Latest Odisha News

BREAKING NEWS

ଭୁବନେଶ୍ୱର ଆରଏମଆରସିରେ ହେବ କରୋନା ଟେଷ୍ଟିଂ ସୁବିଧା

ଭୁବନେଶ୍ୱର: ଓଡିଶାରେ ଏପର୍ଯ୍ୟନ୍ତ ନୋଭେଲ କରୋନା ଭାଇରସ ମାମଲାର ପଜିଟିଭ ରିପୋର୍ଟ ଆସିନି । ତଥାପି ରାଜ୍ୟ ସରକାର କରୋନା ମୁକାବିଲା ପାଇଁ ପ୍ରସ୍ତୁତ ଅଛନ୍ତି ବୋଲି ଜଣେ ସ୍ୱାସ୍ଥ୍ୟ ଅଧିକାରୀ କହିଛନ୍ତି । ସ୍ୱାସ୍ଥ୍ୟ ଅଧିକାରୀ କହିଛନ୍ତିି, “ସରକାର କରୋନା ରୋଗୀଙ୍କ ଚିକିତ୍ସା ପାଇଁ…

ଟାଇମ ପତ୍ରିକାର ୧୦୦ ମହାନ ମହିଳାଙ୍କ ତାଲିକାରେ ଇନ୍ଦିରା ଗାନ୍ଧୀ, ଅମୃତ କୌର

ନୂଆଦିଲ୍ଲୀ: ଭାରତର ପୂର୍ବ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଓ ସ୍ୱାଧୀନତା ସଂଗ୍ରାମୀ ରାଜକୁମାରୀ ଅମୃତ କୌର ଟାଇମ ପତ୍ରିକାର ୧୦୦ ମହାନ ମହିଳାଙ୍କ ମଧ୍ୟରେ ସ୍ଥାନ ପାଇଛି । ଗତ ଶତାବ୍ଦୀରେ ଏହି ମହିଳାମାନେ ବିଭିନ୍ନ ମାଧ୍ୟମରେ ବିଶ୍ୱକୁ ନୂତନ ଦିଗ ପ୍ରଦାନ କରିଥିଲେ । ଇନ୍ଦିରା…

ଆଜିଠୁ ମଞ୍ଜରୀ ଟିଭିରେ ନୂଆ ହାସ୍ୟ ଧାରାବାହିକ ‘କିଡନାପ କମ୍ପାନୀ’

ଭୁବନେଶ୍ୱର: ଆଜି ଠାରୁ ମନୋରଞ୍ଜନ ଚ୍ୟାନେଲ ମଞ୍ଜରୀ ଟିଭିରେ ନୂଆ ହାସ୍ୟରସାତ୍ମକ ଧାରାବାହିକ ‘କିଡନାପ କମ୍ପାନୀ’ ପ୍ରସାରିତ ହେବ । ପ୍ରତି ଶୁକ୍ରବାର ଓ ଶନିବାର ରାତି ୯ଟା ସମୟରେ ଏହା ପ୍ରସାରିତ ହେବ । ତିନି ଜଣ ବିଫଳ ବ୍ୟକ୍ତିଙ୍କୁ ନେଇ ଏହି ଧାରାବାହିକର କାହାଣୀ ତିଆରି ହୋଇଛି । ଏଥିରେ…

ସୁରକ୍ଷା ନେଇ ପଦଯାତ୍ରା: ବେଦାନ୍ତ ଲାଞ୍ଜଗଡ଼ରେ ଜାତୀୟ ସୁରକ୍ଷା ସପ୍ତାହ ଉଦଘାଟିତ

ଲାଞ୍ଜିଗଡ଼: ବେଦାନ୍ତ ଲାଞ୍ଜିଗଡ଼ରେ ଜାତୀୟ ସୁରକ୍ଷା ସପ୍ତାହର ଉଦଘାଟନ ଦିବସ ଅବସରରେ ସୁରକ୍ଷା ସଚେତନତା ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ୧୦୦୦ରୁ ଅଧିକ କର୍ମଚାରୀ ଶୂନ୍ୟ କ୍ଷତି ସମ୍ପର୍କିତ ସ୍ଲୋଗାନ ଦେଇ ପଦଯାତ୍ରାରେ ସାମିଲ୍ ହୋଇଥିଲେ । ଏହି ପଦଯାତ୍ରାରେ ମୁଖ୍ୟ…

ଅସ୍ତରଙ୍ଗ ବେଳାଭୂମିରୁ ୩୦ ଫୁଟର ମୃତ ତିମି ମାଛ ଉଦ୍ଧାର

ପୁରୀ: ଗୁରୁବାର ଦିନ ପୁରୀ ଜିଲ୍ଲାର ଅସ୍ତରଙ୍ଗ ବେଳାଭୂମିରେ ତିମି ମାଛର ମୃତଦେହ ଠାବ ହୋଇଛି । ଏକ ଜାହାଜ କିମ୍ବା ଟ୍ରଲର ଧକ୍କାରେ ତିମିର ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି । କିଛି ସ୍ଥାନୀୟ ଲୋକେ ୩୦ ଫୁଟର ତିମି ମାଛର ଶବ ଦେଖିବା ପରେ ଶୁକ୍ରବାର ଦିନ ବନ ବିଭାଗକୁ ଖବର ଦେଇଥିଲେ ।…

