Latest Odisha News

BREAKING NEWS

୧୨ରୁ ଗଡିବ ୩ଟି ‘ଶ୍ରମିକ ସ୍ପେଶାଲ ଟ୍ରେନ୍‌’

ଭୁବନେଶ୍ୱର: ଆସନ୍ତା ୧୨ ତାରିଖରୁ ରାଜ୍ୟରେ ଗଡିବ ୩ଟି ଶ୍ରମିକ ସ୍ପେଶାଲ ଟ୍ରେନ୍ । ଓଡିଶାରୁ ଗୁଜରାଟକୁ ଚାଲିବ ୩ଟି ସ୍ପେଶାଲ ଟ୍ରେନ ।  ଏ ସଂପର୍କରେ ସୂଚନା ଦେଇଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ପ୍ରବାସୀ ଓଡିଆଙ୍କ ପାଇଁ ଏହି ବ୍ୟବସ୍ଥା କରିଥିବାରୁ ଟୁଇଟ କରି…

ଧାମନଗର ବିଡ଼ିଓ କରୋନା ପଜିଟିଭ ଚିହ୍ନଟ

ଭଦ୍ରକ: ଧାମନଗର ବିଡ଼ିଓ କରୋନା ପଜିଟିଭ ଚିହ୍ନଟ ହୋଇଥିବା ନେଇ ଭଦ୍ରକ ଜିଲ୍ଲାପାଳ ଜ୍ଞାନ ଦାସ ବୁଧବାର ଦିନ ସୂଚନା ଦେଇଛନ୍ତି। ଏସମ୍ପର୍କରେ ଟ୍ବିଟ କରି ସଂକ୍ରମିତ ଅଧିକାରୀଙ୍କ କଣ୍ଟାକ୍ଟ ଟ୍ରେସିଂ ଆରମ୍ଭ ହୋଇଥିବା ସୂଚନା ଦେଇଛନ୍ତି ଜିଲ୍ଲା ପ୍ରଶାସନ। ଉଲ୍ଲେଖଯୋଗ୍ୟ, ଭଦ୍ରକ…

କମଲା ହାରିସ୍ ରାଷ୍ଟ୍ରପତି ହେବା ଆମେରିକା ପାଇଁ ଅପମାନ ହେବ: ଟ୍ରମ୍ପ

ଉତ୍ତର କାରୋଲିନା: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଡେମୋକ୍ରାଟିକ୍ ଉପରାଷ୍ଟ୍ରପତି ପ୍ରାର୍ଥୀ କମଲା ହାରିସ୍ ଙ୍କୁ ଆକ୍ରମଣ କରି କହିଛନ୍ତି ଯେ ଲୋକମାନେ ତାଙ୍କୁ ପସନ୍ଦ କରନ୍ତି ନାହିଁ ଏବଂ ଯଦି ସେ ରାଷ୍ଟ୍ରପତି ହୁଅନ୍ତି ତେବେ ଏହା ଆମେରିକା ପାଇଁ ଅପମାନ ହେବ। ଯଦି ବିଡେନ…

ମାଲକାନଗିରିରେ ପ୍ଲାଜମା ଥେରାପୀ ଆରମ୍ଭ

ମାଲକାନଗିରି: ମାଲକାନଗିରି ଜିଲ୍ଲାର ଏକ କୋଭିଡ ହସ୍ପିଟାଲରେ ବୁଧବାର ଦିନ ତିନି ଜଣ କରୋନା ରୋଗୀଙ୍କ ଚିକିତ୍ସା ସହିତ କନଭଲେସେଣ୍ଟ ପ୍ଲାଜମା ଥେରାପି ଆରମ୍ଭ କରାଯାଇଛି। ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଏବଂ ହସ୍ପିଟାଲ ଏକ ପ୍ଲାଜମା ବ୍ୟାଙ୍କ ଭାବରେ କାର୍ଯ୍ୟ କରିବ, ଯେଉଁଠି କି…

ଭେଟେରାନ ଓଡିଆ ସିନେମାଟୋଗ୍ରାଫର ଗାଗାରିନ ମିଶ୍ରଙ୍କ ପରଲୋକ

ମୁମ୍ବାଇ: ଭେଟେରାନ ଓଡିଆ ସିନେମାଟୋଗ୍ରାଫର ଗାଗାରିନ ମିଶ୍ର ହୃଦଘାତରେ ମୁମ୍ବାଇ ସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୬୭ ବର୍ଷ ହୋଇଥିଲେ। ସ୍ବର୍ଗତ ମିଶ୍ର ‘ଫୁଲ ଚନ୍ଦନ’ ଏବଂ ‘ନଈ ସେପାରୀ କନକ ଗୋରୀ’ ଭଳି ବ୍ଲକବାଷ୍ଟର ଓଡିଆ…

