Latest Odisha News

BREAKING NEWS

ନାଗରିକତା ନିଆଁରେ ଜଳୁଛି ଦିଲ୍ଲୀ: ଶାନ୍ତି ବଜାଇ ରଖିବାକୁ ପ୍ରଧାନମନ୍ତ୍ରୀଙ୍କ ଅପିଲ

ନୂଆଦିଲ୍ଲୀ: ନଗରିକତା ଆଇନକୁ ବିରୋଧ କରି ଜଳୁଛି ଦେଶର ରାଜଧାନୀ। ସିଏଏ ବିରୋଧୀ ଓ ସପକ୍ଷବାଦୀଙ୍କ ମଧ୍ୟରେ ସୃଷ୍ଟ ହିଂସା ଏବେ ଅଣାୟତ୍ତ ହେବାରେ ଲାଗିଛି । ଏହି ହିଂସା ଯୋଗୁଁ ଉତ୍ତର-ପୂର୍ବ ଦିଲ୍ଲୀରେ ୨୦ ରୁ ଉର୍ଦ୍ଧ୍ବ ପ୍ରାଣ ହାନି ଘଟିଲାଣି । ଦେଶର ରାଜଧାନୀରେ ଏପରି ଅପ୍ରୀତିକର…

ଦିଲ୍ଲୀ ପୋଲିସକୁ ହାଇକୋର୍ଟଙ୍କ ଭର୍ତ୍ସନା, ୧୯୮୪ର ପୁନରାବୃତ୍ତି ନ ହେଉ

ନୂଆଦିଲ୍ଲୀ: ଦିଲ୍ଲୀରେ ନାଗରିକତା ହିଂସା ଉଗ୍ର ହେବାରେ ଲାଗିଛି । ହିଂସା ଯୋଗୁଁ ଏଯାଏଁ ୨୨ ଜଣଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ୨ ଜଣ ପୋଳିସ କର୍ମଚାରୀ ଥିବା ଜଣାପଡିଛି । ସେପଟେ ଏହି ହିଂସାକୁ ନେଇ ଦିଲ୍ଲୀ ହାଇକୋର୍ଟ ଉଦ୍‌ବେଗ ପ୍ରକାଶ କରିଛନ୍ତି । ଏହାସହ କୋର୍ଟ ଦିଲ୍ଲୀ ପୋଲିସକୁ…

ରସୁଲଗଡ ଓଭରବ୍ରିଜ୍‌ରେ ଫାଟ, ଲୋକେ ଆତଙ୍କିତ

ଭୁବନେଶ୍ୱର: ରସୁଲଗଡ ଓଭରବ୍ରିଜରେ ସୃଷ୍ଟି ହୋଇଛି ଫାଟ । ଓଭରବ୍ରିଜର ସଂଯୋଗ ସ୍ଥଳରେ ଏକ ବିରାଟ ପଥର ଖଣ୍ଡ ଝୁଲି ରହିଥିବା ଦେଖିବାକୁ ମିଳିଛି । ଏହାକୁ ଦେଖି ଲୋକେ ଆତଙ୍କିତ ହୋଇପଡିଛନ୍ତି । ଓଭରବ୍ରିଜ ଉପର ଦେଇ ଶହ ଶହ ଗାଡିମଟ ଯିବା ଆସିବା କରୁଛି । ସେହିପରି ତଳେ ମଧ୍ୟ ଲୋକେ ଯିବା ଆସିବା…

ଜୁନ ପ୍ରଥମ ସପ୍ତାହରେ ଘୋଷିତ ହେବ +୨ ପରୀକ୍ଷା ଫଳାଫଳ

ଭୁବନେଶ୍ୱର: ଓଡ଼ିଶାରେ ଅନୁଷ୍ଠିତ ହେଉଥିବା +୨ ପରୀକ୍ଷା ଫଳାଫଳ ଜୁନ ମାସ ପ୍ରଥମ ସପ୍ତାହରେ ଘୋଷଣା କରାଯିବ ବୋଲି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ବୁଧବାର ଦିନ କହିଛନ୍ତି । ଗଣମାଧ୍ୟମକୁ ସୂଚନାଦେଇ ମନ୍ତ୍ରୀ ଶ୍ରୀ ଦାଶ କହିଛନ୍ତି ଯେ, ଏପ୍ରିଲ ପ୍ରଥମ ସପ୍ତାହରେ +୨…

ଜାତୀୟ ଅନୁପାତରେ ଓଡ଼ିଶାରେ ଖର୍ଚ୍ଚ ହେଉଛି ଅଧିକ ଇନ୍ଧନ: ମନ୍ତ୍ରୀ

ଭୁବନେଶ୍ୱର:ଓଡ଼ିଶାରେ ଜାତୀୟ ଅନୁପାତ ତୁଳନାରେ ଅଧିକ ପେଟ୍ରୋଲ ଓ ଡିଜେଲ ବ୍ୟବହାର ହେଉଥିବା ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ବୁଧବାର ଦିନ ବିଧାନସଭାରେ ଉତ୍ତର ରଖିଛନ୍ତି । ମନ୍ତ୍ରୀ ପ୍ରଦାନ କରିଥିବା ସୂଚନା ଅନୁସାରେ, ରାଜ୍ୟରେ ପେଟ୍ରୋଲ ବ୍ୟବହାର…

