Latest Odisha News

BREAKING NEWS

ବନ୍ଧନ ବ୍ୟାଙ୍କ ପକ୍ଷରୁ ୧୨୫ ନୂଆ ବ୍ୟାଙ୍କିଙ୍ଗ୍ ଆଉଟ୍‌ଲେଟ୍‌ର ଶୁଭାରମ୍ଭ

ଭୁବନେଶ୍ୱର: ବନ୍ଧନ ବ୍ୟାଙ୍କ ପକ୍ଷରୁ ୧୫ଟି ରାଜ୍ୟରେ ୧୨୫ଟି ବ୍ୟାଙ୍କିଙ୍ଗ୍ ଆଉଟ୍‌ଲେଟ୍ ଖୋଲାଯାଇଛି । ବ୍ୟାଙ୍କର ୧୦୧୦ ଶାଖାର ଏକ ଦୃଢ଼ ନେଟ୍‌ୱର୍କ ଥିଲା ଯାହାର ସଂଖ୍ୟା ଏବେ ୧୦୧୩କୁ ବୃଦ୍ଧି ପାଇଛି । ସାରା ଦେଶରେ ଏବେ ୩୨୦୬ ବ୍ୟାଙ୍କିଙ୍ଗ ୟୁନିଟ୍ ଓ ୧୯୫ ହୋମ୍ ଲୋନ୍ ସର୍ଭିସ୍ ସେଂଟର୍…

ସାଉଦିରୁ ଫେରିଥିବା ୭୬ ବର୍ଷୀୟ କରୋନା ସନ୍ଦିଗ୍ଧଙ୍କ ମୃତ୍ୟୁ

ବାଙ୍ଗାଲୁରୁ: ଚୀନରୁ ଆସିଥିବା ଘାତକ କରୋନା ଭାଇରସ ବିଶ୍ୱର ୧୦୪ ଦେଶକୁ ବ୍ୟାପି ସାରିଛି । ଏହା ମଧ୍ୟରେ ମଙ୍ଗଳବାର ଦିନ ସାଉଦି ଆରବରୁ ଫେରିଥିବା କର୍ଣ୍ଣାଟକର ଜଣେ ୭୬ ବର୍ଷୀୟ ବୃଦ୍ଧାଙ୍କ ମୃତ୍ୟୁ ହୋଇଛି । କର୍ଣ୍ଣାଟକ ଜିଲ୍ଲା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ବୁଧବାର ଦିନ ସୂଚନା…

କର୍ଣ୍ଣାଟକ କଂଗ୍ରେସର ମଙ୍ଗ ଧରିଲେ ଡିକେ ଶିବକୁମାର

ନୂଆଦିଲ୍ଲୀ: ଡିକେ ଶିବକୁମାର ଧରିଲେ କର୍ଣ୍ଣାଟକ କଂଗ୍ରେସର ମଙ୍ଗ । ବୁଧବାର ତାଙ୍କୁ କଂଗ୍ରେସ ଅକ୍ଷଧ୍ୟ ପ୪ରେ ନିଯୁକ୍ତ କରାଯାଇଛି । ସେହିପରି ଦିଲ୍ଲୀ ପ୍ରଦେଶ କମିଟିର ଅଧ୍ୟକ୍ଷ ହୋଇଛନ୍ତି ପୂର୍ବତନ ବିଧାୟକ ଅନିଲ ଚୌଧୁରୀ । କର୍ଣ୍ଣାଟକ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ଦିନେଶ ଗୁଣ୍ଡୁ ରାଓ…

କଂଗ୍ରେସ ଆଉ ପୂର୍ବ ଭଳି ନାହିଁ: ସିନ୍ଧିଆ

ନୂଆଦିଲ୍ଲୀ: ବିଜେପିରେ ସାମିଲ ହେଲେ ମଧ୍ୟପ୍ରଦେଶର କଂଗ୍ରେସ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ । ସେ ବିଜେପିରେ ଯୋଗ ଦେବା ପରେ କମଲନାଥ ସରକାରଙ୍କ ଉପରେ ବର୍ଷିଛନ୍ତି । ସେ କହିଛନ୍ତି ଯେ, ମୋ ଜୀବନରେ ଦୁଇଟି ତାରିଖ ୩୦ ସେପ୍ଟେମ୍ବର ଓ ୧୦ ମାର୍ଚ୍ଚ ୨୦୨୦ ବେଶ୍ ମହତ୍ୱପୂର୍ଣ୍ଣ । ୩୦…

ମାର୍ଚ୍ଚ ୧୨ ରେ ବଜାରକୁ ଆସୁଛି ରେଡ଼ମି ନୋଟ ୯ ସିରିଜ: ଜାଣନ୍ତୁ ଏହାର ଫିଚର୍ସ ସମ୍ପର୍କରେ

ନୂଆଦିଲ୍ଲୀ: ଚାଇନାର ସ୍ମାର୍ଟଫୋନ୍ ନିର୍ମାତା ଜିଆଓମି ଆସନ୍ତାକାଲି ଅର୍ଥାତ୍ ମାର୍ଚ୍ଚ ୧୨ ରେ ରେଡମି ନୋଟ୍ ୯ ସିରିଜ୍ ଲଞ୍ଚ କରୁଛି । ରେଡମି ନୋଟ୍ ୯ ଓ ରେଡମି ନୋଟ୍ ୯ ପ୍ରୋ ୨ ଟି ଫୋନ ଆସନ୍ତା କାଲି ଲଞ୍ଚ ହେବ । ଲଞ୍ଚ ପୂର୍ବରୁ ଏହି ସ୍ମାର୍ଟଫୋନ ସମ୍ପର୍କରେ... ରେଡମି ନୋଟ୍ ୯ ପ୍ରୋରେ…

