Latest Odisha News

BREAKING NEWS

ବିନା ରେଜିଷ୍ଟ୍ରେସନରେ ଗାଡି ବିକ୍ରି କରି ୧ ଲକ୍ଷ ଟଙ୍କା ଜରିମାନା ଗଣିଲା ‘ସୋ’ରୁମ’

ସମ୍ବଲପୁର: ନୂଆ ମୋଟରେ ଯାନ ଆଇନ କଡାକଡି ଭାବରେ ଲାଗୁ ହେବା ପରେ ନିୟମ ଉଲଂଘନକାରୀଙ୍କ ଆଖିରୁ ନିଦ ହଜି ଯାଇଛି । ବିନା ରେଜିଷ୍ଟ୍ରେସନ ନମ୍ବରରେ ଗାଡି ବିକ୍ରି କରିଥିବାରୁ ଝାରସୁଗୁଡାର ଏକ ବାଇକ୍ ସୋରୁମକୁ ହୋଇଛି ଲକ୍ଷେ ଟଙ୍କାର ଫାଇନ୍ । ଝାରସୁଗୁଡାର ବାଇକ୍ ସୋ’ରୁମକୁ ଏହି ଫାଇନ୍…

୧୦ଟି ଜିଲ୍ଲାରେ ବର୍ଷା ସହ ହୋଇପାରେ ଝଡତୋଫାନ

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଓଡିଶାର ପ୍ରାୟ ୧୦ଟି ଜିଲ୍ଲାରେ ବର୍ଷା ସହ ଘଡଘଡିର ସମ୍ଭାବନା ରହିଥିବା ନେଇ ରବିବାର ଦିନ ଆକଳନ କରାଯାଇଛି । ପାଣିପାଗ ବିଭାଗର ସଦ୍ୟତମ ବୁଲେଟିନ୍ ଅନୁଯାୟୀ ସୁନ୍ଦରଗଡ, ଝାରସୁଗୁଡା, ସମ୍ବଲପୁର, କେନ୍ଦୁଝର,…

ଆହୁରି ବର୍ଷିବ; ଘଣ୍ଟା ପ୍ରତି ୪୦ରୁ ୫୦ କିମି ବେଗରେ ବହିବ ପବନ

ଭୁବନେଶ୍ୱର: ରାଜ୍ୟରେ ଆହୁରି ତିନି ଦିନ ପର୍ଯ୍ୟନ୍ତ ବର୍ଷା ଜାରି ରହିବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଓଡିଶାରେ ଆସନ୍ତା ୧୨ ଘଣ୍ଟାରେ ବର୍ଷା ହେବାର ସମ୍ଭାବନର ରହିଛି । ରାଜ୍ୟରେ ଆସନ୍ତା ୨ ଦିନ ଅର୍ଥାତ୍ ସୋମବାର ଓ ମଙ୍ଗଳବାର ପାଗ ଶୁଷ୍କ ରହିବା ଯୋଗୁଁ ବର୍ଷା…

ଥମୁନି କରୋନା ଭାଇରସ; କେରଳରେ ୫ ପଜିଟିଭ

ନୂଆଦିଲ୍ଲୀ: ଦେଶରେ କୋରୋନା ଭୂତାଣୁ (କୋଭିଡ-୧୯) ଦ୍ୱାରା ସଂକ୍ରମିତ ହୋଇଥିବା ବ୍ୟକ୍ତିଙ୍କ ସଂଖ୍ୟା ବଢୁଥିବା ବେଳେ ରବିବାର ଦିନ କେରଳରେ ଆଉ ୫ ଜଣଙ୍କୁ ଚିହ୍ନଟ କରାଯାଇଛି । ଏମାନଙ୍କ ମଧ୍ୟରୁ ୩ ଜଣ ନିକଟ ଅତୀତରେ ଇଟାଲିରୁ ଫେରିଥିଲେ । ଏହି ବ୍ୟକ୍ତିମାନଙ୍କୁ ବର୍ତ୍ତମାନ ସମୟରେ କେରଳର…

ଆବେୱେଷ୍ଟ ସର୍ଭିସେସ୍ ପକ୍ଷରୁ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ

ଭୁବନେଶ୍ୱର : ଦକ୍ଷତା ବିକାଶ ପ୍ରଶିକ୍ଷଣ ସଂସ୍ଥା ଆବେୱେଷ୍ଟ ସର୍ଭିସେସ୍ ପକ୍ଷରୁ ଆନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ ଲୁମ୍ବିନ ବିହାର ସ୍ଥିତ ନିଜ ଅନୁଷ୍ଠାନ ପରିସରରେ ଏକ ସଚେତନାମୂଳକ ପଦଯାତ୍ରା କରାଯାଇଛି । ୧୦୦ରୁ ଅଧିକ ଛାତ୍ରୀ ମାନେ ଏକ ପଦଯାତ୍ରାରେ ସାମିଲ ହୋଇ ମହିଳାମାନଙ୍କର…

ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଆଇଟିଆଇ ଛାତ୍ରଙ୍କ ମୃତ୍ୟୁ

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲାରେ ରବିବାର ଦିନ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜଣେ ଆଇଆଇଟି ଛାତ୍ରଙ୍କର ମୃତ୍ୟୁ ଘଟିଛି । ଉକ୍ତ ଛାତ୍ରଙ୍କ ନାମ ସୌମ୍ୟ ରଞ୍ଜନ ଭୋଇ ଏବଂ ସେ ସୋନପୁର ଜିଲ୍ଲାତମମୁରା ଗ୍ରାମର ବାସିନ୍ଦା ହୋଇଥିବା ବେଳେ ବଲାଙ୍ଗୀରର ଏକ ଆଇଟିଆଇ କଲେଜରେ ପଢୁଥିଲେ ।…

ଆଜି ଭାରତ-ଅଷ୍ଟ୍ରେଲିଆ ଟି୨୦ ମହିଳା ବିଶ୍ୱକପ

ମେଲବୋର୍ଣ୍ଣ: ଆଜି ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଆଇସିସି ଟି-୨୦ ମହିଳା ବିଶ୍ୱକପ୍ ମ୍ୟାଚ ଖେଳାଯିବ । ସାରା ଦେଶ ରବିବାର ଦିନ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ କରୁଥିବା ବେଳେ ଅଷ୍ଟ୍ରେଲିଆ ମେଲବୋର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡରେ ସେମାନଙ୍କ ପରାକ୍ରମ ଦେଖିବାକୁ ମିଳିବ । ଭାରତୀୟ…

ସମ୍ବଲପୁରରେ ମହିଳାଙ୍କୁ ଦଳିଦେଲା ଦନ୍ତା ହାତୀ

ସମ୍ବଲପୁର: ସମ୍ବଲପୁର ଜିଲ୍ଲା ରେଢାଖୋଲ ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ହେମାମୁରା ଗ୍ରାମରେ ଏକ ହାତୀ ଜଣେ ମହିଳାଙ୍କୁ ଆକ୍ରମଣ କରିବା ଫଳରେ ତାଙ୍କର ମୃତ୍ୟୁ ଘଟିଛି । ମୃତ ମହିଳାଙ୍କ ନାମ ପ୍ରଭାତି ପ୍ରଧାନ ବୋଲି ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ଉକ୍ତ ଗ୍ରାମରେ ରହୁଥିବା ଜଣେ…

କରୋନା ଭାଇରସ: ଭାରତରେ ମହଜୁଦ ଅଛି ଯଥେଷ୍ଟ ପରିମାଣରେ ଔଷଧ ଓ ଅନ୍ୟ ଉପଯୋଗୀ ସାମଗ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଭିନ୍ନ କେନ୍ଦ୍ରୀୟ ମନ୍ତ୍ରଣାଳୟ ସହିତ ନୋଭେଲ କୋରୋନା ଭୂତାଣୁ (କୋଭିଡ ୧୯) ସଂକ୍ରମଣ ମୁକାବିଲା କ୍ଷେତ୍ରରେ ବର୍ତମାନ ସୁଦ୍ଧା ନିଆଯାଇଥିବା ପଦକ୍ଷେପଗୁଡ଼ିକର ସମୀକ୍ଷା କରିଛନ୍ତି । ଏହି ବୈଠକରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ…

ୟେସ ବ୍ୟାଙ୍କ ପ୍ରତିଷ୍ଠାତା ରାଣା କପୁର ଗିରଫ; ଆଜି କୋର୍ଟରେ ହେବେ ହାଜର

ମୁମ୍ବାଇ: ୟେସ ବ୍ୟାଙ୍କ ପ୍ରତିଷ୍ଠାତା ତଥା ପୂର୍ବତନ ସିଇଓ ରାଣା କପୁରଙ୍କୁ ଭୋର ୩ଟାରେ ଗିରଫ କରିଛି ପ୍ରବତ୍ତନ ନିର୍ଦ୍ଦେଶାଳୟ । ମନି ଲଣ୍ଡରିଂ ମାମଲାରେ ଇଡି ୧୫ ଘଣ୍ଟା ପର୍ଯ୍ୟନ୍ତ ଜେରା କରିବା ପରେ ଗିରଫ କରିଛି । ଏହା ପୂର୍ବରୁ କେନ୍ଦ୍ରୀୟ ଯାଂଚ ସଂସ୍ଥା ଶୁକ୍ରବାର ଦିନ ତାଙ୍କ ଘରେ ଚଢ଼ଉ…