Latest Odisha News

BREAKING NEWS

ଜନଗଣନା ପ୍ରକ୍ରିୟା ସ୍ଥଗିତ ଲାଗି ମୋଦିଙ୍କୁ ଚିଠି ଲେଖିଲେ ନବୀନ

ଭୁବନେଶ୍ୱର: କରୋନାଭାଇରସ୍ ଦିନକୁ ଦିନ କାୟା ବିସ୍ତାର କରୁଥିବା ବେଳେ ଏହାକୁ ଦୃଷ୍ଟିରେ ରଖି ଦେଶରେ ଜନଗଣନା ତଥା ତତସମ୍ବନ୍ଧୀୟ ଗଣନାକୁ ସ୍ଥଗିତ ରଖିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି।…

ଆସନ୍ତୁ ଜାଣିବା କେତେ ସମ।ନତା ରହିଛି ମୋଦିଙ୍କ ଜନତା କର୍ଫ୍ୟୁ ଓ ଶାସ୍ତ୍ରୀଙ୍କ ଉପବାସ ମଧ୍ୟରେ

ନୂଆଦିଲ୍ଲୀ:କରୋନା ଭାଇରସ ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କ ସହଯୋଗ ଲୋଡିଛନ୍ତି । ସେଥିପାଇଁ ମାର୍ଚ୍ଚ ୨୨ରେ ଜନତା କର୍ଫ୍ୟୁ ପାଳନ କରିବା ପାଇଁ ସେ ଅନୁରୋଧ କରିଛନ୍ତି । ଆସନ୍ତୁ ଜାଣିବା ମୋଦିଙ୍କ ପୂର୍ବରୁ କାହିଁକି ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୂର…

ଆସନ୍ତା ସୋମବାର ଯାଏଁ ଲାଗି ରହିବ ବର୍ଷା

ଭୁବନେଶ୍ୱର: ଓଡ଼ିଶାର ଅଧିକାଂଶ ସ୍ଥାନରେ ଗତ ୨୪ ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ହୋଇଥିବା ବେଳେ ଆସନ୍ତା ଚାରି ଦିନ ତଥା ମାର୍ଚ୍ଚ ୨୩ ପର୍ଯ୍ୟନ୍ତ ବର୍ଷା ଜାରି ରହିବ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପକ୍ଷରୁ ପୂର୍ବାନୁମାନ କରାଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ବାରିପଦାରେ…

କରୋନା ଭୂତାଣୁ ସଂକ୍ରମଣ ରୋକିବା ପାଇଁ ଜେଏସପିଏଲର ବହୁବିଧ ବ୍ୟବସ୍ଥା

ନୂଆଦିଲ୍ଲୀ: କରୋନା ଭୂତାଣୁ ସଂକ୍ରମଣ ରୋକିବା ପାଇଁ ନବୀନ ଜିନ୍ଦଲଙ୍କ ନେତୃତ୍ଵାଧୀନ ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର ଲିମିଟେଡ଼ (ଜେଏସପିଏଲ) ଦ୍ଵାରା ବହୁବିଧ ବ୍ୟବସ୍ଥା କରାଯାଇଛି I କମ୍ପାନୀର ପ୍ରତ୍ୟକ କର୍ମଚାରୀଙ୍କ ସ୍ଵାସ୍ଥ୍ୟ ପରୀକ୍ଷା କରାଯିବ ସହିତ ଶରୀରର ତାପମାତ୍ରା ମାପିବା ପାଇଁ…

ମାର୍ଚ୍ଚ ୨୦: ଆଜି ବିଶ୍ୱ ପଖାଳ ଦିବସ

ଭୁବନେଶ୍ୱର: ପ୍ରତିଟି ଓଡ଼ିଆର ପ୍ରିୟ ଖାଦ୍ୟ ପଖାଳ । ଖାଲି ଯେ ଓଡିଶା ବା ଓଡ଼ିଆ ନୁହେଁ ପଖାଳର ଲୋକପ୍ରିୟତା ବିଶ୍ୱ ସ୍ତରରେ ଆଣି ଦେଇଛି ଓଡ଼ିଆଙ୍କୁ ଏକ ନୂଆ ପରିଚୟ । ବିଶ୍ୱର କୋଣ ଅନୁକୋଣରେ ବାସ କରୁଥିବା ପ୍ରତ୍ୟେକ ଓଡିଆ ପାଇଁ ମାର୍ଚ୍ଚ-୨୦ ବହୁତ ମହତ୍ୱ ରଖେ କାରଣ ଏହା ହେଉଛି ‘ବିଶ୍ୱ…

