରିହାତି (ପିଆରଆଇ)…

ଦିଲ୍ଲୀରେ ମର୍କଜ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ୬ କରୋନା ପଜିଟିଭଙ୍କର ତେଲେଙ୍ଗାନାରେ ମୃତ୍ୟୁ

ଏକ ଚିନ୍ତାଜନକ ଘଟଣାକ୍ରମରେ ଦିଲ୍ଲୀ ନିଜାମୁଦ୍ଦିନରେ ହୋଇଥିବା ଏକ ଧାର୍ମିକ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ୬ଜଣ ବ୍ୟକ୍ତିଙ୍କର ତେଲେଙ୍ଗାନାରେ କରୋନା ସଂକ୍ରମଣରେ ମୃତ୍ୟୁ ଘଟିଥିବା ତେଲେଙ୍ଗାନା ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ଏହି ବ୍ୟକ୍ତିମାନେ ମାର୍ଚ୍ଚ ୧୩ରୁ ୧୫ ତାରିଖ ମଧ୍ୟରେ…

ଏପ୍ରିଲ ୩୦ ଯାଏଁ ବଢ଼ିଲା ‘ପିଏଲଆଇ’ ଓ ‘ଆରପିଏଲଆଇ’ ପ୍ରିମିୟମ ପଇଠ ଅବଧି

ନୂଆଦିଲ୍ଲୀ: କରୋନା ଭୂତାଣୁ (କୋଭିଡ-୧୯)ର ବୃଦ୍ଧି ପାଉଥିବା ପ୍ରକୋପ କାରଣରୁ ସୃଷ୍ଟ ବିପଦ ଏବଂ ସାରା ଦେଶରେ ଲାଗୁ ହୋଇଥିବା ଲକଡାଉନ ସ୍ଥିତିକୁ ଆଖି ଆଗରେ ରଖି ସଞ୍ଚାର ମନ୍ତ୍ରଣାଳୟ ପକ୍ଷରୁ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ମନ୍ତ୍ରଣାଳୟ ଅଧୀନ ଡାକ ବିଭାଗର ଡାକ ଜୀବନ ବୀମା…

କୋଭିଡ-୧୯ ମୁକାବିଲା: ଉପଲବ୍ଧ ଅଛି ପିପିଇ କିଟ୍ସ, ଏନ୯୫ ମାସ୍କ ଓ ଭେଂଟିଲେଟର !

ନୂଆଦିଲ୍ଲୀ: ଦେଶରେ କୋଭିଡ-୧୯ର ମୁକାବିଲା ନିମନ୍ତେ ବିଭିନ୍ନ ରାଜ୍ୟଗୁଡିକ ସହିତ ଉଚ୍ଚସ୍ତରୀୟ ଆଲୋଚନା କରାଯାଇ କେତେକ ପଦକ୍ଷେପମାନ ନିଆଯାଇଛି । ବ୍ୟକ୍ତିଗତ ସ୍ୱାସ୍ଥ୍ୟ ସୁରକ୍ଷା ଉପକରଣ ବା ପିପିଇ, ମାସ୍କ ଏବଂ ଭେଂଟିଲେଟର ଯୋଗାଣକୁ ପର୍ଯ୍ୟାପ୍ତ କରିବା ପାଇଁ ଏଗୁଡିକ ପ୍ରସ୍ତୁତ କରୁଥିବା…