କରୋନା ଗାଇଡ଼ଲାଇନ ସହ ଚାଲିଛି ମ୍ୟାଟ୍ରିକ ଖାତା ମୂଲ୍ୟାଙ୍କନ
ଭୁବନେଶ୍ୱର: କରୋନା ଗାଇଡ ଲାଇନ ସହ ଗୁରୁବାର ଦିନ ଓଡିଶାର ୬୧ ଟି କେନ୍ଦ୍ରରେ ଚାଲିଛିମ୍ୟାଟ୍ରିକ ଖାତା ମୂଲ୍ୟାଙ୍କନ । ଏହି ସମୟରେ କରୋନାଭାଇରସ୍ ପାଇଁ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ନିର୍ଦ୍ଦେଶାବଳୀକୁ କଡାକଡି ଭାବରେ ପାଳନ କରାଯାଇଥିବା ଜଣାପଡିଛି ।
ମାଧ୍ୟମିକ ଶିକ୍ଷା ବୋର୍ଡର ସଭାପତି…