Latest Odisha News

BREAKING NEWS

ଟ୍ରେନରେ ଆତସବାଜି ଓ ଫଟକା ପରିବହନ କରୁଥିଲେ ହେବ କାର୍ଯ୍ୟାନୁଷ୍ଠାନ; ପୂର୍ବତଟ ରେଳପଥର ସ୍ୱତନ୍ତ୍ର ଅଭିଯାନ

ଭୁବନେଶ୍ୱର: ଟ୍ରେନ୍ ଯାତ୍ରା ସମୟରେ ଦହନଶୀଳ ପଦାର୍ଥ ଯଥା ଫଟକା, ଗ୍ୟାସ୍ ସିଲିଣ୍ଡର, ଏସିଡ୍, ପେଟ୍ରୋଲ୍, କିରୋସିନି ଆଦି ଜ୍ୱଳନ୍ତ ତଥା ବିସ୍ଫୋରକ ଜିନିଷ ପରିବହନ କରିବା ଦଣ୍ଡନୀୟ ଅପରାଧ। ରେଳବାଇ ଅଧିନିୟମ, ୧୯୮୯ ଅନୁଯାୟୀ ଏଭଳି ଅପରାଧୀ ପାଇଁ ୩ ବର୍ଷ ସମ୍ପୃକ୍ତ ବ୍ୟକ୍ତି ୩ ବର୍ଷ…

ଓଡିଶାରୁ ସୁସ୍ଥ ହେଲେ ଆଉ ୧୨୬୪ କରୋନା ରୋଗୀ; ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ

ଭୁବନେଶ୍ୱର: ଓଡିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୧୨୪୬ କରୋନା ରୋଗୀ ଆରୋଗ୍ୟ ଲାଭ କରିଥିବା ନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ସୁସ୍ଥ ହୋଇଥିବା ୧୨୪୬ ଜଣଙ୍କ ମଧ୍ୟରୁ ୧୬୧ ଜଣ ଖୋର୍ଦ୍ଧା, ୧୧୦ ଜଣ ଅନୁଗୁଳ, ୭୯ ଜଣ ସୁନ୍ଦରଗଡରୁ, ବାଲେଶ୍ୱର ଓ…

ନିଜ ମୁଁହରେ ପ୍ଲାଷ୍ଟିକ ସର୍ଜରୀ କରାଇଥିବା ବଲିଉଡର ୭ ଆଗଧାଡ଼ିର ନାୟିକା…

ମୁମ୍ବାଇ: ନିଜ ରୂପରେ ଆହୁରି ଚମକ ତଥା ଶରୀରକୁ ଅଧିକ ଆକର୍ଷଣୀୟ କରିବା ନିମନ୍ତେ ଅନେକ ବଲିଉଡ ତାରକା ମାନେ ପ୍ଲାଷ୍ଟିକ ସର୍ଜରୀ କରାଇଥାନ୍ତି। ଏହି ତାଲିକାରେ ଅଛନ୍ତି ବଲିଉଡର ୭ ଜଣ ଆଗଧାଡ଼ିର ଅଭିନେତ୍ରୀ। ଏମାନେ ଏକ ଭଲ ନାକ ଓ ଭରପୂର ଓଠ ପାଇବାକୁ କରିଛନ୍ତି ପ୍ଲାଷ୍ଟିକ ସର୍ଜରୀ…

ପରାଜୟ ସତ୍ୱେ ସରକାର ଗଠନ ପାଇଁ ଏବେ ବି ଆଶା କରୁଛି ଆରଜେଡି, ଆସନ୍ତୁ ଜାଣିବା ସମୀକରଣ

ପାଟନା: ବିହାରରେ ଏନଡିଏ ସଂଖ୍ୟା ଗରିଷ୍ଠତା ହାସଲ କରିଥିଲେ ମଧ୍ୟ ମହାଗଠବନ୍ଧନ ଏବଂ ଆରଜେଡି ଏବେ ବି ସରକାର କରିବା ଆଶାରେ ରହିଛନ୍ତି । ପ୍ରଚ୍ଛଦପଟରେ ବିଭିନ୍ନ ଦଳ ସହ ଯୋଗାଯୋଗ ଚାଲିଛି । ତେବେ ଏହା ଏତେଟା ସହଜ ନୁହେଁ । ରାଜ୍ୟପାଳ ପ୍ରଥମେ ସଂଖ୍ୟାଗରିଷ୍ଠତା ଦଳକୁ ଡାକିବେ । କାରଣ…

ଓଡିଶା ପୋଲିସର ୭୦୦ ଅଧିକାରୀ ଦେଲେଣି ପ୍ଲାଜମା

ଭୁବନେଶ୍ୱର: ଓଡିଶା ପୋଲିସର ୭୦୦ ଜଣ କୋଭିଡ ଯୋଦ୍ଧା ଏଯାବତ୍ ପ୍ରଦାନ କରିଛନ୍ତି ପ୍ଲାଜମା । ସୂଚନା ଅନୁଯାୟୀ, କଟକ ସ୍ଥିତ ଏସସିବି ମେଡିକାଲ୍ କଲେଜ ଓ ହସ୍ପିଟାଲ, ରାଉରକେଲା ଆଇଜିଏଚ୍‌, ବୁର୍ଲା ଭିମସାର୍‌, ବ୍ରହ୍ମପୁର ସ୍ଥିତ ଏମକେସିଜି ମେଡିକାଲ୍ କଲେଜ ଓ ହସ୍ପିଟାଲ୍‌, ଭୁବନେଶ୍ୱରର…

