Latest Odisha News

BREAKING NEWS

ଯାତ୍ରୀବାହୀ ବସ ଦୁର୍ଘଟଣାଗ୍ରସ୍ତ; ୧ ମୃତ, ୧୮ ଗୁରୁତର

ରାଉରକେଲା: ସୁନ୍ଦରଗଡ ଜିଲ୍ଲା ବୀରମିତ୍ରପୁର ଥାନା ଲାସେ ନିକଟରେ ଯାତ୍ରୀବାହୀ ବସ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୧୮ଜଣରୁ ଅଧିକ ଯାତ୍ରୀ ଗୁରୁତର ଆହତ ଥିବା ଜଣାପଡିଛି । ଦୁର୍ଘଟଣାସ୍ଥଲରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଗୁରୁତର ଆହତ…

ଆସିଲା ‘ସନ୍ଦିପ ଔର ପିଙ୍କି ଫରାର’ର ଫାଷ୍ଟ ଲୁକ୍

ମୁମ୍ବାଇ: ସାମ୍ନାକୁ ଆସିଲା ବଲିଉଡର ଆଗାମୀ ଫିଲ୍ମ ‘ସନ୍ଦିପ ଔର ପିଙ୍କି ଫରାର’ର ଫାଷ୍ଟ ଲୁକ୍ । ରିଲିଜ ହୋଇଥିବା ଏହି ପୋଷ୍ଟର ଅଭିନେତା ଅର୍ଜୁନ କପୁର ଏବଂ ଅଭିନେତ୍ରୀ ପରିଣିତି ଚୋପ୍ରାଙ୍କୁ ଦେଖିବାକୁ ମିଳିିଛି । ତେବେ ଏହି ପୋଷ୍ଟରରେ ଏକ ଟ୍ୱିଷ୍ଟ ମଧ୍ୟ ରହିଛି । ସନ୍ଦିପ ଭୂମିକାରେ…

କରୋନାକୁ ନେଇ ଭୟଭୀତ ନହେବାକୁ ମୋଦୀଙ୍କ ପରାମର୍ଶ

ନୂଆଦିଲ୍ଲୀ: ଭାରତରେ କରୋନା ଭୂତାଣୁ ସଂକ୍ରମିତ ଚିହ୍ନଟ ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହାକୁ ନେଇ ଟ୍ୱିଟ୍ କରିଛନ୍ତି । ଏହି ଭାଇରାସକୁ ନେଇ ଭୟଭୀତ ନହେବା ପାଇଁ ସେ ଦେଶବାସୀଙ୍କୁ ପରାମର୍ଶ ଦେଇଛନ୍ତି । ମୋଦୀ କହିଛନ୍ତି ଯେ, କରୋନା ଭାଇରସକୁ ନେଇ ବ୍ୟାପକ ସମୀକ୍ଷା ହୋଇଛି ।…

ଆଗାମୀ ୩ଦିନ ଯାଏଁ ଓଡିଶାର ଏସବୁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର: ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ମଙ୍ଗଳବାର ଦିନ ଓଡ଼ିଶାର ଉତ୍ତର, ଦକ୍ଷିଣ ଏବଂ ଆଭ୍ୟନ୍ତରୀଣ ଜିଲ୍ଲାରେ ବଜ୍ରପାତ ଏବଂ ଘୂର୍ଣ୍ଣିବଳୟ ସହିତ ବର୍ଷା ହେବା ନେଇ ତିନି ଦିନ ଯାଏଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି। ପାଣିପାଗ କେନ୍ଦ୍ରର ଡ୍ୟୁଟି ଅଧିକାରୀ ଭୁବନେଶ୍ୱର ଅମିନ…

ପାରାଦୀପ ବନ୍ଦରରେ ୨ କରୋନା ସନ୍ଦିଗ୍ଧ ଚିହ୍ନଟ

ପାରାଦୀପ: ବିଶ୍ୱବ୍ୟାପୀ ମାରାତ୍ମକ ଭୂତାଣୁ କରୋନା ଦିନକୁ ଦିନ ଘାତକ ହେବାରେ ଲାଗିଛି । ଆଜି ପାରାଦୀପ ବନ୍ଦରରୁ ୨ କରୋନା ସନ୍ଦିଗ୍ଧଙ୍କୁ ଚିହ୍ନଟ କରାଯାଇଛି । ଏହି ଦୁଇ ଜଣ ହେଉଛନ୍ତି ଦମ୍ପତି । ଉଭୟ ସ୍ୱାସୀ ଓ ସ୍ତ୍ରୀ ଭାରତୀୟ ବୋଲି ଜଣାପଡିଛି । ସିଙ୍ଗାପୁରରୁ ପାରାଦୀପ ବନ୍ଦରକୁ ଆସି…

