ସତରେ କ’ଣ ମହିଳା ସ୍ୱୟଂସିଦ୍ଧା……
ଭୁବନେଶ୍ୱର: ସେ ମା'ର ଗର୍ଭକୁ ଆସିବା କ୍ଷଣି ତା ଲାଗି ନିଷ୍ପତି ନେବା ଆରମ୍ଭ ହୋଇଯାଏ । ସେ ମା'ର ଗର୍ଭରୁ ମା'ର କୋଳକୁ ଆସିବ ନା ନାହିଁ ସେ ନେଇ ଚାଲେ ଟଣା ଓଟରା । ଭୃଣ ହତ୍ୟା ଲାଗି ଚାଲେ ଯୋଜନା ।
ଆଉ ଯଦି ମାର ଅନେକ ସଂଘର୍ଷ ପରେ ଗର୍ଭରେ ତାକୁ ବଢିବାକୁ ଦିଆଯାଏ । ତେବେ କୋଳକୁ ଆସିବା…