Latest Odisha News

BREAKING NEWS

ଫାଇନାଲ ପୂର୍ବରୁ ୨ ଦେଶର ପ୍ରଧାନମନ୍ତ୍ରୀ କଥା କଟାକଟି

ମେଲବୋର୍ଣ୍ଣ: ମହିଳା ଟି୨୦ ବିଶ୍ୱକପ ପୂର୍ବରୁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଅଷ୍ଟ୍ରେଲିଆର ସ୍କଟ ମୋରିସନ ସୋସିଆଲ ସାଇଟରେ ନିଜ ଦେଶକୁ ସମର୍ଥନ କରିବା ସହ ପରସ୍ପର କଥା କଟାକଟି ହୋଇଛନ୍ତି । ଫାଇନାଲ ପୂର୍ବରୁ ସ୍କଟ ମୋରିସନ ଟ୍ୱିଟ କରି ମୋଦିଙ୍କୁ ଟ୍ୟାଗ କରିଛନ୍ତି ଏବଂ ତାଙ୍କ…

ପ୍ରଫେସର ଅଶୋକ ମହାପାତ୍ର ସୋଆ ବିଶ୍ୱବିଦ୍ୟାଳୟର ନୂତନ କୁଳପତି

ଭୁବନେଶ୍ୱର : ବିଶିଷ୍ଟ ସ୍ନାୟୁଶଲ୍ୟ ବିଶେଷଜ୍ଞ ପ୍ରଫେସର ଡଃ ଅଶୋକ କୁମାର ମହାପାତ୍ରଙ୍କୁ ଶିକ୍ଷା ଓ ଅନୁସନ୍ଧାନ (ଡିମ୍‌ଡ ବିଶ୍ୱବିଦ୍ୟାଳୟ)ର ନୂତନ କୁଳପତି ଭାବେ ନିଯୁକ୍ତି ଦିଆଯାଇଛି । ସୋଆର ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ନିର୍ଦ୍ଦେଶକ ଭାବେ କାର୍ଯ୍ୟରତ ପ୍ରଫେସର ମହାପାତ୍ର ଦୁଇ ବର୍ଷ ତଳେ…

ତାହିରଙ୍କ ମୋବାଇଲ, ପିସ୍ତଲ ଜବତ

ନୂଆଦିଲ୍ଲୀ: ଦିଲ୍ଲୀ ହିଂସାକାଣ୍ଡର ଅଭିଯୁକ୍ତ ତାହିର୍ ହୁସେନଙ୍କ ଲାଇସେନ୍ସ ପ୍ରାପ୍ତ ପିସ୍ତଲ ଏବଂ ମୋବାଇଲ ମିଳିବା ପରେ ପୋଲିସକୁ ଯାଂଚରେ ଆହୁରି ସୁବିଧା ହେବ ବୋଲି ଆଶା କରାଯାଉଛି । ମୋବାଇଲରେ ସେ କାହାକୁ ଫୋନ କରିଥିଲେ ସେ ତଥ୍ୟ ଖୁବ୍ ଶୀଘ୍ର ସଂଗ୍ରହ କରାଯିବ ବୋଲି ପୋଲିସ ପକ୍ଷରୁ…

ଶରୀରରୁ ଚର୍ବି କାଢ଼ିବାର ନୂତନ ପଦ୍ଧତି: ସମ୍ ଅଲ୍ଟିମେଟ୍ ମେଡିକେୟାର୍‌ରେ ପ୍ରଥମ ପାୱାର୍ ଆସିଷ୍ଟେଡ୍ ଲିପୋସକ୍ସନ୍…

ଭୁବନେଶ୍ୱର : ଶରୀରରେ ଥିବା ଅଧିକ ଚର୍ବି କାଢ଼ିବାର ନୂତନ ପଦ୍ଧତି ସମ୍ ଅଲ୍ଟିମେଟ୍ ମେଡିକେୟାର୍‌ରେ ଆରମ୍ଭ କରାଯାଇଛି । ଶୁକ୍ରବାର ଦିନ ସମ୍ମମ୍‌ର ପ୍ଲାଷ୍ଟିକ ସର୍ଜରୀ ବିଭାଗ ପକ୍ଷରୁ ଓଡ଼ିଶାରେ ପ୍ରଥମ ଥର ପାଇଁ ନୂତନ ପଦ୍ଧତିରେ ପାୱାର ଆସିଷ୍ଟେଡ୍ ଲିପୋସକ୍ସନ୍ ସର୍ଜରୀ କରାଯାଇଛି ।…

୯୦ ଦିନ ମଧ୍ୟରେ ଇସ୍ରାଏଲ ବାହାର କରିବ କରୋନା ଭାଇରସର ପ୍ରତିଷେଧକ

ଜେରୁଶଲମ: କରୋନା ଭାଇରାସ ୯୨ରୁ ଅଧିକ ଦେଶରେ ବ୍ୟାପି ସାରିଲାଣି । ଏ ପର୍ଯ୍ୟନ୍ତ ଏହାର କୌଣସି ଔଷଧ କିମ୍ବା ପ୍ରତିଷେଧକ ଟୀକା ବାହାରି ନାହିଁ । ତେବେ ଶନିବାର ଇସ୍ରାଏଲ ସରକାର ୯୦ ଦିନ ମଧ୍ୟରେ ଏହାର ଔଷଧ ତିଆରି ହୋଇଯିବ ବୋଲି ଦୃଢ଼ତା ସହକାରେ କହିଛି । ଏହାର ବିଜ୍ଞାନ ପ୍ରଯୁକ୍ତିକରଣ…

