Latest Odisha News

BREAKING NEWS

ପାଣି ସୁଅରେ ଭାସିଗଲା ଟ୍ରକ, ଡ୍ରାଇଭର ମୃତ

ପାଟଣା: ଲଗାଣ ବର୍ଷା ଯୋଗୁଁ ବେହାଲ କେନ୍ଦୁଝର ଜିଲ୍ଲା । କେନ୍ଦୁଝର ମୟୁରଭଞ୍ଜ ସୀମାନ୍ତ ବୈତରଣୀ ନଦୀର ଛୋଟ ପୋଲ ଉପରେ ପାଣି ଚାଲୁଥିବା ବେଳେ ଏକ ୧୪ ଚକିଆ ଟ୍ରକ୍ ସମ୍ପୂର୍ଣ୍ଣ ବୁଡିଯାଇଛି । ପ୍ରଖର ସ୍ରୋତରେ ଟ୍ରକ୍ ଭାସି ଯାଇ ଡ୍ରାଇଭରଙ୍କ ମୃତ୍ୟୁ ଘଟିଛି । ମୃତ ଡ୍ରାଇଭରଙ୍କ ପରିଚୟ ମିଳି…

ନୃତ୍ୟରତା ବର୍ଷା

ସୁସ୍ମିତା ମହାପାତ୍ର ସହରର ମାଳମାଳ ଆଟୋପ ଅଟ୍ଟାଳିକାରେ ଇନ୍ଦ୍ରଧନୁ କୋଳେ ଅବା ପାହାଡ଼ ଜଙ୍ଗଲ ଘେରା ମଫସଲ ମଥାନରେ ବାଳୁତ ଶିଶୁଙ୍କ ମେଳେ ଅନାହାର ମୃତ୍ୟୁ ବେଳେ, ନୃତ୍ୟରତା ସିଏ କାଳେକାଳେ । ଆଷାଢ଼ର ଆଲିଙ୍ଗନେ ଆଉ ଶ୍ରାବଣର ସାନିଧ୍ୟରେ ମଜ୍ଜି ବିଭୋର ପଣରେ ନାଚୁଥାଏ…

ସୁଶାନ୍ତ ସିଂଙ୍କ ଲାପଟପ୍‌ରୁ କିଏ ଡିଲିଟ କଲା ଡାଟା?

ମୁମ୍ବାଇ: ଆତ୍ମହତ୍ୟା ନା ହତ୍ୟା । ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ନେଇ ଦିନକୁ ଦିନ ବଢ଼ୁଛି ସନ୍ଦେହ । ତେବେ ଏହାରି ଭିତରେ ଆଜି ଆଉ ଏକ ନୂଆ ତଥ୍ୟ ସାମ୍ନାକୁ ଆସିଛି । ସୁଶାନ୍ତଙ୍କ ମୋବାଇଲ ଓ ଲାପଟପରୁ ତଥ୍ୟ ଡିଲିଟ ହୋଇଛି । କେବଳ ସେତିକି ନୁହେଁ ତାଙ୍କର ଜବତ ହୋଇଥିବା…

କମଲା ବନାମ ନିକ୍କି: ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଭାରତୀୟ ବଂଶୋଦ୍ଭବ ଟକ୍କର

ଓ୍ୱାଶିଂଟନ୍: ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଫୋକସରେ ରହିବେ ଭାରତୀୟ । ସେଠାରେ ରହୁଥିବା ଭାରତୀୟଙ୍କୁ ନିଜ ସପକ୍ଷରେ ଟାଣିବା ପାଇଁ କସରତ ଆରମ୍ଭ ହୋଇଛି । ଭାରତୀୟ ବଂଶୋଦ୍ଭବ କମଲା ହାରିସଙ୍କୁ ଟ୍ରମ୍ପ କାର୍ଡ କରିଛି ଡେମୋକ୍ରାଟିକ୍ ପାର୍ଟି। ତାଙ୍କୁ ଉପରାଷ୍ଟ୍ରପତି ପ୍ରାର୍ଥୀ…

ଲକଡାଉନ୍ ଯୋଗୁଁ ସୃଷ୍ଟି ହୋଇଛି ଅର୍ଥନୈତିକ ସଂକଟ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: କରୋନା ପାଇଁ ଦେଶରେ ଲାଗୁ ହୋଇଥିଲା କଡା ଲକ୍‌ଡାଉନ୍ । ଏହି କଟକଣା ଯୋଗୁଁ ଆଦି ଦେଶରେ ବ୍ୟାପକ ଅର୍ଥନୈତିକ ସଂକଟ ଦେଖାଦେଇଛି ବୋଲି ସୁପ୍ରିମକୋର୍ଟ କହିଛନ୍ତି । ଆଜି ଗୋଟିଏ ଋଣ ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ଏପରି କଥା କହିଛନ୍ତି । ଏଥିସହ ମୋରାଟରିୟମ ଅବଧି ପରେ…

[ଭାଇରାଲ୍ ଭିଡିଓ] “ମୋ ବାପା ମୋତେ ମାରିଦେବେ” କୁମ୍‌କୁମ୍ ଭାଗ୍ୟ ଅଭିନେତ୍ରୀ !