ଏମିତି ଏକ ଆପ, ଯେଉଁଥିରେ ଦାନ କରିପାରିବେ ଆପଣ ବ୍ୟବହାର କରୁନଥିବା ଔଷଧ

କୋଲକାତା: କୋଲକାତାର ୧୧ ବର୍ଷର ବାଳକ ଯୁବରାଜ ଶାହା ତିଆରି କରିଛି ଏକ ଆପ୍ । ଯେଉଁଥିରେ ବଳିଯାଉଥିବା ଅତିରିକ୍ତ ଔଷଧ ଗୁଡିକୁ ଆବଶ୍ୟକ ଲୋକଙ୍କ ପାଖରେ ପହଞ୍ଚି ପାରିବ । ଏହି ଆପ ଅତିରିକ୍ତ ଔଷଧ ଥିବା ବ୍ୟକ୍ତିଙ୍କ ସହ ଔଷଧ ଆବଶ୍ୟକ କରୁଥିବା ବ୍ୟକ୍ତିଙ୍କୁ ଯୋଡିହେବାରେ ସାହାଯ୍ୟ କରିଥାଏ ।…

ମଧ୍ୟପ୍ରଦେଶର ଭାଇରସ ମହାରାଷ୍ଟ୍ର ଆସିବନି: ଶିବସେନା

ମହାରାଷ୍ଟ୍ର: ମଧ୍ୟପ୍ରଦେଶରେ ଲାଗି ରହିଥିବା ରାଜନୈତିକ ସଂକଟକୁ ନେଇ ଶିବସେନା ପ୍ରତିକ୍ରିୟା ପ୍ରକାଶ କରିଛି । ମଧ୍ୟପ୍ରଦେଶରେ ବିଜେପି ପକ୍ଷରୁ କଂଗ୍ରେସ ସରକାରଙ୍କୁ କ୍ଷମତାଚ୍ୟୁତ କରାଇବା ଲାଗି କରାଯାଉଥିବା ଉଦ୍ୟମ ମହାରାଷ୍ଟ୍ରରେ କାମ ଦେବନି ବୋଲି କହିଛି ଶିବସେନା । ଶିବସେନା ସାଂସଦ…

ମଧ୍ୟପ୍ରଦେଶରେ ଗାଦି ଲାଗି ବିଜେପି କଂଗ୍ରେସ କସରତ; କାହା ପାଖରେ ମ୍ୟାଜିକ୍ ସଂଖ୍ୟା !

ଭୋପାଳ: ଘଡ଼ିକେ ଘୋଡ଼ା ଛୁଟିଲା ପରି ମଧ୍ୟପ୍ରଦେଶ ରାଜନୀତିରେ ଦଳ ବଦଳ କୂଟନୀତି ଦେଖିବାକୁ ମିଳିଛି । ମଙ୍ଗଳବାର ଦିନ ୨୨ ଜଣ କଂଗ୍ରେସ ବିଧାୟକ ଦଳରୁ ଇସ୍ତଫା ପ୍ରଦାନ କରିବା ପରେ ରାଜନୈତିକ ସଙ୍କଟ ଦେଖାଯାଇଛି ମଧ୍ୟପ୍ରଦେଶ ରାଜନୀତିରେ । ମୁଖ୍ୟମନ୍ତ୍ରୀ କମଲନାଥଙ୍କ ସରକାର ସଙ୍କଟାପନ୍ନ ହେବାର…

ପଦ୍ମ ଧରିଲେ ଜ୍ୟୋତିରାଦିତ୍ୟ ସିନ୍ଧିଆ

ନୂଆଦିଲ୍ଲୀ: ହାତ ଛାଡି ପଦ୍ମ ଧରିଲେ ଜ୍ୟୋତିରାଦିତ୍ୟ ସିନ୍ଧିଆ । ବିଧିବଦ୍ଧ ଭାବେ ସେ ଆଜି ବିଜେପିରେ ସାମିଲ ହୋଇଛନ୍ତି । ଦିଲ୍ଲୀ ମୁଖ୍ୟ କାର୍ଯ୍ୟାଳୟରେ ଅମିତ ଶାହା ଓ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଉପସ୍ଥିତିରେ ସିନ୍ଧିଆ ବିଜେପିରେ ମିଶିଛନ୍ତି । ଏହାପୂର୍ବରୁ ଗତକାଲି କଂଗ୍ରେସରୁ…

ପାକିସ୍ତାନର ଯୁଦ୍ଧ ବିମାନ ଦୁର୍ଘଟଣାଗସ୍ତ:ପାଇଲଟ ମୃତ

ଇସଲାମାବାଦ: ବୁଧବାର ଇସଲାମାବାଦରେ ଏକ ପାକିସ୍ତାନୀ ଏଫ-୧୬ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ପାକିସ୍ତାନରେ ହେବାକୁ ଥିବା ସାମରିକ ପରେଡ ପାଇଁ ଏହା ରିହର୍ସଲ କରୁଥିବା ସମୟରେ ଦୁର୍ଘଟଣା ଗସ୍ତ ହୋଇଥିବା କୁହାଯାଇଛି । ଇସଲାମାବାଦର ଶାକରପେରିଆନ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା…