Latest Odisha News

BREAKING NEWS

କୋଭିଡ ପରବର୍ତ୍ତୀ ପ୍ରସଙ୍ଗରେ କେଉଁଠି ଦିବ୍ୟାଙ୍ଗ ?

ଭୁବନେଶ୍ବର: ମହାମାରୀ ଯୋଗୁଁ ଅସଂଗଠିତ ଶ୍ରମିକ ଏବଂ ସହରାଞ୍ଚଳ ଗରିବଙ୍କ ଜୀବନରେ ଅପ୍ରତ୍ୟାଶିତ ବ୍ୟାଘାତ ଆସିଛି ଏବଂ ତାଲାବନ୍ଦୀରେ ଦିବ୍ୟାଂଗ ବ୍ୟକ୍ତି ବିଶେଷ ମାନଙ୍କୁ ଅଧିକ ପ୍ରଭାବିତ କରିଛି। ସେମାନେ ଦିନକୁ ଦି ମୁଠା ଖାଇବା ପାଇଁ ସଂଘର୍ଷ କରୁଛନ୍ତି। ସେଣ୍ଟର ଫର ଆଡଭୋକେସୀ ଆଣ୍ଡ…

ରାଜ୍ୟରେ ପୁଣି ୨୪ ଘଂଟାରେ ୪,୧୮୯ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ କରୋନା ମିଟର ଉପରମୁହାଁ । ଦିନକୁ ଦିନ ଦ୍ରୁତ ଗତିରେ ବୃଦ୍ଧି ପାଉଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ୨୪ ଘଂଟା ଭିତରେ ରାଜ୍ୟରେ ୪ ହଜାର ୧୮୯ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୨ ହଜାର ୪୫୩ ଜଣ ସଂଗରୋଧରୁ ଚିହ୍ନଟ ହୋଇଥିବା ବେଳେ ୧୭ ଶହ…

ରାଜ୍ୟରେ କରୋନା ନେଲା ଆଉ ୧୧ ମୁଣ୍ଡ

ଭୁବନେଶ୍ୱର: ରାଜ୍ୟରେ ବଢ଼ି ଚାଲିଛି କରୋନା ମୃତ୍ୟୁ ସଂଖ୍ୟା । ଆଜି ପୁଣି ୧୧ ମୁଣ୍ଡ ନେଇଛିି କିଲର ଭାଇରସ । ଏହାକୁ ମିଶାଇ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୭୨୧ରେ ପହଂଚିଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍ କରି ସୂଚନା ଦେଇଛି । ଆଜି ବାଲେଶ୍ୱର, ବଲାଙ୍ଗିର,…

ରାସ୍ତା ଉପରେ ଜଳିଗଲା ଗଂଜେଇ ଭର୍ତ୍ତି କାର୍

ମାଲକାନଗିରି: ରାସ୍ତା ଉପରେ ହୁ ହୁ ହୋଇ ଚଳିଗଲା ଚଳନ୍ତାକାର । ମାଲକାନଗିରି ସ୍ଥିତ ଏମଭି ୧୬ ଗାଁ ନିକଟରେ ୩୨୭ ନଂବର ଜାତୀୟ ରାଜପଥରେ ଘଟିଛି ଏପରି ଘଟଣା । ତେବେ କାରରେ ନିଆଁ ଲାଗିବା ପରେ ଜଣାପଡିଛି, କାରରେ ଗଂଜେଇ ଚାଲାଣ କରାଯାଉଥିଲା । କାର ସହ ଗଂଜେଇ ବି ଜଳି ପାଉଁଶ ହୋଇଯାଇଛି । ତେବେ…

ଆଇପିଏଲ୍ ମହାସମର: ଆଜି ରାଜସ୍ଥାନ ଓ ଚେନ୍ନାଇ ଲଢେଇ

ସାରନା: ଆଇପିଏଲ୨୦୨୦ର ଆଜିର ମ୍ୟାଚରେ ରାଜସ୍ଥାନ ରୟାଲ୍ସକୁ ଭେଟିବ ଚେନ୍ନାଇ ସୁପରକିଙ୍ଗସ୍ । ଉଦଘାଟନୀ ମ୍ୟାଚର ବିଜେତା ଚେନ୍ନାଇ ସୁପରକିଙ୍ଗସ୍ ସହ ରାଜସ୍ଥାନ ରୟାଲ୍ସର ମ୍ୟାଚ୍ ଜୋରଦାର ହେବ ବୋଲି କ୍ରିକେଟ ପ୍ରେମୀଙ୍କ ଆଶା ରହିଛି । ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ଷ୍ଟିଭେନ ସ୍ମିଥଙ୍କ…

