Latest Odisha News

BREAKING NEWS

କରୋନା ଭୟ: ୟୁପିଏସସି ସିଭିଲ ସର୍ଭିସ ୨୦୧୯ର ସାକ୍ଷାତକାର ପରୀକ୍ଷା ସ୍ଥଗିତ

ନୂଆଦିଲ୍ଲୀ: ଦେଶରେ କରୋନାଭାଇରସର ସଂକ୍ରମଣକୁ ନଜରରେ ରଖି ଲୋକ ସେବା ଆୟୋଗ(ୟୁପିଏସସି) ପକ୍ଷରୁ ଆୟୋଜିତ ହେଉଥିବା ସିଭିଲ ସର୍ଭିସ(ମୁଖ୍ୟ)୨୦୧୯ର ସାକ୍ଷାତକାର ପରୀକ୍ଷା ସ୍ଥଗିତ ରଖାଯାଇଛି । ଏହି ପରୀକ୍ଷା ଆସନ୍ତା ମାର୍ଚ୍ଚ ୨୩ରୁ ଏପ୍ରିଲ ୩ ତାରିଖ ପର୍ଯ୍ୟନ୍ତ ହେବାକୁ ଥିଲା । ତେବେ…

ଜାଣନ୍ତୁ, ମଧ୍ୟପ୍ରଦେଶର କମ୍ ଦିନର ମୁଖ୍ୟମନ୍ତ୍ରୀଙ୍କୁ…

ଭୋପାଳ: ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଳନାଥ ଇସ୍ତଫା ଦେବା ପରେ କଂଗ୍ରେସ ସରକାରର ଏଠାରେ ପତନ ଘଟିଛି । ଆସନ୍ତୁ ଜାଣିବା ମଧ୍ୟପ୍ରଦେଶ ରାଜନୀତିରେ କେଉଁ ମୁଖ୍ୟମନ୍ତ୍ରୀ ୫ବର୍ଷ କାର୍ଯ୍ୟକାଳ ସମ୍ପୂର୍ଣ୍ଣ କରିପାରି ନାହାନ୍ତି । ଅଳ୍ପ ଦିନ ରାଜୁତି କରଥିବା ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ…

ହଂକଂରେ କରୋନା ଭାଇରସର ସେକେଣ୍ଡ ଇନିଂସ୍ !

ହଂକଂ: ସମଗ୍ର ବିଶ୍ୱରେ ଆତଙ୍କ ଖେଳାଇଛି କରୋନା ଭାଇରସ୍ (କୋଭିଡ୍‌-୧୯) । ମଣିଷକୁ ବାଦ୍ ଦେଲେ ଏହି ମାରାତ୍ମକ ଭାଇରସ୍ କୌଣସି ଜୀବଜନ୍ତୁଙ୍କ ନିକଟରେ ଏଯାବତ ପରିଲକ୍ଷିତ ହୋଇନାହିଁ । ମଣିଷ ପରେ ଏବେ କୁକୁର ଭଳି ପଶୁର ନାଁ କରୋନା ଭାଇରସ୍ ସହ ଯୋଡି ହୋଇଛି । ନ୍ୟୁୟର୍କର ଦୈନକ ପତ୍ରିକା…

ବଲିଉଡ କଣ୍ଠଶିଳ୍ପୀ କନିକା କପୁରଙ୍କ କରୋନା ରିପୋର୍ଟ ପଜିଟିଭ

ନୂଆଦିଲ୍ଲୀ: ବଲିଉଡ କଣ୍ଠଶିଳ୍ପୀ କନିକା କପୁର କରୋନାଭାଇରସ ଦ୍ୱାରା ଆକ୍ରାନ୍ତ ଥିବା ଜଣାପଡିଛି । ଏହାପରେ ସାରା ବଲିଉଡ ଜଗତରେ ଆତଙ୍କ ସୃଷ୍ଟି ହୋଇଛି । କନିକା ମାର୍ଚ୍ଚ ୧୫ ତାରିଖରେ ଲଣ୍ଡନରୁ ଫେରିଥିଲେ । ଫେରିବା ପରେ ରବିବାର ଦିନ ସେ ଏକ ପାର୍ଟିର ଆୟୋଜନ କରିଥିଲେ । ସେଥିରେ ଅନେକ ବଡ ବଡ…

ନିର୍ଭୟା ଦୋଷୀଙ୍କ ଫାଶୀ ବ୍ୟତୀତ ତିହାର ଜେଲରେ ଦିଆଯାଇଥିବା ଅନ୍ୟ ଫାଶୀ ବିଷୟରେ ଜାଣନ୍ତୁ

ନୂଆଦିଲ୍ଲୀ: ସାଢେ଼ ୭ବର୍ଷ ପରେ ଶେଷରେ ନିର୍ଭୟାଙ୍କୁ ନ୍ୟାୟ ମିଳିଛି । ମାର୍ଚ୍ଚ ୨୦ ତାରିଖ ସକାଳ ୫ଟା ୩୦ ମିନିଟରେ ତିହାଡ ଜେଲରେ ୪ଜଣ ଦୋଷୀଙ୍କୁ ଫାଶୀ ଦିଆଯାଇଛି । ଫାଶୀ ପରେ ନିର୍ଭୟାଙ୍କ ମାତା ପିତା ୨୦ ମାର୍ଚ୍ଚକୁ ନିର୍ଭୟା ଦିବସ ରୂପେ ପାଳନ କରିବାକୁ କହିଛନ୍ତି । ଏହା ପୂର୍ବରୁ…