ବାପାଙ୍କ ଆତ୍ମଜୀବନୀ ଉପରେ ଫିଲ୍ମ କରିବାକୁ ଚାହାନ୍ତି ରିତେଶ

ମୁମ୍ବାଇ: ବାପା ବିଳାସରାଓ ଦେଶମୁଖଙ୍କ ଆତ୍ମଜୀବନୀ ଉପରେ ଏକ ଫିଲ୍ମ କରିବାକୁ ଚାହାନ୍ତି ବଲିଉଡର ଷ୍ଟାର ଅଭିନେତା ରିତେଶ ଦେଶମୁଖ । ବାଗୀ-୩ ଫିଲ୍ମ ପ୍ରମୋଶନ କରିବା ଅବସରରେ ରିତେଶ ତାଙ୍କ ମନକଥା କହିଥିଲେ । ବିଳାସ ରାଓ ଦେଶମୁଖ ୨ଥର ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ରହିଛନ୍ତି । ବାପାଙ୍କ…

ଜନବସତିକୁ ହାତୀ ନ’ଆସିବା ଲାଗି ରାଜ୍ୟ ସରକାରଙ୍କ ନୂଆ ଉପାୟ; ସୃଷ୍ଟି ହେବ ନୂଆ ଜଙ୍ଗଲ

ଭୁବନେଶ୍ୱର: ଜନବସତି ଅଞ୍ଚଳକୁ ହାତୀ ପ୍ରବେଶ ବନ୍ଦ କରିବାକୁ ଓଡ଼ିଶା ସରକାର ନୂତନ ଯୋଜନା ହାତକୁ ନେବାକୁ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ହାତୀ ମାନଙ୍କ ଲାଗି ଖାଦ୍ୟ ଉପଯୋଗୀ ଜଙ୍ଗଲ ସୃଷ୍ଟି କରାଯିବ । ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ପ୍ରାୟ ୧,୨୫୦ ଏକର ପରିମିତ ଜମିରେ ନୂଆ ଜଙ୍ଗଲ…

ମାଓ ଭୟରେ ପୋଲିସର ପଛଘୁଂଚା; ବାଇକରେ ବୁହା ହେଲା ଶବ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଅଭାବନୀୟ ଘଟଣା । ମାଓବାଦୀଙ୍କ ଗୁଳିରେ ମୃତ ଜଣେ ଆଦିବାସୀଙ୍କ ଶବକୁ ତାଙ୍କ ପରିବାର ଲୋକେ ପୋଷ୍ଟମର୍ଟମ ପାଇଁ ନେବାକୁ ବାଧ୍ୟ ହୋଇଛନ୍ତି । ସେଠାକାର ସ୍ଥାନୀୟ ପୋଲିସ ମାଓବାଦୀଙ୍କ ଭୟରେ ସେହି ଗାଁକୁ ପ୍ରବେଶ କରିବାକୁ ଡରୁଥିବା ଜଣାପଡିଛି ।…

ଦୁବାଇ ଏଜୁକେସନ କନଫରେନ୍ସ- ୨୦୨୦’ରେ ଯୋଗଦେଲେ ଓଏଭିଏସ ଉପଦେଷ୍ଟା ଡ଼ଃ ବିଜୟ ସାହୁ

ଯେତେବେଳେ ସାରା ଦେଶର ଶିକ୍ଷାବିତମାନେ କୌଣସି ବୈଠକରେ ଏକାଠି ହୁଅନ୍ତି, ସେତେବେଳେ ଶିକ୍ଷାର ମାନ ତଥା ଗୁଣବତ୍ତା ଉପରେ ଭାବର ଆଦାନ ପ୍ରଦାନ ହୋଇଥାଏ । ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଙ୍ଗଠନ (ଓଏଭିଏସ)ର ପରାମର୍ଶଦାତା ଡ. ବିଜୟ କୁମାର ସାହୁ ଦୁବାଇରେ ଆୟୋଜିତ ‘ଦୁବାଇ ଏଜୁକେସନ କନଫରେନ୍ସ -…

ସିଏଏ ହିଂସା: ଅମିତ ଶାହାଙ୍କ ଇସ୍ତଫା ଦାବି କଲେ ସୋନିଆ

ନୂଆଦିଲ୍ଲୀ: ଦିଲ୍ଲୀରେ ଜଳୁଥିବା ନାଗିରକତା ନିଆଁକୁ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କରିଛି କଂଗ୍ରେସ । କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ଅଧ୍ୟକ୍ଷତାରେ ଆଜି କଂଗ୍ରେସର ଏକ ବୈଠକ ବସିଥିଲା । ଏହାପରେ ସାମ୍ବାଦିକ ସମ୍ମିଳନୀ କରି ସେ…