Latest Odisha News

BREAKING NEWS

ଚୈତ୍ର ପର୍ବ ଲାଗି ଗଞ୍ଜାମର ତାରା ତାରିଣୀ ପୀଠ ଆଲୋକ ମାଳାରେ ସଜ୍ଜିତ ହେଲା

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ଅବସ୍ଥିତ ଓଡ଼ିଶାର ପ୍ରସିଦ୍ଧ ତାରା ତାରିଣୀ ଶକ୍ତିପୀଠ ଚୈତ୍ର ପର୍ବ ଲାଗି ଚଳଚଞ୍ଚଳ ହୋଇ ଉଠିଛି । ଆଜିଠାରୁ ମାଆ ତାରା ତାରିଣୀ ପୀଠରେ ଏହି ପର୍ବ ଆରମ୍ଭ ହୋଇଛି । ଏହି ଅବସରରେ ତାରା ତାରିଣୀ ମନ୍ଦିର ସୁନ୍ଦର ରଙ୍ଗୀନ ଆଲୋକ ମାଳାରେ ସଜ୍ଜିତ ହୋଇଛି ।…

କରୋନା ଆତଙ୍କ: ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ସ୍ଥଗିତ ରହିଲା ହେରିଟେଜ୍ ‘ଏକାମ୍ର ୱାକ୍‌ସ’ କାର୍ଯ୍ୟକ୍ରମ

ଭୁବନେଶ୍ୱର: ଦେଶରେ କରୋନା ଭାଇରସ୍ ଆତଙ୍କ ଦିନକୁ ଦିନ ବଢି ଚାଲିଥିବା ବେଳେ ସରକାରଙ୍କ ପକ୍ଷରୁ ବିଭିନ୍ନ ସତର୍କତା ମୂଳକ ପଦକ୍ଷେପମାନ ଗ୍ରହଣ କରାଯାଉଛି । କରୋନା ଭୂତାଣୁ (କୋଭିଡ଼ - ୧୯)ସଂକ୍ରମଣରୁ ରକ୍ଷା ପାଇବା ଲାଗି ଆଡ଼ଭାଇଜରି ଜାରି ହୋଇଛି । ଏହାକୁ ଦୃଷ୍ଟିରେ ରଖି ରବିବାର ହେରିଟେଜ୍…

ହୋଲି ଥିମ୍‌ରେ ନୂଆ ଓଡିଆ ମ୍ୟୁଜିକ ଆଲବମ୍ ରିଲିଜ

ଭୁବନେଶ୍ୱର: ଆଜିକାଲି ଯୁବପିଢିଙ୍କ ମଧ୍ୟରେ ୟୁଟ୍ୟୁବ ମ୍ୟୁଜିକ ଆଲବମକୁ ନେଇ ବେଶ୍ କ୍ରେଜ ରହିଛି । ଏହି କ୍ରମରେ ହୋଲି ଅବସରରେ କେତେକ ମ୍ୟୁଜିକ ଭିଡିଓ ରିଲିଜ ହୋଇଛି । ସମରେଶ ରାଉତରାୟଙ୍କ ଓଡିଆ ୱାନ ପ୍ରଡକ୍ସନର ହୋଲି ଆଲବମରେ ଅସୀମା ପଣ୍ଡା ଓ କୁଲଦୀପ ଗାଇଛନ୍ତି ହୋଲିରେ ହୋଲିରେ ଆସିଛି…

ମଧ୍ୟପ୍ରଦେଶ ରାଜନୀତିରେ ସବୁ ଦିଗରୁ କଂଗ୍ରେସର କ୍ଷତି: ସରକାର ଗଠନର ୫ ସମୀକରଣ

ଭୋପାଳ: ମଧ୍ୟପ୍ରଦେଶ ରାଜନୀତିରେ ଜ୍ୟୋତିରାଦିତ୍ୟ ସିନ୍ଧିଆ କଂଗ୍ରେସରୁ ଇସ୍ତଫା ଦେବା ପରେ କମଳନାଥ ସରକାର ଭାଙ୍ଗିବା ଏକପ୍ରକାର ନିଶ୍ଚିତ ହୋଇଯାଇଛି । ତଥାପି ଆସନ୍ତୁ ଜାଣିବା ମଧ୍ୟପ୍ରଦେଶ ସରକାର ଗଠନର ୫ ସମୀକରଣ । ପ୍ରଥମ ସମୀକରଣ: ବିଧାୟକଙ୍କ ଇସ୍ତଫା ମଂଜୁର ହେଲେ ୨ ବିଧାୟକଙ୍କ…

ଅଭିଷେକଙ୍କ ପାଇଁ ହୋଲି ଖେଳନ୍ତି ନାହିଁ କରନ ଜୋହର, ଜାଣନ୍ତୁ କାହିଁକି

ମୁମ୍ବାଇ: ରଙ୍ଗର ଉତ୍ସବ ହୋଲି । ଏହି ପର୍ବକୁ ବଲିଉଡର ସେଲିବ୍ରେଟି ମାନେ ବେଶ୍ ଉତ୍ସାହ ସହିତ ପାଳନ କରାଯାଏ । ଜାଭେଦ୍ ଅଖତର, ଅନିଲ କପୁର ଏବଂ ଏକତା କପୁରଙ୍କ ସମେତ ଅନେକ ସେଲିବ୍ରେଟ୍ ଅଛନ୍ତି, ଯେଉଁମାନେ ପ୍ରତିବର୍ଷ ହୋଲିରେ ଏକ ପାର୍ଟୀ ମଧ୍ୟ ଆୟୋଜନ କରିଥାନ୍ତି । ପ୍ରତି ବର୍ଷ…