କୋଭିଡ-୧୯ ଲାଗି ଜାରି ହେଲା ଅତିରିକ୍ତ ମାର୍ଗଦର୍ଶିକା

ନୂଆଦିଲ୍ଲୀ: ଭାରତରେ କରୋନାଭାଇରସ୍ (କୋଭିଡ -୧୯) ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ ବଢୁଥିବା ବେଳେ ଏନେଇ ସରକାରଙ୍କ ପକ୍ଷରୁ ବିଭିନ୍ନ ସଚେତନତାମୂଳକ ପଦକ୍ଷେପ ଗ୍ରହଣ କରାଯାଉଛି । ଏପରିକି ସୁରକ୍ଷା ଦୃଷ୍ଟିକୁ ନଜରରେ ରଖି ଅତିରିକ୍ତ ମାର୍ଗଦର୍ଶିକା ମଧ୍ୟ ଜାରି କରାଯାଇଛି । ୨୦୨୦…

ଭାରତରେ କରୋନାଭାଇରସ ଆକ୍ରାନ୍ତଙ୍କ ସଂଖ୍ୟା ୧୯୫କୁ ବୃଦ୍ଧି

ନୂଆଦିଲ୍ଲୀ: ଭାରତରେ କରୋନାଭାଇରସ୍ (କୋଭିଡ -୧୯) ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ ବଢୁଥିବା ବେଳେ ଶୁକ୍ରବାର ଦିନ ଏହି ସଂଖ୍ୟା ୧୯୫ରେ ପହଞ୍ଚିଛି । ଏକ ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ ଏଯାବତ୍ କରୋନାରେ ସଂକ୍ରମିତ ହୋଇ ମୃତ୍ୟୁ ଘଟିଥିବା ୪ର୍ଥ ବ୍ୟକ୍ତି ଜଣକ ପଞ୍ଜାବର ହୋଇଥିବା…

ଓଡିଶାରେ କରୋନାଭାଇରସ ସତର୍କତା; ଆଜିଠୁ ମହାପ୍ରଭୁଙ୍କ ଦର୍ଶନ ବନ୍ଦ

ପୁରୀ: ରାଜ୍ୟରେ କରୋନାଭାଇରସ ଦ୍ୱାରା ସଂକ୍ରମିତ ଦୁଇଟି ମାମଲା ଦେଖାଦେଇଥିବା ବେଳେ ଆଜିଠୁ ଶ୍ରଦ୍ଧାଳୁଙ୍କ ଲାଗି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ବନ୍ଦ କରିଦିଆଯାଇଛି । ପ୍ରାପ୍ତ ସୂଚନାନୁଯାୟୀ କୋଭିଡ-୧୯ରୁ ଦୂରେଇ ରହିବା ତଥା ସତର୍କତା ଅବଲମ୍ବନ କରିବା ଲାଗି ସରକାରଙ୍କ ପକ୍ଷରୁ…

ଆସ୍ଥା ଭୋଟ ପୂର୍ବରୁ ୧୬ ବିଦ୍ରୋହୀ କଂଗ୍ରେସ ବିଧାୟକଙ୍କ ଇସ୍ତଫା ମଂଜୁର କଲେ ବାଚସ୍ପତି

ନୂଆଦିଲ୍ଲୀ: ମଧ୍ୟପ୍ରଦେଶ ବିଧାନସଭାରେ ଶୁକ୍ରବାର କମଳନାଥ ସରକାର ସମ୍ମୁଖୀନ ହେବାକୁ ଯାଉଥିବା ଆସ୍ଥା ଭୋଟର ମାତ୍ର କିଛି ଘଣ୍ଟା ପୂର୍ବରୁ ବାଚସ୍ପତି ୧୬ ଜଣ ବିଦ୍ରୋହୀ କଂଗ୍ରେସ ବିଧାୟକଙ୍କ ଇସ୍ତଫା ମଞ୍ଜୁର କରିଥିବା ଜଣାପଡ଼ିଛି । ଗୁରୁବାର ବିଳମ୍ବିତ ରାତିରେ ବାଚସ୍ପତି ଏନ ପି…

ବିଳମ୍ବିତ ହେଲେ ବି ଶେଷରେ ନ୍ୟାୟ ମିଳିଛି : ନିର୍ଭୟାଙ୍କ ମା ଆଶାଦେବୀ

ଭୁବନେଶ୍ୱର: ତିହାର ଜେଲରେ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ଚାରି ଦୋଷୀଙ୍କ ଫାଶୀ ହେବା ସହିତ ଦୀର୍ଘ ସାତ ବର୍ଷ ପରେ ନିର୍ଭୟା ଙ୍କୁ ନ୍ୟାୟ ମିଳିଛି ବୋଲି କହିଛନ୍ତି ତାଙ୍କ ମାଆ ଅଶାଦେବୀ । ଫାଶୀ ତାରିଖ ଘୁଞ୍ଚାଇବା ପାଇଁ ଚାରି ଦୋଷୀଙ୍କ ଶେଷ ଆବେଦନକୁ ଗୁରୁବାର ବିଳମ୍ବିତ…