Latest Odisha News

BREAKING NEWS

୩୦ ହଜାର ନିମ୍ନ ବେତନଧାରୀଙ୍କୁ ଦୁଇଟି କିସ୍ତିରେ ମିଳିବ ପଇସା : ରିଲାଏନ୍ସ ଇଣ୍ଡଷ୍ଟ୍ରୀ ଲିମିଟେଡ୍

ମୁମ୍ବାଇ: ସୋମବାର ରିଲାଏନ୍ସ ଇଣ୍ଡଷ୍ଟ୍ରୀ ଲିମିଟେଡ୍ କରୋନା ମହାମାରୀ ବିରୋଧରେ ଅନେକ ଉଲ୍ଲେଖନୀୟ ପଦକ୍ଷେପ ଗ୍ରହଣ କରିଛି । ବିଜିନେସ୍ ଇନ୍‌ସାଇଡର୍ ର ରିପୋର୍ଟ ଅନୁଯାୟୀ, ନିଜ କର୍ମଚାରୀଙ୍କୁ ଆର୍ଥିକ ସଙ୍କଟରୁ ମୁକ୍ତି ଦେବା ପାଇଁ ଯେଉଁମାନଙ୍କର ଦରମା ୩୦ହଜାର ତଳକୁ ରହିଛି, ସେମାନଙ୍କୁ…

ଲକଡାଉନ ନିୟମ ପାଳନ କରିବା ପାଇଁ ଅନୁରୋଧ କଲେ ଲତା ମଙ୍ଗେସକର

ମୁମ୍ବାଇ: କରୋନା ଭାଇରସକୁ ରୋକିବା ନେଇ ସରକାର ଆବଶ୍ୟକ ପଦକ୍ଷେପ ଗ୍ରହଣ କରୁଛନ୍ତି । ଏହା ଯେପରି ଦ୍ରୁତ ଗତିରେ ନ ବ୍ୟାପିବ ସେଥିପାଇଁ ସରକାର ଲକଡାଉନ ଘୋଷଣା କରିଛନ୍ତି । ତେବେ ଏହାକୁ ଅନେକ ଖାମଖିଆଲରେ ନେଉଛନ୍ତି । ଏଥିନେଇ ମହାନ ଗାୟିକା ଲତା ମଙ୍ଗେସକର ମଙ୍ଗଳବାର ଭାରତୀୟ ଜନସାଧାରଣଙ୍କୁ…

କ-ରୋ-ନା ର ପୁରା ଅର୍ଥ ବୁଝାଇଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ: ମୋଦି ଭାରତବାସୀଙ୍କୁ କରୋନାର ପ୍ରକୃତ ଅର୍ଥ ବୁଝାଇଛନ୍ତି । ‘କ-ରୋ-ନା’ର ଅର୍ଥ ହେଉଛି ‘କୋଇ ରୋଡ ପର୍ ନା ନିକଲେ’ ଅର୍ଥାତ୍ ‘କେହି ରାସ୍ତାକୁ ବାହାରନ୍ତୁନି’ । ନିଜକୁ ଘର ଭିତରେ ସୁରକ୍ଷିତ ରଖନ୍ତୁ ଓ ଅନ୍ୟମାନଙ୍କୁ ମଧ୍ୟ ଭାଇରସରୁ ବଞ୍ଚାନ୍ତୁ ବୋଲି ପ୍ରଧାନମନ୍ତ୍ରୀ ମୋଦି…

ଆସନ୍ତୁ ଜାଣିବା କାହିଁକି କରୋନା ପାଇଁ ଶୀଘ୍ର ଔଷଧ ବାହାରି ପାରୁ ନାହିଁ

ନୂଆଦିଲ୍ଲୀ: କରୋନା ଭାଇରସ ବ୍ୟାପିବାର ମୁଖ୍ୟ କାରଣ ହେଲା ଏଥିପାଇଁ କୌଣସି ଔଷଧ କିମ୍ବା ଟୀକା ବାହାରି ନାହିଁ । ଆସନ୍ତୁ ଜାଣିବା କାହିଁକି ଏହା ପାଇଁ ତରବରିଆ ଭାବେ ଔଷଧ ବାହାର କରାଯାଇ ପାରୁ ନାହିଁ । ସାଧାରଣ ଭୂତାଣୁର ବ୍ୟାପିବା ବେଗ ଶୂନରୁ ୧ ପ୍ରତିଶତ ମଧ୍ୟରେ ଥିବାବେଳେ କରୋନା…

କଂଗ୍ରେସ ବିଧାୟକଙ୍କ ପୁତ୍ର ସମେତ କିରଗିଜସ୍ତାନରେ ଫସି ରହିଛନ୍ତି ୫୦୦ ଛାତ୍ର

ରାୟପୁର:କିରଗିଜସ୍ତାନରେ ଛତିଶଗଡର କଂଗ୍ରେସ ବିଧାୟକଙ୍କ ପୁତ୍ର ସମେତ ୫୦୦ ମେଡିକାଲ ଛାତ୍ର ଫସି ରହିଛନ୍ତି । ରାମାନୁଜଗଞ୍ଜର ବୃହଷ୍ପତି ସିଂଙ୍କ ପୁତ୍ର ମଧ୍ୟ ରହିଛନ୍ତି । କରୋନା ଭାଇରସ ପ୍ରଭାବ ରୋକିବା ପାଇଁ ଏବଂ ଉପରୋକ୍ତ ସମସ୍ୟା ନେଇ ରାଜ୍ୟପାଳ ଅନସୁଇଆଉ ଉଇକେ କେନ୍ଦ୍ର ସରକାରଙ୍କୁ…