ସିନ୍ଧିଆ ବିଜେପିରେ ମିଶିବା ନେଇ ବିଳମ୍ବ କଲେ

ନୂଆଦିଲ୍ଲୀ: ଜ୍ୟୋତିରାଦିତ୍ୟ ସିନ୍ଧିଆ ମଙ୍ଗଳବାର ବିଜେପିରେ ମିଶିବେ ନାହିଁ । ମିଳିଥିବା ଖବର ଅନୁସାରେ ଆଉ କିଛି ଦିନ ଅପେକ୍ଷା କରି ଇସ୍ତଫା ଦେଇଥିବା ବିଧାୟକଙ୍କ ସହ ସିନ୍ଧିଆ ଏକ ଉତ୍ସବମୁଖରିତ ପରିବେଶରେ ବିଜେପିରେ ଯୋଗ ଦେବେ । ଦିଲ୍ଲୀସ୍ଥିତ ମୁଖ୍ୟ କାର‌୍ୟ୍ୟାଳୟରେ ସଂଧ୍ୟା ୬ଟାରେ…

ବାସ୍ତୁ ଅନୁଯାୟୀ ଘର ପାହାଚ ନିର୍ମାଣ କରନ୍ତୁ, ସୁଖରେ ରୁହନ୍ତୁ…

ଆଜିକାଲି ପ୍ରାୟ ଅଧିକାଂଶ ସ୍ଥାନରେ ଭାରତୀୟ ବାସ୍ତୁଶାସ୍ତ୍ର ଅନୁଯାୟୀ ବାସଗୃହ ଏବଂ ବିଭିନ୍ନ ସରକାରୀ ଓ ବେସରକାରୀ ଗୃହ ନିର୍ମାଣ ହେଉଛି । ବାସ୍ତୁଶାସ୍ତ୍ରରେ ଯେପରି ବାସଗୃହ ନିର୍ମାଣରେ ଶୋଇବା ଘର, ରୋଷେଇ ଘର ଏବଂ ଘରର ଦୁଆରର ଉପଯୋଗୀତା ରହିଛି ସେହିପରି ଭାବେ ଶିଡ଼ି ବା ପାହାଚ ନିର୍ମାଣ…

ବିକାଶ ଶିଡ଼ିରେ ଚାଷୀ…

ବିଚିତ୍ର ବିଶ୍ୱାଳଙ୍କ ନିୟମିତ ସ୍ତମ୍ଭ: ‘ସମୟର ସ୍ୱର’... ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ୍ ନେହେରୁ ୧୯୫୫ ମସିହା ଅଗଷ୍ଟ ପନ୍ଦର ତାରିଖ ସ୍ୱାଧୀନତା ଦିବସ ଅବସରରେ ଲାଲ୍‌କିଲ୍ଲା ଉପରୁ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଉଦ୍‌ବୋଧନ ଦେଇ କହିଥିଲେ, ଖାଦ୍ୟ ଦ୍ରବ୍ୟ ଆମଦାନୀ କରିବା ପ୍ରତ୍ୟେକ…

ଜ୍ୟୋତିରାଦିତ୍ୟଙ୍କ ନିଷ୍ପତିକୁ ପୁଅ, ପିଉସୀଙ୍କ ସ୍ୱାଗତ

ଭୋପାଳ: ମଧ୍ୟପ୍ରଦେଶ କଂଗ୍ରେସର ବରିଷ୍ଠ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ଜ୍ୟୋତିରାଦିତ୍ୟଙ୍କ ଏହି ନିଷ୍ପତ୍ତି ପରେ ପୂରା ପରିବାର ତାଙ୍କ ସହ ଛିଡା ହୋଇଛି । ଏପରିକି ପୁଅ ମହାଆର‌୍ୟ୍ୟମାନ ଟ୍ୱିଟ୍ କରି କହିଛନ୍ତି, ଏଭଳି ନିଷ୍ପତ୍ତି ପାଇଁ…

ରଣଜୀ ଟ୍ରଫି ଫାଇନାଲ: ସୌରାଷ୍ଟ୍ର ୩୮୪/୮

ରାଜକୋଟ: ଚଳିତ ରଣଜୀ ଟ୍ରଫି କ୍ରିକେଟ ଫାଇନାଲର ଦ୍ୱିତୀୟ ଦିବସ ଖେଳ ଶେଷ ସୁଦ୍ଧା ବେଙ୍ଗଲ ବିପକ୍ଷରେ ସୌରାଷ୍ଟ୍ର ୮ ଉଇକେଟ ବିନିମୟରେ ୩୮୪ ରନ ସଂଗ୍ରହ କରିଛି । ଅର୍ପିତ ବାସୁଦେବ ଆକର୍ଷଣୀୟ ଶତକ (୧୦୬) ଓ ଚେତେଶ୍ୱର ପୂଜାରାଙ୍କ ଅର୍ଦ୍ଧଶତକ (୬୬) ରନ ବଳରେ ସୌରାଷ୍ଟ୍ର ଭଲ ସ୍କୋର କରିବାରେ…