କରୋନା ପାଇଁ ବଢ଼ିଲା କଟକଣା …

ଭୁବନେଶ୍ୱର: କରୋନା ପାଇଁ କଟକଣାକୁ ଆହୁରି ବଢାଇଲେ ରାଜ୍ୟ ସରକାର । ରେଷ୍ଟୁରାଣ୍ଟ, ବାର୍‌, କଫି ସପ୍‌, କ୍ୟାଣ୍ଟିନ ଆଦିକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସରକାରଙ୍କ ପରବର୍ତ୍ତୀ ନିର୍ଦ୍ଦେଶ ନ ଆସିବା ଯାଏଁ ଏସବୁ ବନ୍ଦ ରହିବ । ସବୁ ସପିଂ କଂପ୍ଲେକ୍ସ ଓ ଗାଁ ହାଟରେ ଗ୍ରୋସରୀ,…

ତିହାର ଜେଲ୍‌ ଇତିହାସରେ ପ୍ରଥମ ଥର ୪ ଦୋଷୀଙ୍କୁ ଏକକାଳୀନ ଫାଶୀ

ନୂଆଦିଲ୍ଲୀ: ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ଦୋଷୀଙ୍କୁ ବଞ୍ଚାଇବା ପାଇଁ ସେମାନଙ୍କ ଓକିଲ ଏପି ସିଂହଙ୍କ ପକ୍ଷରୁ ସମସ୍ତ ଉପାୟ କରାଯାଇଥିଲା । ତଥାପି ମଧ୍ୟ ସାଢେ଼ ୭ବର୍ଷ ପରେ ଶେଷରେ ନିର୍ଭୟାଙ୍କୁ ନ୍ୟାୟ ମିଳିଛି । ମାର୍ଚ୍ଚ ୨୦ ତାରିଖ ସକାଳ ୫ଟା ୩୦ ମିନିଟରେ ତିହାର ଜେଲରେ ୪ଜଣ…

ଇସ୍ତଫା ଦେଲେ କମଳନାଥ; ଜ୍ୟୋତିରାଦିତ୍ୟ କହିଲେ ‘ସତ୍ୟମେବ ଜୟତେ’

ଭୋପାଳ: ମଧ୍ୟପ୍ରଦେଶରେ ଚାଲିଥିବା ମହାସଙ୍କଟର ମହାସମାପ୍ତି ଘଟିବାକୁ ଯାଉଛି । ଆଜି ବିଧାନସଭାରେ ଆସ୍ଥା ଭୋଟର ସମ୍ମୁଖୀନ ହେବା ପୂର୍ବରୁ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଳନାଥ ପଦରୁ ଇସ୍ତଫା ପ୍ରଦାନ କରିଛନ୍ତି । ସେ ତାଙ୍କର ଇସ୍ତଫା ପତ୍ରକୁ ରାଜ୍ୟପାଳ ଲାଲଜୀ ଟଣ୍ଡନଙ୍କୁ ପଠାଇଦେଇଛନ୍ତି ।…

ସର୍ବସାଧାରଣ ସ୍ଥାନରେ ୭ରୁ ଅଧିକ ଏକତ୍ର ହେବା ମନା: ସୁବ୍ରତ ବାଗଚୀ

ଭୁବନେଶ୍ୱର: ଭୁବନେଶ୍ୱର ଗୀତଗୋବିନ୍ଦ ସଦନରୁ ରାଜ୍ୟ ସରକାରଙ୍କ ମୁଖପାତ୍ର ସୁବ୍ରତ ବାଗଚୀ ରାଜ୍ୟବାସୀଙ୍କୁ କରୋନାଭାଇରସ ସମ୍ପର୍କରେ ତାଜା ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ସର୍ବସାଧାରଣ ସ୍ଥାନରେ ୭ରୁ ଅଧିକ ଲୋକଙ୍କୁ ଏକତ୍ର ରହିବା ମନା । ରାଜ୍ୟରେ କରୋନା ବ୍ୟତୀତ ଅନ୍ୟ କୌଣସି ସଭା…

କୋଭିଡ-୧୯ ପାଇଁ କେରଳ ସରକାର ଘୋଷଣା କଲେ ୨୦ ହଜାର କୋଟି ଟଙ୍କାର ପ୍ୟାକେଜ

କେରଳ: ସାରା ବିଶ୍ୱରେ ଏବେ କରୋନା ଭୂତାଣୁ ସଂକ୍ରମଣ ଚିନ୍ତାର ବିଷୟ ହୋଇଛି । ଏହି ମହାମାରୀର ମୁକାବିଲା ପାଇଁ ବିଭିନ୍ନ ଦେଶ ତଥା ରାଜ୍ୟ ସରକାରଙ୍କ ପକ୍ଷରୁ ଅନେକ ପଦ କ୍ଷେପ ନିଆଯାଉଛି । ଏହି କ୍ରମରେ କେରଳ ସରକାର ଜନସାଧାରଣଙ୍କ ପାଇଁ ୨୦ ହଜାର ଟଙ୍କାର ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା…