Latest Odisha News

BREAKING NEWS

[ଭିଡିଓ] ୯୫ ଲକ୍ଷ ଟଙ୍କାର ମଦ ନଷ୍ଟ କଲେ ମହିଳା

ଭୁବନେଶ୍ୱର: କଥାରେ ଅଛି କ୍ରୋଧ ମଣିଷକୁ ପାଗଳ କରିଦିଏ । ଏହି କଥାକୁ ବ୍ରିଟେନ୍‌ର ଜଣେ ମହିଳା ସତ ପ୍ରମାଣିତ କରିଛନ୍ତି । ମହିଳା ଜଣକ କ୍ରୋଧ ଜର୍ଜରିତ ହୋଇ ନିଜ ଉପରେ ନିୟନ୍ତ୍ରଣ ହରାଇ ୯୫ ଲକ୍ଷ ଟଙ୍କା ମୂଲ୍ୟର ମଦ ନଷ୍ଟ କରିଥିଲେ । ଏକ ସୁପର୍ ମାର୍କେଟରେ ମହିଳା ଜଣକ ୫୦୦ରୁ ଅଧିକ ମଦ ବୋତଲ…

୨୪ ଘଣ୍ଟାରେ ଭୁବନେଶ୍ୱରରେ ୪୩ ପଜିଟିଭ, ୪୬ ସୁସ୍ଥ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଆଜି ୪୩ ନୂଆ ପଜିଟିଭ ଚିହ୍ନଟ ହୋଇଛି। ସେଥିମଧ୍ୟରୁ ସଙ୍ଗରୋଧରୁ ୯ ଓ ସ୍ଥାନୀୟ ଅଂଚଳରୁ ୩୪ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ସେହିପରି ୪୬ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।…

ପରମାଣୁ ବୈଜ୍ଞାନିକ ଫକୀରଜାଦେହଙ୍କ ହତ୍ୟା ପରେ ଇସ୍ରାଏଲ-ଇରାନ ମୁହାଁମୁହିଁ

ତେହେରାନ: ପରମାଣୁ ବୈଜ୍ଞାନିକ ମୋହସୀନ ଫକୀରଜାଦେହଙ୍କ ହତ୍ୟା ପରେ ଇରାନ ଓ ଇସ୍ରାଏଲ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି । ସମ୍ପୃକ୍ତ ଘଟଣା ପାଇଁ ଇରାନ ସିଧାସଳଖ ଇସ୍ରାଏଲକୁ ଦାୟୀ କରିଛି । ଇରାନ ରାଷ୍ଟ୍ରପତି ହସନ ରୁହାନୀ ବୈଜ୍ଞାନିକଙ୍କ ହତ୍ୟାର ପ୍ରତିଶୋଧ ନିଆଯିବ ବୋଲି…

ମୁଣ୍ଡରୁ ଦୋଷ ଛଡାଉଛି ଚୀନ, ଏବେ କହିଲା ଭାରତରୁ କରୋନା ବ୍ୟାପିଛି

ବେଜିଂ: କରୋନା ମହାମାରୀ ଯୋଗୁ ସାରା ବିଶ୍ୱରେ ସମାଲୋଚିତ ହେଉଥିବା ଚୀନ ଏବେ ମୁଣ୍ଡରୁ ଦୋଷ ଛଡାଇବା ଆରମ୍ଭ କରିଛି । ଆମେରିକା ପରେ ଏବେ କରୋନା ଭାରତରୁ ବ୍ୟାପିଛି ବୋଲି ଡ୍ରାଗନ ବିଭ୍ରାନ୍ତିକର ମନ୍ତବ୍ୟ ଦେଇଛି । ଭାରତର ଖରାପ ପରିବେଶ ଏବଂ ସ୍ୱାସ୍ଥ୍ୟ ଯୋଗୁ କରୋନା ଭୂତାଣୁ ଏଠାରେ ପ୍ରଥମେ…

କଟକରୁ ନକଲି ମସଲା ୟୁନିଟ୍ ଠାବ

କଟକ: କଟକରେ ଶନିବାର ଦିନ କମିଶନରେଟ ପୋଲିସ ପକ୍ଷରୁ ଏକ ନକଲି ମସଲା ତିଆରି ୟୁନିଟକୁ ଠାବ କରାଯାଇଛି। ଏଥିସହିତ ମାଲିକ ଅଟକ ରହିଛନ୍ତି। ଚାଉଳିଆଗଞ୍ଜ ପୋଲିସ ଭଦୁମୁଲ ଅଞ୍ଚଳର ଏକ ଘରେ ଚଢାଉ କରିବା ସହ ବିପୁଳ ପରିମାଣର ହଳଦୀ ପାଉଡର, ପାଉଡର ତିଆରିରେ ବ୍ୟବହୃତ ଯନ୍ତ୍ରପାତି ଏବଂ ଖାଲି…

