Latest Odisha News

BREAKING NEWS

ଓଡିଶାରେ ମାର୍ଚ୍ଚ ୧୫ ଯାଏଁ ଝଡବର୍ଷା

ଭୁବନେଶ୍ୱର: ଗୁରୁବାର ଦିନ ଭାରତୀୟ ପାଣିପାଗ ବିଭାଗ ଓଡିଶାର କିଛି ସ୍ଥାନରେ ବଜ୍ରପାତ ସହ ପ୍ରବଳ ବର୍ଷା ଆଶଙ୍କା କରି ଅରେଞ୍ଜ ଓ ୟେଲୋ ୱାର୍ଣ୍ଣିଂ ଜାରି କରିଛନ୍ତି । ରାଜ୍ୟରେ ମାର୍ଚ୍ଚ ୧୫ ଯାଏଁ ୪ ଦିନ ଧରି ବର୍ଷା ଲାଗି ରହିବ ବୋଲି ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛନ୍ତି । ମାର୍ଚ୍ଚ…

ଏସବିଆଇ ଗ୍ରାହକଙ୍କ ପାଇଁ ଖୁସି ଖବର: ସର୍ବନିମ୍ନ ଜମାରାଶି ଉପରୁ ହଟିଲା ଶୁଳ୍କ

ନୂଆଦିଲ୍ଲୀ: ଏସବିଆଇ ଗ୍ରାହକଙ୍କ ପାଇଁ ଖୁସି ଖବର ।ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ) ବୁଧବାର ଏହାର ସେଭିଙ୍ଗସ୍ ଆକାଉଣ୍ଟଧାରୀଙ୍କ ପାଇଁ ସର୍ବନିମ୍ନ ଜମାରାଶି ଉପରୁ ଶୁଳ୍କ ହଟାଇଦେଇଛନ୍ତି । ଏହାପୂର୍ବରୁ ଆକାଉଣ୍ଟଧାରୀମାନଙ୍କୁ ଯଥାକ୍ରମେ ମେଟ୍ରୋ, ସେମି ସହରାଞ୍ଚଳ ଏବଂ…

ଭୋପାଳରେ ପହଞ୍ଚିବା ପୂର୍ବରୁ ସିନ୍ଧିଆଙ୍କୁ ବିରୋଧ; ପୋଷ୍ଟର ଫାଡିଲେ, କାଳି ବୋଳିଲେ

ଭୋପାଳ: କଂଗ୍ରେସ ଛାଡି ବିଜେପିରେ ଯୋଗ ଦେଇଥିବା ପୂର୍ବତନ ସାଂସଦ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ଆଜି ଭୋପାଳରେ ଭବ୍ୟ ସ୍ୱାଗତ କରାଯିବ । ବିଜେପିର କାର୍ଯ୍ୟକର୍ତ୍ତା ସିନ୍ଧିଆଙ୍କୁ ସ୍ୱାଗତ କରିବା ପାଇଁ ପ୍ରସ୍ତୁତି କରିଛନ୍ତି । ସହରର ବିଭିନ୍ନ ସ୍ଥାନରେ ପୋଷ୍ଟର ଲଗାଯାଇଛି । କିନ୍ତୁ…

ଖୋର୍ଦ୍ଧାରୁ ୧କୋଟି ଟଙ୍କା ମୂଲ୍ୟର ବ୍ରାଉନ ସୁଗାର ଜବତ, ଜଣେ ଅଟକ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ଜଟଣୀ ଅଞ୍ଚଳରେ ଓଡିଶା ସ୍ପେଶାଲ ଟାସ୍କ ଫୋର୍ସ ଚଢାଉ କରି ପ୍ରାୟ ୧କୋଟି ଟଙ୍କା ମୂଲ୍ୟର ବ୍ରାଉନ ସୁଗାର ଜବତ କରିବା ସହ ଜଣେ ବ୍ୟକ୍ତିକୁ ମଧ୍ୟ ଗିରଫ କରିଛି । ମିଳିଥିବା ସୂଚନାନୁଯାୟୀ ଜବତ ବ୍ରାଉନ ସୁଗାରର ଆନୁମାନିକ ଓଜନ ପାଖାପାଖି ୧ କେଜି ହେବ।…

ବିଶ୍ୱ କିଡନୀ ଦିବସ: ଭାରତରେ ପ୍ରତି ୧୦ଲକ୍ଷରେ ୮୦୦ଜଣ କିଡନୀ ରୋଗରେ ଆକ୍ରାନ୍ତ

ନୂଆଦିଲ୍ଲୀ: ଆଜି ବିଶ୍ୱ କିଡନୀ ଦିବସ । ପ୍ରତିବର୍ଷ ମାର୍ଚ୍ଚ ମାସ ଦ୍ୱିତୀୟ ଗୁରୁବାରରେ ପାଳିତ ହୁଏ । ଦିନକୁ ଦିନ କିଡନୀ ରୋଗୀଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଛି । ସେଥିପାଇଁ ସେମାନଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ଏହି ଦିବସ ପାଳିତ ହେଉଛି । ୨୦୦୬ ମସିହାରୁ ଅନ୍ତର୍ଜାତୀୟ କିଡନୀ ସୋସାଇଟି ଓ…

