ଫିଫା ବିଶ୍ୱକପ ଯୋଗ୍ୟତାପର୍ଯ୍ୟାୟ:ଭାରତୀୟ ସମ୍ଭାବ୍ୟ ଦଳରେ ସୁଯୋଗ ପାଇଲେ ଓଡିଶାର ଶୁଭମ
ଭୁବନେଶ୍ୱର:ଫିଫା ବିଶ୍ୱକପ ୨୦୨୨ ଯୋଗ୍ୟତାପର୍ଯ୍ୟାୟ ମ୍ୟାଚ ପାଇଁ ହେବାକୁ ଥିବା ମୁକାବିଲାରେ ଭାରତୀୟ ସମ୍ଭାବ୍ୟ ଦଳରେ ସ୍ଥ୍ାନ ପାଇଛନ୍ତି ଓଡିଶାର ଶୁଭମ ଷଡଙ୍ଗୀ । ଗ୍ରୁପ ଇ’ର ମାର୍ଚ୍ଚ ୨୬ରେ କତାର ବିପକ୍ଷ ମୁକାବିଲା ପାଇଁ ସେ ଦଳରେ ସ୍ଥାନ ପାଇଛନ୍ତି । ଗୁୁରୁବାର ମୁଖ୍ୟ କୋଚ ଆଇଗର…