ଦେଶରେ ୫୫ ଲକ୍ଷ ଟପିଲା କରୋନା ଆକ୍ରାନ୍ତ ସଂଖ୍ୟା

ନୂଆଦିଲ୍ଲୀ: ଦେଶରେ କରୋନା ଆକ୍ରାନ୍ତ ସଂଖ୍ୟା ୫୫ ଲକ୍ଷ ଟପିଲା । ଗତ ୨୪ ଘଂଟାରେ ସାରା ଦେଶରେ ୭୫ ହଜାର ୮୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ , ଦେଶରେ ମୋଟ୍ କରୋନା ଆକ୍ରାନ୍ତ ସଂଖ୍ୟା ୫୫ ଲକ୍ଷ ୬୨ ହଜାର ୬୬୪କୁ ବୃଦ୍ଧି ହୋଇଛି । ଏହା ମଧ୍ୟରେ ୯ ଲକ୍ଷ ୭୫ ହଜାର ୮୬୧ ଆକ୍ଟିଭ୍ ମାମଲା…

୨୫ ଯାଏଁ ପ୍ରବଳ ବର୍ଷା, ୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର: ଲଘୁଚାପ ପ୍ରଭାବରେ ଆହୁରି ୨ ଦିନ ବର୍ଷିବ । ଆଜି ରାଜ୍ୟର କିଛି କିଛି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଆଜିଠାରୁ ୨୩ ତାରିଖ ସକାଳ ପର‌୍ୟ୍ୟନ୍ତ ଝାରସୁଗୁଡା ଓ ସୁନ୍ଦରଗଡରେ କେତୋଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ଏଥିପାଇଁ ଏହି…

ସୁସ୍ଥ ରହିବାର ସୂତ୍ର..

ଭୁବନେଶ୍ୱର: ସମୟ ସହିତ ବଦଳିଛି ଜୀନଧାରଣାର ଶୈଳୀ । ଆଧୁନିକତାକୁ ଆପଣାଇ ପାରମ୍ପରିକ ଢଙ୍ଗରେ ବଞ୍ଚିବାର ଧାରା ଠାରୁ କ୍ରମେ ଦୁରେଇବାରେ ଲାଗିଛନ୍ତି ଲୋକେ । ଯେମିତିକି ଉଷୁମ ଜଳ ପାନ ଓ ପ୍ରାତଃ ଧ୍ୟାନ ଭଳି କାର୍ଯ୍ୟ କରିବାକୁ ଯୁବପିଢିଙ୍କ ମଧ୍ୟରେ ଆଗ୍ରହ କମିବାରେ ଲାଗିଛି । କିନ୍ତୁ ସୁସ୍ଥ…

ଇଦ୍ ରେ ଆସିବ ଜନ୍‌ଙ୍କ ‘ସତ୍ୟମେବ ଜୟତେ-୨’

ମୁମ୍ବାଇ: ଆସୁଛି ‘ସତ୍ୟମେବ ଜୟତେ-୨’ । ୨୦୧୮ର ଆକ୍ସନ ଡ୍ରାମ ଫିଲ୍ମ ‘ସତ୍ୟମେବ ଜୟତେ’ ହିଟ୍ ହେବା ପରେ ଏବେ ଏହାର ସିକ୍ୱେଲ ପାର୍ଟ ଆସୁଛି । ଏନେଇ ଫିଲ୍ମର ମେକର୍ସମାନେ ଘୋଷଣା କରିଛନ୍ତି । ଏଥିସହ ଫିଲ୍ମର ଫାଷ୍ଟଲୁକ୍ ମଧ୍ୟ ସାମ୍ନାକୁ ଆସିଛି । ଏଥିରେ ଅଭିନେତା ଜନ୍ ଅବ୍ରାହମଙ୍କ ଦମାଦାର…

ସଦ୍‌ଗୁରୁ ଅଗ୍ନିକାଣ୍ଡ ପରେ ସତର୍କ ହେଲେ ସରକାର, କୋଭିଡ ହସ୍ପିଟାଲରେ ଚାଲିଛି ମକଡ୍ରିଲ

ଭୁବନେଶ୍ୱର: କଟକ ସଦ୍‌ଗୁରୁ କୋଭିଡ ହସ୍ପିଟାଲରେ ଅଗ୍ନିକାଣ୍ଡ ପରେ ସତର୍କ ହେଲେ ସରକାର । ଟ୍ୱିନସିଟି କୋଭିହ ହସ୍ପିଟାଲରେ ଆରମ୍ଭ ହେଲା ଯାଂଚ । କୌଣସି ପ୍ରକାରର ଦୁର୍ଘଟଣା ଏଡାଇବାକୁ ଦ୍ୱୈତନଗରୀର ସମସ୍ତ କୋଭିଡ ହସ୍ପିଟାଲରେ ଅଗ୍ନି ନିର୍ବାପକ ବ୍ୟବସ୍ଥାର ଯାଂଚ ଚାଲିଛି । ପ୍ରଥମ…