Latest Odisha News

BREAKING NEWS

ଆଜୀବନ ନିରୋଗ ରଖିବ ଆୟୁର୍ବେଦ…

ଭୁବନେଶ୍ୱର: ବିଶ୍ଵରେ ଆଧୁନିକ ଚିକିତ୍ସା ବିଜ୍ଞାନ କାୟା ବିସ୍ତାର କରିଚାଲିଛି । ତେବେ ଆଧୁନିକ ଚିକିତ୍ସା ସହିତ ଆମ ଦେଶରେ ଆୟୁଷ ଚିକିତ୍ସା (ଆୟୁର୍ବେଦ, ଯୋଗ ଓ ପ୍ରାକୃତିକ ଚିକିତ୍ସା, ହୋମିଓପାଥି)ର ସ୍ଥିତି ମଧ୍ୟ ଅତୁଟ ରହିଛି। ଆୟୁର୍ବେଦ ଏକ ପ୍ରାଚୀନ ଭାରତୀୟ ଚିକିତ୍ସାବିଜ୍ଞାନ ।…

କୋଭିଡ୍-୧୯ ଟିକାର କ୍ରିନିକାଲ୍ ଟ୍ରାଏଲକୁ ସ୍ଥଗିତ ରଖିଲା ଆଷ୍ଟ୍ରାଜେନିକା

ଲଣ୍ଡନ: କରୋନା ଟିକା ନେଇ ସାରା ବିଶ୍ୱରେ ଆଶା ସଞ୍ଚାର ବେଳେ ନିରୁତ୍ସାହିତ କଲା ଭଳି ଖବର ଆସିଛି ଲଣ୍ଡନରୁ । ବ୍ରିଟେନର ଫାର୍ମାସ୍ୟୁଟିକାଲ୍ କମ୍ପାନୀ ଆଷ୍ଟ୍ରାଜେନିକା କୋଭିଡ୍ ଟିକାର କ୍ଲିନିକାଲ୍ ଟ୍ରାଏଲକୁ ସ୍ଥଗିତ ରଖିବା ନେଇ ଘୋଷଣା କରିଛି । କାରଣ ହେଉଛି ଜଣେ ସ୍ୱେଚ୍ଛାସେବୀଙ୍କ ପାଖରେ…

ଦେଶରେ ୨୪ ଘଣ୍ଟାରେ ୯୦ ହଜାର ପାଖାପାଖି ସଂକ୍ରମିତ ଚିହ୍ନଟ, ଯାଇଛି ୧୧ ଶହରୁ ଉର୍ଦ୍ଧ୍ବ ମୁଣ୍ଡ

ନୂଆଦିଲ୍ଲୀ: ବିଜୁଳି ବେଗରେ ବଢୁଛି କରୋନା ମାମଲା। ପ୍ରତିଦିନ ଭାଙ୍ଗୁଛି ରେକର୍ଡ । ଦେଶର ଗୋଟିଏ ଦିନରେ ପାଖାପାଖି ୧ ଲକ୍ଷ ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ରାଜ୍ୟରେ ପ୍ରତିଦିନ ୩୦୦୦ରୁ ଉର୍ଦ୍ଧ୍ବ ସଂକ୍ରମିତ ଚିହ୍ନଟ ହେଉଛନ୍ତି। ଏହାସହ ତାଳ ଦେଇ ଉପର ମୁଁହା ହୋଇ ଚାଲିଛି ମୃତ୍ୟୁର ମିଟର ।…

ଗାଁ ଦାଣ୍ଡରେ ଗୋଡ଼ାଇ ଗୋଡ଼ାଇ ହାଣିଲେ

ନୟାଗଡ଼: ବୀଭତ୍ସ ଓ ଅମାନୁଷିକ ହତ୍ୟାକାଣ୍ଡ l ଗୋଡ଼ାଇ ଗୋଡ଼ାଇ ହାଣିଦେଲେ l ଭୋର ୪ଟା ବେଳେ ମାରିଦେଲେ ଦୁର୍ବୃତ୍ତ l ଏଭଳି ଲୋମଟାଙ୍କୁରା ହତ୍ୟାକାଣ୍ଡ ଘଟିଛି ନୟାଗଡ଼ ଜିଲ୍ଲା ଇଟାମାଟି ଥାନା ଅନ୍ତର୍ଗତ ବାଉଇଁଶିଆପଡ଼ା ଗାଁରେ l ମୃତକ ହେଲେ ଗାଁର କ୍ଷେତ୍ରବାସୀ ମହାପାତ୍ର l ଗାଁ ଦାଣ୍ଡରେ…

ସ୍ୱାମୀଙ୍କ ମୃତ୍ୟୁରେ ମର୍ମାହତ ହୋଇ ଆତ୍ମହତ୍ୟା କଲେ ୯୪ ବର୍ଷୀୟା ବୃଦ୍ଧା

ଗୁରୁଗ୍ରାମ: ସ୍ୱାମୀଙ୍କ ମୃତ୍ୟୁରେ ମର୍ମାହତ ହୋଇ ୧୫ ମହଲାରୁ ଡେଇଁ ଆତ୍ମହତ୍ୟା କରିଛନ୍ତି ୯୪ ବର୍ଷୀୟା ବୃଦ୍ଧା। ସୂଚନାନୁସାରେ, ମୃତ ବୃଦ୍ଧାଙ୍କ ନାମ ଉର୍ମିଲା ଆଡଭାନୀ ବୋଲି ଜଣାପଡିଛି। ଦୁଇ ବର୍ଷ ପୂର୍ବେ ଉର୍ମିଳାଙ୍କ ସ୍ୱାମୀଙ୍କର ମୃତ୍ୟୁ ହୋଇଥିଲା । ଯାହାକୁ ନେଇ ସେ ଖୁବ ଅବସାଦରେ…