ଭାରତର ଟାର୍ଗେଟ: ୨୧ ଦିନରେ କରୋନା ଚେନ୍ ଭାଙ୍ଗିବା, ବଢ଼ିପାରେ ଲକ୍‌ଡାଉନ ସମୟସୀମା

ନୂଆଦିଲ୍ଲୀ: ଭାରତ ସରକାର କରୋନା ଭାଇରସ ନେଇ ବେଶ୍ ସତର୍କ ରହିଛି । ବିଶେଷଜ୍ଞଙ୍କ ମତରେ ସବୁ କିଛି ଯଦି ଠିକଠାକ୍ ଚାଲେ ତାହାହେଲେ ୨୧ ଦିନରେ ଭାରତ ପ୍ରାରମ୍ଭିକ ପର୍ଯ୍ୟାୟରେ କରୋନା ଚେନ୍ ଭାଙ୍ଗିବାରେ ସଫଳ ହେବ । ଏହାକୁ ବିଚାରରେ ରଖି ଭାରତ ସରକାର ଆବଶ୍ୟକ ପଡିଲେ ଲକ୍‌ଡାଉନ ସମୟସୀମାକୁ ୧୨…

ଭାରତ ପାଖରେ କରୋନାଭାଇରସକୁ ମୁଳୋତ୍ପାଟନ କରିବାର କ୍ଷମତା ରହିଛି : ଡବ୍ଲ୍ୟୁଏଚଓ

ଜେନେଭା: ଭାରତ ପାଖରେ ଘାତକ କରୋନାଭାଇରସକୁ ମୁଳୋତ୍ପାଟନ କରିବାରେ ବିଶେଷ କ୍ଷମତା ରହିଛି । ଭାରତ ଅତୀତରେ ପୋଲିଓ ଓ ବସନ୍ତ ଭଳି ରୋଗକୁ ଦେଶରୁ ସମୂଳେ ନାଶ କରିଦେଇଛି ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ(WHO)ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ମାଇକେଲ ଜେ ର‌୍ୟାନ କହିଛନ୍ତି । ମାଇକେଲ ଜେ…

ଭାରତ ମହାସାଗରରେ ୧୨ଟି ଅଣ୍ଡର ୱାଟର ଡ୍ରୋନ୍ ନିୟୋଜିତ କରିଛି ଚୀନ

ନୂଆଦିଲ୍ଲୀ: ସମଗ୍ର ବିଶ୍ୱ ପାଇଁ ଚୀନ ଏବେ ମୁଣ୍ଡ ବିନ୍ଧାର କାରଣ ସାଜିଛି । କରୋନା ଭାଇରସ ମୁକୁଳିବା ନେଇ ସମଗ୍ର ବିଶ୍ୱ ଚିନ୍ତା କରୁଥିବା ବେଳେ ଚୀନର ଏକ ମନ୍ଦ ଉଦ୍ଦେଶ୍ୟ ପଦାରେ ପଡିଛି । ରିପୋର୍ଟ ମୁତାବକ ଏବେ ଭାରତ ମହାସାଗରରେ ୧୨ଟି ଅଣ୍ଡର ୱାଟର ଡ୍ରୋନ୍ ନିୟୋଜିତ କରିଛି । ଏକ…

କରୋନାଭାଇରସର ଏହି ମାମୁଲି ଲକ୍ଷଣକୁ କରନ୍ତୁନି ଅଣଦେଖା; ରୁହନ୍ତୁ ସାବଧାନ

ନୂଆଦିଲ୍ଲୀ: ଯଦି ଆପଣ କୌଣସି ସୁଗନ୍ଧିତ ଦ୍ରବ୍ୟ, ଫୁଲର ଗନ୍ଧ କିମ୍ବା ଦୁର୍ଗନ୍ଧକୁ ଶୁଙ୍ଘି ପାରୁ ନାହାଁନ୍ତି । ତେବେ ଏହି ସମୟରେ ଏହା ବହୁତ ବିପଦଜନକ ସାବ୍ୟସ୍ତ ହୋଇପାରେ । ଏହାକୁ ହାଲୁକାରେ ନେବାର ଭୁଲ କରନ୍ତୁନି । ଏହା ହିଁ ହେଉଛି କରୋନା ଭାଇରସର ପ୍ରଥମ ଲକ୍ଷଣ । ଇଂଲଣ୍ଡର…

ଭାଇରସକୁ ନେଇ ନିର୍ମିତ ହୋଇଛି ଅନେକ ହଲିଉଡ ଓ ବଲିଉଡ୍ ଚଳଚ୍ଚିତ୍ର, ଆସନ୍ତୁ ପକାଇବା ନଜର

କୋରୋନା ଭାଇରସ୍ ଏବେ ସାରା ବିଶ୍ୱରେ ଚିନ୍ତାର ବିଷୟ ହୋଇଛି । ଚାରିଆଡେ ଲକ୍‌ଡାଉନ ଘୋଷଣା ହୋଇଥିବାରୁ ଲୋକେ ଘରମାନଙ୍କରେ ଏକପ୍ରକାର ବନ୍ଦୀ । ତେବେ ଏହି ଭାଇରସ୍ ନୂଆ ନୁହେଁ ବିଗତ ବର୍ଷମାନଙ୍କରେ ବିଭିନ୍ନ ପ୍ରକାର ଭାଇରସ୍‌କୁ ନେଇ ହଲିଉଡ୍ ଓ ବଲିଉଡରେ ଅନେକ ସିନେମା ନିର୍ମାଣ ହୋଇଛି ।…