ପ୍ରଥମ ଟାଇଟଲ ଓ ଇତିହାସ ରଚିବା ଲକ୍ଷ୍ୟରେ ଭାରତ

ମେଲବୋର୍ଣ୍ଣ:ଆଇସିସି ଟି୨୦ ମହିଳା ବିଶ୍ୱକପ କ୍ରିକେଟର ଟାଇଟଲ ମୁକାବିଲା ରବିବାର ହେବ । ଭାରତ ୫ ମ୍ୟାଚରୁ ୪ ବିଜୟ ହାସଲ କରିଥିବା ବେଳେ ଗୋଟିଏ ମ୍ୟାଚ ବାତିଲ ହୋଇଥିଲା । ଅପରପକ୍ଷରେ ଅଷ୍ଟ୍ରେଲିଆ ୫ ମ୍ୟାଚରୁ ୪ ଜିତିଥିବା ବେଳେ ଲିଗ୍ ପର୍ଯ୍ୟାୟରେ ଭାରତ ନିକଟରୁ ହାରିଥିଲା । ଅଷ୍ଟ୍ରେଲିଆ…

ଜାଣନ୍ତୁ କେଉଁ ଦେଶରେ କେତେ ରୋଗୀଙ୍କ ମୃତ୍ୟ ହେଲା; ୯୩ଟି ଦେଶରେ ପହଞ୍ଚିଲା କରୋନା ଭୂତାଣୁ !

ନୂଆଦିଲ୍ଲୀ: କରୋନା ଭୂତାଣୁର ସଂକ୍ରମଣରେ ବିଶ୍ୱର ଅଧିକାଂଶ ଦେଶ ସଂକ୍ରମିତ ହୋଇସାରିଛନ୍ତି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏହି ସଂକ୍ରମଣକୁ ଏକ ଜରୁରୀକାଳୀନ ଜନସ୍ୱାସ୍ଥ୍ୟ ସମସ୍ୟା ଭାବରେ ଘୋଷଣା କରିସାରିଛି । ଡବ୍ଲ୍ୟୁଏଚଓ ପକ୍ଷରୁ କୁହାଯାଇଛି ଯେ, ଏହି ମରଣାନ୍ତକ ରୋଗ ଲାଗି ଜନ ସଚେତନତା ତଥା…

ଭାରତ-ଅଷ୍ଟ୍ରେଲିଆ ଫାଇନାଲ: ୭୫ ହଜାର ଟିକେଟ ବିକ୍ରି

ମେଲବୋର୍ଣ୍ଣ:ମେଲବୋର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡରେ ରବିବାର ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟ ଆଇସିସି ଟି୨୦ ମହିଳା ବିଶ୍ୱକପ ଫାଇନାଲ ମ୍ୟାଚ ଖେଳାଯିବ । ଫାଇନାଲ ପ୍ରତି ଦର୍ଶକଙ୍କ ବେଶ୍ ଉତ୍କଣ୍ଠା ରହିଛି । ରିପୋର୍ଟ ମୁତାବକ ୧ ଲକ୍ଷ କ୍ଷମତା ବିଶିଷ୍ଟ ଏହି ଷ୍ଟାଡିୟମର ୭୫ ହଜାର ଟିକେଟ ବିକ୍ରି…

ବନ ବିଭାଗ ହାତରେ ଧରାପଡିଲା ଜଙ୍ଗଲୀ ଭାଲୁ

ନବରଙ୍ଗପୁର: ୫ଜଣ ବନ ଅଧିକାରୀଙ୍କ ମିଳିତ ଟିମ ଏକ ଜଙ୍ଗଲୀ ଭାଲୁକୁ ଧରିବାରେ ସଫଳ ହୋଇଛନ୍ତି । ଭାଲୁଟି ନବରଙ୍ଗପୁର ଜିଲ୍ଲାର ଦହଣା ଓ ଅନ୍ତସରା ଗ୍ରାମବାସୀଙ୍କୁ ହଇରାଣ କରୁଥିଲା । ବିଭାଗୀୟ ବନ ଅଧିକାରୀ(ଡିଏଫଓ)ଙ୍କ ଦ୍ୱାରା ଗଠିତ ଟିମ୍ ଗତ ୪ଦିନ ଧରି ଭାଲୁକୁ ଧରିବାକୁ ଚେଷ୍ଟା କରୁଥିଲେ ।…

ଚିକେନ ବଜାରକୁ କରୋନା ଝଟକା; କ୍ଷତି ସହୁଛନ୍ତି ଚାଷୀ ଓ ବ୍ୟବସାୟୀ

ଭୁବନେଶ୍ୱର: ଚିକେନ କରୋନା ଭାଇରସର ବାହକ ବୋଲି ହେଉଥିବା ଗୁଜବ ପାଇଁ ଓଡିଶାରେ କୁକୁଡା ବ୍ୟବସାୟ ମାନ୍ଦାରେ ଚାଲିଛି । ଅଲ ଇଣ୍ଡିଆ ପୋଲଟ୍ରି ଫୋରମ(ଏଓପିଏଫ) ଅନୁସାରେ, ପୂର୍ବରୁ ପ୍ରତି ସପ୍ତାହରେ ୭୦ ଲକ୍ଷ କିଲୋ ଚିକେନ ବି୍ରକି ହେଉଥିଲା । ଏହା ତୁଳନାରେ ଏଥିରେ ୩୦ରୁ ୪୦ ପ୍ରତିଶତ ହ୍ରାସ…