ବାଲୁକା କଳାରେ ଅକ୍ଷୟଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ସୁଦର୍ଶନ; ଏଭଳି ପ୍ରତିକ୍ରିୟା ରଖିଲେ ଫଲୋଅର୍ସ

ଭୁବନେଶ୍ବର: ଆଜି ବଲିଉଡ ଅଭିନେତା ଅକ୍ଷୟ କୁମାରଙ୍କ ଜନ୍ମଦିନ ଅବସରରେ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ପୁରୀ ବେଳାଭୂମିରେ ଏକ ସ୍ବତନ୍ତ୍ର ବାଲୁକା କଳା ନିର୍ମାଣ କରି ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଜନ୍ମଦିନ ଉପଲକ୍ଷେ ନିଜ ବାଲୁକା କଳାରେ ହାପି ବାର୍ଥ ଡ଼େ ଅକ୍ଷୟ ସହ…

ହାପି ବାର୍ଥଡେ ଖିଲାଡି କୁମାର…

ମୁମ୍ବାଇ: ବଲିଉଡର ଖିଲାଡି ବୟ ଅକ୍ଷୟ କୁମାରଙ୍କର ଆଜି ହେଉଛି ଜନ୍ମଦିନ । ୫୩ରେ ପଦାର୍ପଣ କରିଛନ୍ତି ବଲିଉଡର ଏହି ଖିଲାଡି ବୟ ।ଜନ୍ମଦିନ ଅବସରରେ ଅକ୍ଷୟଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ । ଅକ୍ଷୟଙ୍କୁ ପ୍ରଥମେ ଅଭିନୟର ସୁଯୋଗ ମିଳିଲା ୧୯୯୧ ମସିହାର ଫିଲ୍ମ ସୌଗନ୍ଧରେ । ଆଉ ଏହାପରେ ସେ ଆଉ…

ରାଜ୍ୟରେ ୨୪ ଘଣ୍ଟାରେ ହୋଇଛି ୪୧ ହଜାରରୁ ଉର୍ଦ୍ଧ୍ବ କୋଭିଡ୍ ଟେଷ୍ଟିଂ

ଭୁବନେଶ୍ୱର: ରାଜ୍ୟରେ ଗୋଟିଏ ଦିନରେ ୪୧ ହଜାରରୁ ଅଧିକ ନମୁନା ପରୀକ୍ଷା କରାଯାଇଛି। ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟା ଭିତରେ ୪୧,୫୯୫ କରୋନା ନମୁନା ପରୀକ୍ଷା ହୋଇଛି। ଏଥିମଧ୍ୟରୁ ୩୫,୩୬୮ ଜଣଙ୍କର ଆଣ୍ଟିଜେନ, ୬୦୪୭ ଟି ଆରଟିପିସିଆର୍ ଓ ୧୮୦ ଟି ଟ୍ରୁନଟ୍‌ ପରୀକ୍ଷା…

ପାଣିରେ ବୁଡି ପ୍ରାଣ ହରାଇଲେ ଯୁବକ

ବୁଗୁଡା: ବୁଗୁଡା ବ୍ଲକ ଅନ୍ତର୍ଗତ ଗୋଲିଆ ଗ୍ରାମର ଜଣେ ଯୁବକ ପୋଖରୀର ପାଣିରେ ବୁଡି ମୃତ୍ୟୁ ବରଣ କରିଥିବା ବେଳେ ସ୍ଥାନୀୟ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ ବୁଗୁଡା ମେଡିକାଲକୁ ଯାଇ ମୃତକଙ୍କ ପରିବାରକୁ ଭେଟି ସମବେଦନା ଜଣାଇବା ସହ ଆର୍ଥିକ ସହାୟତା ପ୍ରଦାନ…

କିପରି ଘଟିଲା କୋଣାର୍କ ମନ୍ଦିରର ଅବକ୍ଷୟ, ଜାଣନ୍ତୁ !  

ଭୁବନେଶ୍ୱର: ପ୍ରାୟ ୧୨୫୦ ଖ୍ରୀଷ୍ଟାବ୍ଦରେ ଉତ୍କଳର ଗଙ୍ଗବଂଶୀୟ ରାଜା ଲାଙ୍ଗୁଳା ନରସିଂହ ଦେବଙ୍କ ଦ୍ୱାରା କୋଣାର୍କ ମନ୍ଦିର ତୋଳାଯାଇଥିଲା ବୋଲି ଇତିହାସ କହେ । ଏକ ବିଶାଳ ରଥାକୃତିର ଏହି ମନ୍ଦିରଟି ହେଉଛି ପଞ୍ଚରଥ ବିଶିଷ୍ଟ ଯହିଁରେ ପଥର ନିର୍ମିତ ଚକ, ସ୍ତମ୍ଭ ଓ କାନ୍ଥ ରହିଛି । ଏହାର…