ଉତ୍ତରପ୍ରଦେଶ: କୁମ୍‌କୁମ୍ ଭାଗ୍ୟ ଟିଭି ସିରିଜ୍ ଅଭିନେତ୍ରୀଙ୍କ ଭାଇରାଲ୍ ଭିଡିଓ । ନିଜ ବାପାଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଲେ ଅଭିନେତ୍ରୀ ତୃପ୍ତି ଶଙ୍ଖଧର । ମୋ ବାପା ମୋତେ ହତ୍ୟା କରିବାକୁ ଚାହୁଁଛନ୍ତି । କିଛି ଏପରି କହି ଚହଳ ସୃଷ୍ଟି କରିଛନ୍ତି ତୃପ୍ତି । ହେଲେ କାହିଁକି ?…

ଆଜି ଶ୍ରୀମନ୍ଦିରରେ ରାଧାଷ୍ଟମୀ ଓ ଶ୍ରୀସୁଦର୍ଶନଦେବଙ୍କ ଚାରି ଆଶ୍ରମ ବିଜେ ନୀତି ପାଳିତ

''ଶ୍ରୀ ରାଧିକା ଶୁଭେ ଜାତ ଶ୍ରୀମଦ୍ ବୃନ୍ଦାବନେଶ୍ୱରୀ, ଭାଦ୍ର ମାସେ ସୀତାଷ୍ଟମ୍ୟାଂ ମଧ୍ୟାହ୍ନ ଶୁଭଦାୟିନୀ ।'' ପୁରୁଷୋତ୍ତମ ଶ୍ରୀକୃଷ୍ଣଙ୍କର ଦକ୍ଷିଣ ଅଂଶରୁ ଶ୍ରୀରାଧାଙ୍କର ଉତ୍ପତ୍ତି ଓ ଶ୍ରୀକୃଷ୍ଣଙ୍କର ଜନ୍ମତିଥିକୁ ‘ଜନ୍ମାଷ୍ଟମୀ’ ବା ‘ହରିଜନ୍ମ’ ଇତ୍ୟାଦି ନାମରେ ପାଳନ କରାଯାଏ ଓ…

ଏବେ ସୁଦ୍ଧା ପ୍ଲାଜମା ଦାନ କଲେଣି ପୋଲିସର ୫୨ କରୋନା ଯୋଦ୍ଧା

ଭୁବନେଶ୍ୱର: ରାଜ୍ୟରେ ବଢ଼ି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ପ୍ରତିଦିନ ୨ ହଜାରରୁ ୩ହଜାର କୋଭିଡ ପଜିଟିଭ ଚିହ୍ନଟ ହେଉଛନ୍ତି । ତେବେ ସେହି ତୁଳନାରେ ସୁସ୍ଥ ହାର ମଧ୍ୟ ବଢ଼ୁଛି । ପ୍ଲାଜମା ଥେରାପି ଦ୍ୱାରା ଅନେକ ଲୋକ ସୁସ୍ଥ ହେଉଛନ୍ତି । ଏଥିପାଇଁ ରାଜ୍ୟର ଅନେକ ସ୍ଥାନରେ ପ୍ଲାଜ୍‌ମା…

ବଗଲା ଧର୍ମଶାଳା ଜମି ହଡପ ଷଡଯନ୍ତ୍ର: କଂଗ୍ରେସ

ଭୁବନେଶ୍ୱର: ପୁରୀ ବଗଲା ଜମି ସରକାର ବିକ୍ରି କରିଥିବା ନେଇ ଅଭିଯୋଗ ଉଠିଛି । ଏହାକୁ ନେଇ ଏବେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି କଂଗ୍ରେସ । ବଗଲା ଧର୍ମଶାଳା ଜମି ହଡପ କରିବା ନେଇ ଷଡଯନ୍ତ୍ର ଚାଲିଛି ବୋଲି ଆଜି ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ଅଭିଯୋଗ କରିଛି । କଂଗ୍ରେସ କହିଛି,…

ସଂସଦ ଭବନ ନିକଟରେ କଶ୍ମୀରର ସନ୍ଦିଗ୍ଧ ଯୁବକ ଅଟକ

ନୂଆଦିଲ୍ଲୀ: ସଂସଦ ଭବନ ନିକଟରେ ବୁଧବାର ସ୍ଥାନୀୟ ପୋଲିସ ଏକ ସନ୍ଦିଗ୍ଧ ଯୁବକକୁ ଅଟକ ରଖିଛି । ବିଜୟଚୌକ ନିକଟରେ ସନ୍ଦେହଜନକ ଅବସ୍ଥାରେ ବସିଥିବା ଦେଖି ପୋଲିସ ପଚରାଉଚରା କରିଥିଲା । ଯୁବକ ଜଣକ ନାମ ଏବଂ ଠିକଣା ପୋଲିସକୁ ନ କହିବାରୁ ସନ୍ଦେହ  ସୃଷ୍ଟି ହୋଇଥିଲା । ସେ ଧରିଥିବା ବ୍ୟାଗରୁ କୋଡ…