ଅନୁଗୁଳରୁ ଉଦ୍ଧାର ହେଲା ନବଜାତ ଶିଶୁକନ୍ୟା

ଅନୁଗୁଳ: ଅନୁଗୁଳ ଜିଲ୍ଲା ନାଲକୋ ଥାନା ଅନ୍ତର୍ଗତ ବଳରାମପ୍ରସାଦ ଗ୍ରାମ ନିକଟସ୍ଥ ଏକ ମଶାଣିରୁ ଗୁରୁବାର ଦିନ ଏକ ନବଜାତ ଶିଶୁକନ୍ୟାକୁ ଉଦ୍ଧାର କରାଯାଇଛି । ପ୍ରାପ୍ତ ସୂଚନାରୁ ଜଣାପଡିଛି, ସ୍ଥାନୀୟ ବାସିନ୍ଦାମାନେ ଆଜି ସକାଳେ ଶିଶୁର କାନ୍ଦ ଶୁଣିବାକୁ ପାଇଥିଲେ । ପରେ ଚାରିଆଡେ…

ଗୋପନରେ ବିବାହ କଲେ ବିଧାୟକ ପ୍ରିତିରଞ୍ଜନ ଘଡାଇ, ସୋସିଆଲ ମିଡିଆରେ ଫଟୋ ଭାଇରଲ..

ଭୁବନେଶ୍ୱର: ଲୁଚି ଲୁଚି ବିବାହ କଲେ ସୁକିନ୍ଦା ବିଧାୟକ ତଥା ପୂର୍ବତନ ଅର୍ଥମନ୍ତ୍ରୀ ପ୍ରଫୁଲ୍ଲ ଘଡାଇଙ୍କଙ୍କ ପୁତ୍ର ପ୍ରିତିରଞ୍ଜନ ଘଡାଇ । ଓଲିଉଡ ଅଭିନେତ୍ରୀ ଝିଲିକଙ୍କ ହାତ ଧରିଛନ୍ତି ସୁକିନ୍ଦା ବିଧାୟକ । ଗଞ୍ଜାମ ପଥରା ଚିଲିକା ରିସର୍ଟରେ ପାରମ୍ପରିକ ରୀତିନୀତିରେ ସମ୍ପନ୍ନ ହୋଇଛି ଏହି…

ଆଜି ବିଶ୍ୱ କିଡନୀ ଦିବସ: ଜାଣନ୍ତୁ କିଡନୀ ରୋଗର କାରଣ ଓ ନିରାକରଣ ସମ୍ପର୍କରେ

ଭୁବନେଶ୍ୱର: ଆଜି ବିଶ୍ୱ କିଡନୀ ଦିବସ । ପ୍ରତିବର୍ଷ ମାର୍ଚ୍ଚ ମାସ ଦ୍ୱିତୀୟ ଗୁରୁବାରରେ ପାଳିତ ହୁଏ । କିଡନୀ ଦିବସ ପାଳନର ଉଦ୍ଦେଶ୍ୟ ହେଉଛି କିଡନୀ ସ୍ୱାସ୍ଥ୍ୟ ସଂପର୍କରେ ଜାଣିବା, ଚିକିତ୍ସା ଓ ନିରାକରଣ ପ୍ରତି ସଚେତନତା ସୃଷ୍ଟି କରିବା । ଦିନକୁ ଦିନ କିଡନୀ ରୋଗୀଙ୍କ ସଂଖ୍ୟା ବଢ଼ି ବଢ଼ି…

ମୋ ମାଟିର ମହାଶିଳ୍ପୀ…

ମାୟାଧର ନାୟକଙ୍କ ନିୟମିତ ସ୍ତମ୍ଭ ‘ଶବ୍ଦ ତୂଣୀର’... ହାତର ତୂଳୀରେ କଣ ସାତରଙ୍ଗର ଘରକରଣା? କାନ୍ଧର ଝୁଲାବ୍ୟାଗ୍‌ରେ କଣ ଅଜଣାଅଶୁଣା କୁହୁକଟାପୁର ଠିକଣା? ପାଦର ଚଟିହଳକରେ କଣ ଧୂସର ଛାୟପଥର ଧୂଳିକଣା? ସଂସାର ବୁଝେନା ମାଟିର ମହାଶିଳ୍ପୀକୁ । ଦିନ କ’ଣ ଧରିପାରେ ରାତିର ସ୍ୱପ୍ନକୁ ନା ରାତି…

କରୋନା: ଭାରତରେ ୬୦ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା, ୧୧ ରାଜ୍ୟରେ ରୋଗୀ ଚିହ୍ନଟ

ନୂଆଦିଲ୍ଲୀ: ସାରା ଦୁନିଆରେ ହାହାକାର ସୃଷ୍ଟି କରିଥିବା କରୋନା ଭାଇରସ ଏପର୍ଯ୍ୟନ୍ତ ମହାମାରୀ ରୂପ ଧାରଣ କରିସାରିଲାଣି । ଚୀନରୁ ଆରମ୍ଭ ହୋଇଥିବା ଏହି ରୋଗର କବଳରେ ଅଧା ଦୁନିଆ ଆସି ସାରିଲାଣି । ଯାହାକୁ ଦୃଷ୍ଟିରେ ରଖି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ କରୋନାକୁ ମହାମାରୀ ଘୋଷଣା କରିଛି । ଭାରତ…