ମୁମ୍ବାଇ ସ୍ଥିତ କଙ୍ଗନାଙ୍କ ଅଫିସ ଭାଙ୍ଗିଲା ବିଏମସି

ମୁମ୍ବାଇ: ମୁମ୍ବାଇ ସ୍ଥିତ କଙ୍ଗନାଙ୍କ ଅଫିସକୁ ଭାଙ୍ଗିବା ଆରମ୍ଭ କରିଛି ମୁମ୍ବାଇ ପୋଲିସ । ପୋଷପାଲି ହିଲ୍ ଅଞ୍ଚଳରେ ଥିବା କଙ୍ଗନା ରାଣାଓ୍ୱତଙ୍କ ମଣିକର୍ଣ୍ଣିକା ଫିଲ୍ମସ୍‌ ଅଫିସଟି ବେଆଇନ୍ ଭାବେ କରାଯାଇଥିବା ଦର୍ଶାଇ ଏହାର କେତେକ ଢାଞ୍ଚାକୁ ଭାଙ୍ଗିବା ଆରମ୍ଭ କରିଛନ୍ତି ବିଏମସି…

ରାଜ୍ୟରେ ଆଉ ୧୧ କରୋନା ରୋଗୀଙ୍କ ମୃତ୍ୟୁ; ଜାଣନ୍ତୁ, କେଉଁ ଜିଲ୍ଲାରୁ କେତେ

ଭୁବନେଶ୍ୱର: ରାଜ୍ୟରେ ବୁଧବାର ଦିନ ଆଉ ୧୧ଜଣ କୋଭିଡ-୧୯ ଆକ୍ରାନ୍ତ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ଯାହାକୁ ମିଶାଇ ରାଜ୍ୟରେ କରୋନା ମୃତକଙ୍କ ସଂଖ୍ୟା ୫୮୦ରେ ପହଞ୍ଚିଛି । ସ୍ୱାସ୍ଥ୍ୟ ବିଭାଗର ସୂଚନାନୁସାରେ ଭୁବନେଶ୍ୱରରୁ ୨, ବଲାଙ୍ଗିରରୁ ୧, ଗଞ୍ଜାମରୁ ୪, କନ୍ଧମାଳରୁ ୧, ଖୋର୍ଦ୍ଧାରୁ ୧,…

ଗୋଟିଏ ଦିନରେ ରାଜ୍ୟରେ ୩୭୦୦ ଟପିଲା କରୋନା କେସ୍

ଭୁବନେଶ୍ୱର: ରାଜ୍ୟରେ କରାଳ ରୂପ ନେଲାଣି କରୋନା ଭୂତାଣୁ। କିଛି ଦିନ ହେବ ପ୍ରତିଦିନ ସଂକ୍ରମିତଙ୍କ ସଂଖ୍ୟା ୩ ହଜାର ଟପୁଛି। ୨୪ ଘଣ୍ଟାରେ ରାଜ୍ୟରୁ ବାହାରିଛନ୍ତି ଆଉ ୩ ହଜାର ୭ ଶହ ୪୮ କରୋନା ଆକ୍ରାନ୍ତ । କ୍ୱାରେଣ୍ଟାଇନରୁ ୨୨୧୦ ଓ ଲୋକାଲ୍ କଣ୍ଟାକ୍ଟ କେସ ରହିଛି ୧୫୩୮ । ଖୋର୍ଦ୍ଧା…

ରିୟାଙ୍କ ନୂଆ ଠିକଣା ବାଇକୁଲା ଜେଲ୍, ଦୋଷୀ ହେଲେ ଏତେବର୍ଷ ଜେଲ୍

ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାର ଡ୍ରଗ୍ସ ଲିଙ୍କରେ ଗିରଫ ରିୟ ଚକ୍ରବର୍ତ୍ତୀଙ୍କୁ ନୂଆ ଠିକଣା ମୁମ୍ବାଇ ବାଇକୁଲା ଜେଲ୍ । ଆଜି ତାଙ୍କୁ ୧୪ ଦିନ ପାଇଁ ସେ ସେଠାରେ ରହିବେ । ଗତକାଲି ତାଙ୍କର ଜାମିନ ଆବେଦନ ଖାରଜ ହୋଇଥିଲା । ୧୪ ଦିନ ପାଇଁ ବିଚାରବିଭାଗୀୟ ହାଜତକୁ ପଠାଇ…

ଗୁଡ୍ ନିଉଜ୍: ଦେଶରେ ଯେତିକି, ଓଡ଼ିଶାରେ କୋଭିଡ୍ ସୁସ୍ଥହାର ସେତିକି

ଭୁବନେଶ୍ୱର: କରୋନାକୁ ନେଇ ସାରା ବିଶ୍ୱ ଏବେ ଚିନ୍ତିତ । ମହାମାରୀ ମହାସଂକଟ ଠିଆ କରିଛି । କରୋନା କାଳରେ ଆଶ୍ୱସ୍ତିକର ଖବର ସାମନାକୁ ଆସିଛି । ହାରୁଛି କରୋନା । ଦେଶ ଓ ରାଜ୍ୟରେ ବଢୁଛି ସୁସ୍ଥଙ୍କ ସଂଖ୍ୟା । ବର୍ତ୍ତମାନ ସୁଦ୍ଧା ଦେଶ ଓ ରାଜ୍ୟରେ ୭୭.୭୭% ଆକ୍ରାନ୍ତ ଆରୋଗ୍ୟ ଲାଭ କଲେଣି ।…