ବଜ୍ରପାତ ସହ ବର୍ଷା ଆଶଙ୍କା: ୩ଟି ଜିଲ୍ଲାକୁ ପାଣିପାଗ କେନ୍ଦ୍ରର ସତର୍କ ସୂଚନା

ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ରାଜ୍ୟର ପ୍ରାୟ ୩ଟି ଜିଲ୍ଲାରେ ବର୍ଷା ସହ ଘଡଘଡିର ସମ୍ଭାବନା ରହିଥିବା ନେଇ ସୋମବାର ଦିନ ପୂର୍ବାନୁମାନ କରାଯାଇଛି । ପାଣିପାଗ ବିଭାଗର ସଦ୍ୟ ବୁଲେଟିନ୍ ଅନୁଯାୟୀ ବାଲେଶ୍ୱର, ମୟୂରଭଞ୍ଜ ଓ କେନ୍ଦୁଝର ଆଦି ଜିଲ୍ଲାର…

ମୋଦୀଙ୍କ ଟ୍ୱିଟ୍‌, ମହିଳାଙ୍କ ପାଇଁ ସମର୍ପିତ ହେବ ସୋସିଆଲ ମିଡିଆ ଆକାଉଂଟ

ନୂଆଦିଲ୍ଲୀ: ସୋସିଆଲ ମିଡିଆ ଛାଡିବା ନେଇ ଲାଗି ରହିଥିବା ସସ୍‌ପେନ୍ସ ଉପରୁ ପରଦା ଉଠାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସେ ଆଜି ଟ୍ୱିଟ୍ କରିଛନ୍ତି ଯେ, ମୁଁ ସୋସିଆଲ ମିଡିଆ ଛାଡୁନାହିଁ । ମହିଳାଙ୍କ ଯୋଗଦାନ ପାଇଁ ସମର୍ପିତ ହେବ ତାଙ୍କ ଆକାଉଂଟ । ମହିଳା ଦିବସରେ ପ୍ରେରଣା…

ରାସ୍ତା ମଝିରେ ଘଣ୍ଟାଘଣ୍ଟା ଧରି ଛିଡାହେଲା ହାତୀ, ଲୋକେ ଭୟଭୀତ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାର କର୍ଲାପାଟ ଜଙ୍ଗଲ ଅଞ୍ଚଳରେ ମଙ୍ଗଳବାର ଦିନ ଏକ ହାତୀ ପ୍ରାୟ ଦୁଇ ଘଣ୍ଟା ଧରି ରାସ୍ତା ଅବରୋଧ କରିବା ଫଳରେ ଯାତ୍ରୀ ମାନଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି। ଖବର ଅନୁଯାୟୀ, ୪୦ ଜଣ ଯାତ୍ରୀଙ୍କୁ ନେଇ ଓଡ଼ିଶା ରାଜ୍ୟ ସଡକ ପରିବହନ ନିଗମ (ଓଏସଆରଟିସି) ବସ୍…

କରୋନା ପାଇଁ ଭୁବନେଶ୍ୱର ବିମାନ ବନ୍ଦରରେ ବଢ଼ିଲା କଟକଣା

ଭୁବନେଶ୍ୱର: ମାରାତ୍ମକ ଭୂତାଣୁ କରୋନା ଏବେ ନିଜ କାୟା ସାରା ବିଶ୍ୱକୁ ବିସ୍ତାର କିରବାରେ ଲାଗିଛି । ତେବେ ଏଥିରୁ ବର୍ତ୍ତିବା ପାଇଁ ଭୁବନେଶ୍ୱରରେ ଆରମ୍ଭ ହୋଇଛି ପ୍ରସ୍ତୁତି । କରୋନାକୁ ନେଇ ଭୁବନେଶ୍ୱର ବିମାନବନ୍ଦରରେ କଟକଣା ବଢ଼ାଇ ଦିଆଯାଇଛି । ମାରାତ୍ମକ ଭୂତାଣୁ ଦାଉରୁ ଦେଶକୁ ସୁରକ୍ଷିତ…

ଦିଲ୍ଲୀ ହିଂସା: ଗିରଫ ହେଲା ମୋଷ୍ଟ ୱାଟେଂଡ ଶାହାରୁଖ

ନୂଆଦିଲ୍ଲୀ: ଦିଲ୍ଲୀ ହିଂସାରେ ପୋଲିସକୁ ବନ୍ଧୁକ ଦେଖାଇ ଚର୍ଚ୍ଚାକୁ ଆସିଥିବା ମୋଷ୍ଟ ୱାଟେଂଡ ମହମ୍ମଦ ଶାହାରୁଖକୁ ପୋଲିସ ଗିରଫ କରିଛି । ଉତ୍ତରପ୍ରଦେଶର ସାମଲିରୁ ଦିଲ୍ଲୀ କ୍ରାଇମବ୍ରାଂଚ ତାକୁ ଗରିଫ କରିଥିବା ସୂଚନା ମିଳିଛି । ଫେବୃଆରୀ ୨୪ରେ ଦିଲ୍ଲୀ ହିଂସା ବେଳେ ଶାହାରୁଖ ପୋଲିସ ଉପରକୁ…