୧୧, ୨୦୦ କୋଟିର ଅତିରିକ୍ତ ବଜେଟକୁ କ୍ୟାବିନେଟ ମଂଜୁରୀ

ଭୁବନେଶ୍ୱର: ୨୦୨୦-୧୨ ଆଥିକ ବର୍ଷ ପାଇଁ ଅତିରିକ୍ତ ବଜେଟ ଉପରେ ବାଜିଲା ମୋହର । ୧୧,୨୦୦ କୋଟି ଟଙ୍କାର ଅତିରିକ୍ତ ବଜେଟକୁ ମନ୍ତ୍ରୀ ପରିଷଦର ଗୁରୁତ୍ୱପୂର୍ଣ୍ଣ ବୈଠକରେ ଅନୁମୋଦନ ମିଳିିଛି । ଏହି ଅତିରିକ୍ତ ବଜେଟକୁ ଆସନ୍ତା ୨୦ ତାରିଖରେ ରାଜ୍ୟ ବିଧାନସଭାରେ ଉପସ୍ଥାପନ କରାଯିବ । ନଭେମ୍ବର…

ପୂର୍ବତଟ ରେଳପଥ ମଧ୍ୟରେ ଗଡିବ ୪ ବିଶେଷ ଟ୍ରେନ୍; ଆଉ କେଉଁ ଟ୍ରେନ୍ ବାତିଲ, ଜାଣନ୍ତୁ

ଭୁବନେଶ୍ୱର: ପୂର୍ବତଟ ରେଳପଥ ଏହାର ପରିସୀମା ମଧ୍ୟରେ ଆଉ ଚାରିଟି ସ୍ୱତନ୍ତ୍ର ଟ୍ରେନ୍ ଚଳାଇବାକୁ ନିଷ୍ପତ୍ତି ନେଇଛି। ଏହି ଟ୍ରେନ ଗୁଡିକ ହେଉଛି - ବିଶାଖାପାଟନମ୍-ରାୟଗଡା-ବିଶାଖାପାଟନମ୍, ପାଲାସା-ବିଶାଖାପାଟନମ୍-ପାଲାସା, ପାଲାସା-ଭୁବନେଶ୍ୱର-ପାଲାସା ଏବଂ ସମ୍ବଲପୁର-ରାୟଗଡା-ସମ୍ବଲପୁର।…

ପାରିବାରିକ ହିଂସା ମାମଲା: ସମୟ ମାଗିଲେ ଅନୁଭବ

କଟକ: ଓଲିଉଡ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀଙ୍କ ପକ୍ଷରୁ ହୋଇଥିବା ପାରିବାରିକ ହିଂସା ମାମଲାକୁ ନେଇ କୋର୍ଟରେ ହାଜର ହେଲେ ସ୍ୱାମୀ ଅନୁଭବ ମହାନ୍ତି। କଟକ ଏସଡିଜେଏମ କୋର୍ଟରେ ହାଜର ହୋଇ ଅନୁଭବ ଜବାବ ଦାଖଲ ପାଇଁ ସମୟ ନେଇଛନ୍ତି। ତେବେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ଡିସେମ୍ବର ୧୮ରେ…

ଭାରତକୁ ଫେରୁଛି ପବ୍‌ଜି

ନୂଆଦିଲ୍ଲୀ: ପବ୍‌ଜି ପ୍ରେମୀଙ୍କ ପାଇଁ ଖସି ଖବର । ପୁଣି ଫେରୁଛି ପବ୍‌ଜି । ଭାରତକୁ ବାହୁଡୁଛି ଲୋକପ୍ରିୟ ଗେମିଂ ଆପ୍ ପବ୍‌ଜି । ପବଜୀ ମୋବାଇଲ୍‌ ଗେମ୍‌ ଫେରିବା ନେଇ ସାଉଥ୍‌ କୋରିଆ କମ୍ପାନୀ ଘୋଷଣା କରିଛି। ତେବେ କେବଳ ଭାରତ ପାଇଁ ନୂଆ ଫିଚର ସହ ଗେମ୍‌ ଲଞ୍ଚ ହେବାକୁ ଥିବା ବେଳେ ଏଥର…

୧୨ ମାସ ଶିଶୁର ଶ୍ୱାସନଳୀରୁ ବାହାରିଲା ଆତ ମଞ୍ଜି

ଭୁବନେଶ୍ୱର: ଜଣେ ୧୨ ମାସର ଶିଶୁର ଶ୍ୱାସନଳୀରୁ ଏଣ୍ଡୋସ୍କୋପିକ୍ ପଦ୍ଧତିରେ ବାହାର କରାଯାଇଛି ଆତ ମଞ୍ଜି । ଏହି ମଞ୍ଜି ଅଟକିଥିବା ଯୋଗୁଁ  ଶିଶୁର ଜୀବନ ସଙ୍କଟାପନ୍ନ ହୋଇପଡିଥିଲା। ସମ୍ ଅଲ୍ଟିମେଟ୍ ମେଡିକେୟାର ସର୍ଜନଙ୍କ ଦ୍ୱାରା ସଫଳତାର ସହ ଏହି ଜଟିଳ ଅସ୍ତ୍ରୋପଚାର ସମ୍ପାଦିତ ହୋଇଛି।…