ଟ୍ରକ୍-କଣ୍ଟେନର ମୁହାଁମୁହିଁ ଧକ୍କା, ଜଣେ ମୃତ
ବାଲେଶ୍ୱର: ବାଲେଶ୍ୱର ଜିଲ୍ଲାର ସୋର ଥାନା ଅନ୍ତର୍ଗତ ବାରିକପୁର ନିକଟରେ ରବିବାର ଏକ କଣ୍ଟେନର ସହ ଗୋଟିଏ ବାଲି ବୋଝେଇ ଟ୍ରକ୍ ମୁହାଁମୁହିଁ ଧକ୍କା ହେବା ଫଳରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି ।
ଏଯାବତ୍ ମୃତକଙ୍କ ପରିଚୟ ମିଳିପାରିନାହିଁ ।
ମିଳିଥିବା ସୂଚନାନୁଯାୟୀ ଉକ୍ତ ବାଲି…