ମଧ୍ୟପ୍ରଦେଶରେ କଂଗ୍ରେସ ସରକାର ବିପଦରେ

ଭୋପାଳ: ମଧ୍ୟପ୍ରଦେଶରେ କଂଗ୍ରେସ ସରକାର ବିପଦରେ ପଡିଛି । ମୁଖ୍ୟମନ୍ତ୍ରୀ କମଳନାଥ ସରକାର ବଂଚାଇବା ପାଇଁ ଯଥାସମ୍ଭବ ଉଦ୍ୟମ ଜାରି ରଖିଛନ୍ତି । ହରଦୀପ ସିଂହ ଡଙ୍ଗ ବିଧାନସଭା ସଦସ୍ୟତାରୁ ଇସ୍ତଫା  ଦେବା ପରେ ଆଉ ୭ ବିଧାୟକ ଇସ୍ତଫା ଦେବା ନେଇ ଚର୍ଚ୍ଚା ହେଉଛି । ଏହାକୁ ରୋକିବା ପାଇଁ କମଲନାଥ…

ଡାନିଏଲଙ୍କ ଚୁକ୍ତି ମିଆଦ ବୃଦ୍ଧି କଲା ଓଡିଶା ଏଫସି

ଭୁବନେଶ୍ୱର: ଓଡିଶା ଏଫସି ସେଂଟର ଫରୱାର୍ଡ ଡାନିଏଲ ଲାଲଲିମ୍ପୁଆଙ୍କ ଚୁକ୍ତି ସମୟ ସୀମା ବୃଦ୍ଧି କରାଇଛି । ମିଜୋରମର ଏହି ଷ୍ଟାର ଖେଳାଳୀ ୨୦୨୨ ପର୍ଯ୍ୟନ୍ତ ଇଣ୍ଡିଆନ ସୁପର ଲିଗ୍ ଫୁଟବଲର ଓଡିଶା ଟିମ୍ ସହିତ ରହିବେ । ଡାନିଏଲ ଚେନ୍ନାଇନ୍ ଏଫସି ଓ ବେଙ୍ଗାଲୁରୁ ଏଫସି ପକ୍ଷରୁ ଖେଳି ସାରିଛନ୍ତି…

ରିଲିଜ ହେଲା ଚଳଚ୍ଚିତ୍ର ଲଭ୍ ଫିଭର, ହୀରାଲାଲ ମୋତିଲାଲ୍‌ର ଅଡିଓ

ଭୁବନେଶ୍ୱର: ଓଡିଆ ଚଳଚ୍ଚିତ୍ର ‘ଲଭ୍ ଫିଭର’ ଓ ‘ହୀରାଲାଲ ମୋତିଲାଲ’ର ଅଡିଓ ରିଲିଜ କାର୍ଯ୍ୟକ୍ରମ ଭୁବନେଶ୍ୱରରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ସମାଜସେବୀ ଶଶିକୁମାର ସାହୁ ଓ ସମ୍ମାନିତ ଅତିଥି ଭାବେ ସଂଳାପକାର ଡକ୍ଟର ରଜନୀ ରଂଜନ ପ୍ରମୁଖ ଯୋଗ ଦେଇଥିଲେ । ପ୍ରଯୋଜକ…

ଭୁବନେଶ୍ୱର ହୋଟେଲରୁ ଠାବ ହେଲେ ଏସସିବିରୁ ନିଖୋଜ କରୋନା ସନ୍ଦିଗ୍ଧ

କଟକ: ଏସସିବି ମେଡିକାଲର ଆଇସୋଲେସନ ୱାର୍ଡରୁ ନିଖୋଜ ହୋଇଥିବା ଆୟର୍ଲାଣ୍ଡ ନାଗରିକଙ୍କୁ ଭୁବନେଶ୍ୱରର ଏକ ହୋଟେଲରୁ ଠାବ କରାଯାଇଛି । ଭୁବନେଶ୍ୱର ବିମାନ ବନ୍ଦରରେ ଥର୍ମାଲ ସ୍କ୍ରିନିଂ ହେବା ପରେ ତାଙ୍କ ଶରୀରରେ ତାପମାତ୍ରା ଥିବା ଜଣାପଡିଥିଲା । ଏହାପରେ ତାଙ୍କୁ କରୋନା ସନ୍ଦେହରେ ଏସସିବି…

ବିଶ୍ୱକପ କ୍ରିକେଟ ଦ୍ୱିତୀୟ କ୍ୱାଲିଫାୟାର ଟୁର୍ନାମେଂଟ ଘୁଂଚିଲା

କୁଆଲଲୁମ୍ପୁର: କରୋନା ଭାଇରସ ଯୋଗୁ ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ ମାଲେସିଆରେ ହେବାକୁ ଥିବା ୨୦୨୩ ଚ୍ୟାଲେଞ୍ଜ ଲିଗ୍‌-ଏ କ୍ୱାଲିଫାୟର ଟୁର୍ଣ୍ଣାମେଂଟକୁ ଘୁଂଚାଇ ଦେଇଛି । ସ୍ଥିତି ନିୟନ୍ତ୍ରଣକୁ ଆସିଲେ ଖୁବ୍ ଶୀଘ୍ର ନୂତନ ତାରିଖ ଘୋଷଣା କରାଯିବ ବୋଲି ଆଇସିସି ପକ୍ଷରୁ କୁହାଯାଇଛି ।…