ଲଗାତାର ୭ମ ଦିନ ପାଇଁ କମିଲା ତୈଳ ଦର: କେଉଁଠି ରହିଛି କେତେ ମୂଲ୍ୟ, ଜାଣନ୍ତୁ
ନୂଆଦିଲ୍ଲୀ: ପେଟ୍ରୋଲ ଓ ଡିଜେଲ ଦରରେ କ୍ରମାଗତ ହ୍ରାସ ଘଟୁଛି। ଆଜି ଲଗାତାର ୭ମ ଦିନ ପାଇଁ ପେଟ୍ରୋଲ ଏବଂ ଡିଜେଲ ଦରରେ ହ୍ରାସ ଘଟିଛି।
ବୁଧବାର ନୂଆଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୨ ଟଙ୍କା ୬୯ ପଇସା ହ୍ରାସ ପାଇ ବୁଧବାର ୭୦ ଟଙ୍କା ୨୯ ପଇସା ରେ ପହଞ୍ଚିଥିବା ବେଳେ ଡିଜେଲ ଲିଟର ପ୍ରତି…