ପୁନର୍ବାର ଅଜା ହେଲେ ଧର୍ମେନ୍ଦ୍ର

ମୁମ୍ବାଇ:ବଲିଉଡର ଲୋକପ୍ରିୟ ଭେଟେରାନ ତାରକା ଧମେନ୍ଦ୍ର ପୁନର୍ବାର ଅଜା ହୋଇଛନ୍ତି । ଧର୍ମେନ୍ଦ୍ର ଓ ହେମା ମାଳିନୀଙ୍କ ଛୋଟ ଝିଅ ଅହାନା ଦେଓଲ (୩୫) ଯାଆଁଳ ଝିଅ ଜନ୍ମ କରିଛନ୍ତି । ସୋସିଆଲ ସାଇଟରେ ଅହାନା ଏହି ସୂଚନା ଦେଇଛନ୍ତି । ଝିଅ ୨ଜଣଙ୍କ ନାମ ଏଷ୍ଟ୍ରିୟା ଓ ଏଡିୟା ରଖାଯାଇଛି ।…

ପୁଣି ହ୍ରିତିକ୍ ଓ ଆଦିତ୍ୟଙ୍କୁ ଟାର୍ଗେଟ୍ କଲେ କଙ୍ଗନା !

ମୁମ୍ବାଇ: କଙ୍ଗନା ରଣାୱତଙ୍କୁ ବଲିଉଡର ଅନ୍ୟ ଏକ ବିବାଦୀୟ ଅଭିନେତ୍ରୀ କହିଲେ କିଛି ଭୁଲ ହେବନି । ଚଳିତବର୍ଷ ଅନେକ ମାମଲାରେ ତାଙ୍କ ନାଁ ସାମ୍ନାକୁ ଆସିଛି । ହେଲେ ସବୁଥର ସେ ପଥର ଭଳି ସମସ୍ତ ବାଦବିବାଦ ଓ ପ୍ରତିବାଦକୁ ସାମ୍ନା କରିଆସିଛନ୍ତି । ସମଗ୍ର ବିଶ୍ୱ ସାମ୍ନାରେ ସେ ନିଜ କଥା…

ସୁଶାନ୍ତଙ୍କ ବନ୍ଧୁ ଗଣେଶଙ୍କୁ ମିଳିଲା ଦୁବାଇରୁ ଧମକ

ମୁମ୍ବାଇ: ଜାରି ରହିଛି ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ରହସ୍ୟର ତଦନ୍ତ । ଏହି ମାମଲାରେ ବିଭିନ୍ନ ଦିଗରେ ଅନେକ ଲୋକଙ୍କୁ ପଚରାଉଚରା ସରିଲାଣି । ତେବେ ନିକଟରେ ସୁଶାନ୍ତଙ୍କ ସାଙ୍ଗ ଗଣେଶ ହିୱାରକର ଏକ ଚାଂଚଲ୍ୟକର ବୟାନ ରଖିଛନ୍ତି । ତାଙ୍କୁ ଫୋନ୍ କଲ୍ ଜରିଆରେ ଦୁବାଇରୁ ଧମକ ମିଳିଥିବା ନେଇ…

ରାସ୍ତାକଡରେ ବିରିଆନୀ ବିକୁଛନ୍ତି ଫାଇଭ୍ ଷ୍ଟାର୍ ହୋଟେଲ୍ ସେଫ୍ !

ମୁମ୍ବାଇ: କରୋନା ମହାମାରୀ ନିକଟରେ ବନ୍ଧା ପଡିଥିଲା ସମଗ୍ର ବିଶ୍ୱ । ଏବେ ଧୀରେଧୀରେ ଅବସ୍ଥାରେ ସୁଧାର ଆସିବାରେ ଲାଗିଛି । ତଥାପି ଅନେକ ଲୋକ ଏହି ମହାମାରୀର ପ୍ରଭାବରେ ଚାକିରୀ ହରାଇ ଅନ୍ୟ ପନ୍ଥା ଆପଣେଇବାକୁ ବାଧ୍ୟ ହୋଇଛନ୍ତି । ଏହି ଧାରାରେ ସାମିଲ ହୋଇଛନ୍ତି ଜଣେ ଫାଇଭ୍ ଷ୍ଟାର୍ ହୋଟେଲ…

ବରୁଣ ଏବଂ ସାରାଙ୍କ ଅଭିନୀତ ଚଳଚ୍ଚିତ୍ର ‘କୁଲି ନଂ ୧ ‘ର ଟ୍ରେଲର୍‌ ରିଲିଜ୍‌

ମୁମ୍ବାଇ: ଚଳଚ୍ଚିତ୍ର 'କୁଲି ନଂ ୧ ' ର ଟ୍ରେଲର ଲଞ୍ଚ ହୋଇଛି। ଫିଲ୍ମର ଟ୍ରେଲର କମେଡି ଏବଂ ରୋମାନ୍ସରେ ପରିପୂର୍ଣ୍ଣ। ଟ୍ରେଲରରେ ବରୁଣ ଧାୱନଙ୍କ କମିକ୍‌ ଟାଇମିଙ୍ଗ୍‌ ଅତ୍ୟନ୍ତ ଚମତ୍କାର ହୋଇଛି। ଏଥି ସହିତ ସାରା ଅଲି ଖାନ ମଧ୍ୟ କମେଡି ଅବତାରରେ ବେଶ୍‌ ସୁନ୍ଦର ଦିଶୁଛନ୍ତି। ଟ୍ରେଲରରେ…