ଭାରତର ବାୟୁସେନା ବିମାନକୁ ଅନୁମତି ଦେଉନି ଚୀନ; ସଂକଟରେ ଉହାନରେ ଫସିଥିବା ଭାରତୀୟ
ବେଜିଂ: ଭାରତୀୟ ବାୟୁସେନା ବିମାନକୁ ଉହାନ ଯିବାକୁ ଦେଉନି ଚୀନ । ଏବେ ବି କରୋନା ଭାଇରସର କେନ୍ଦ୍ରସ୍ଥଳ ଚୀନର ଉହାନରେ କିଛି ଭାରତୀୟ ଫସିରହିଛନ୍ତି । ଏହି ଭାରତୀୟଙ୍କୁ ଫେରାଇ ଆଣିବା ପାଇଁ ବାୟୁସେନା ବିମାନ ସି-୧୭ ଗ୍ଲୋବମାଷ୍ଟର ଚୀନ ଯିବାର ଥିଲା । କିନ୍ତୁ ଏହି ବିମାନକୁ ଉଡାଣ ପାଇଁ…