Latest Odisha News

BREAKING NEWS

ଆଇସିସି ମହିଳା ଟି୨୦ ବିଶ୍ୱକପ: ଭାରତର ବିଜୟ ଅଭିଯାନ ଆରମ୍ଭ

ସିଡନୀ:ପୁନମ ଯାଦବଙ୍କ ଚମତ୍କାର ବୋଲିଂ ସହାୟତାରେ ଭାରତ ୧୭ ରନରେ ଅଷ୍ଟ୍ରେଲିଆକୁ ପରାସ୍ତ କରି ସମ୍ପୂର୍ଣ୍ଣ ଷ୍ଟାଇଲରେ ଆଇସିିସି ମହିଳା ଟି୨୦ ବିଶ୍ୱକପ ଅଭିଯାନ ଆରମ୍ଭ କରିଛି । ପ୍ରଥମେ ବ୍ୟାଟିଂ କରି ଭାରତ ୪ ଉଇକେଟ ବିନିମୟରେ ୧୩୨ ରନ କରିଥିଲା । ଦୀପ୍ତି ଶର୍ମା(୪୯), ଶେଫାଳୀ ବର୍ମା (୨୯)…

ମ୍ୟାଟ୍ରିକ୍ ପରୀକ୍ଷାକେନ୍ଦ୍ର ସିସିଟିଭି ଭାଙ୍ଗିବା ଘଟଣାରେ ସୁପରିନଟେଣ୍ଡେଣ୍ଟଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ:…

ଭୁବନେଶ୍ୱର: ମ୍ୟାଟ୍ରିକ୍ ପରୀକ୍ଷାକେନ୍ଦ୍ରରେ ସିସିଟିଭି କ୍ୟାମେରା ଭାଙ୍ଗିବା ସମ୍ପର୍କରେ ଗଣମାଧ୍ୟମରେ ପ୍ରକାଶିତ ହେବାପରେ ରାଜ୍ୟସରକାର ସଂପୃକ୍ତ ପରୀକ୍ଷାକେନ୍ଦ୍ରର ସୁପରିଟେଣ୍ଡେଣ୍ଟଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ଜଣାଇଛନ୍ତି । “କେତେକ ପରୀକ୍ଷା କେନ୍ଦ୍ରରେ…

କୁପୱାରାରେ ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଙ୍ଘନ; ଭାରତର ପାଲଟା ଜବାବରେ ୧ ପାକ୍ ଯବାନ ନିହତ

କୁପୱାରା: ଜମ୍ମୁ ଓ କାଶ୍ମୀରର କୁପୱାରାରେ ଗୁରୁବାର ରାତି ପାକିସ୍ତାନ ପକ୍ଷରୁ ଅସ୍ତ୍ରବିରତି ଉଲ୍ଲଙ୍ଘନ କରାଯାଇଛି । ପାଲଟା ଜବାବରେ ଭାରତୀୟ ସେନାଙ୍କ ଗୁଳିରେ ଜଣେ ପାକିସ୍ତାନୀ ଯବାନ ନିହତ ହୋଇଥିବାବେଳେ ଅନେକ ଆହତ ହୋଇଥିବା ସୂଚନା ମିଳିଛି । ସେନାର ସୂଚନା ମୁତାବକ, ପାକିସ୍ତାନ…

ଶିବରାତ୍ରି ଅବସରରେ ଅଘଟଣ; ପାହାଡରୁ ପଥର ଖସି ୧୫ ଶ୍ରଦ୍ଧାଳୁ ଆହତ

ରାଉରକେଲା: ସୁନ୍ଦରଗଡ ଜିଲ୍ଲାରେ ଶିବରାତ୍ରି ଅବସରରେ ବଡ ଅଘଟଣ ଘଟିଛି । ରାଉରକେଲାର ହାତୀବାରୀ ପୋଲିସ ସୀମା ଅଧିନରେ ଥିବା କନ୍ଦରକେଲାରେ ଜଟିଆ ବାବା ପାହାଡରୁ ପଥର ଖସି ୧୫ଜଣ ଶ୍ରଦ୍ଧାଳୁ ଆହତ ହୋଇଛନ୍ତି । ସୂଚନା ମୁତାବକ, ଶିବରାତ୍ରି ଅବସରରେ ଶ୍ରଦ୍ଧାଳୁମାନେ ଦର୍ଶନ ଲାଗି ପାହାଡ ଉପରେ…

ବିଜେଡି ଘୋଷଣା କଲା ଜିଲ୍ଲା ସଭାପତି ତାଲିକା; ଜାଣନ୍ତୁ ଆପଣଙ୍କ ଜିଲ୍ଲାର ସଭାପତି କିଏ ?

ଭୁବନେଶ୍ୱର: ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଜିଲ୍ଲା ସଭାପତି ତାଲିକା ଘୋଷଣା କରିଛନ୍ତି  । ୩୩ଜଣ ସଭାପତିଙ୍କ ମଧ୍ୟରେ ୧୪ଜଣ ହେଉଛନ୍ତି ପୁରୁଣା ଓ ୧୯ଜଣ ନୂଆ ଚେହେରା ରହିଛନ୍ତି । ଅନଗୁଳର ବିଜେଡି ଜିଲ୍ଲା ସଭାପତି ହେଲେ ମହେନ୍ଦ୍ର ବସ୍ତିଆ । ବାଲେଶ୍ୱରରେ ରବିନ୍ଦ୍ର…

ଆଧୁନିକ ଓଡିଆ ସାହିତ୍ୟର ଅନ୍ୟତମ ପୁରୋଧା ରାଧାମୋହନ ଗଡନାୟକଙ୍କ ଶ୍ରାଦ୍ଧବାର୍ଷିକୀ; ଜାଣନ୍ତୁ ତାଙ୍କ ଜୀବନ କାହାଣୀ

ଭୁବନେଶ୍ୱର: କୁହାଯାଏ କବିବର ରାଧାନାଥ ରାୟ ଉନବିଂଶ ଶତାବ୍ଦୀର ଉତ୍ତର ଭାଗରେ ଯେଉଁ ଆଧୁନିକ ଓଡିଆ କାବ୍ୟ-ସାହିତ୍ୟର ଯେଉଁ ସୌଧ ନିର୍ମାଣ କରିଥିଲେ, ପରବର୍ତ୍ତୀ ସମୟରେ ରାଧାମୋହନ ଗଡନାୟକ ଏକ ବିଶେଷ ଅଂଶ ସମ୍ପୂର୍ଣ୍ଣ କରିପାରିଥିଲେ । ୧୯୧୧ ମସିହାରେ ଅନୁଗୁଳ ସହରରେ ସେ ଜନ୍ମ ଗ୍ରହଣ…

ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଆଚାର୍ଯ୍ୟ ହରିହରଙ୍କ ଶ୍ରାଦ୍ଧବାର୍ଷିକୀ, ଜାଣନ୍ତୁ ତାଙ୍କ ସମ୍ପର୍କରେ…

ଭୁବନେଶ୍ୱର: ପଞ୍ଚସଖା ଯୁଗର ଶେଷ ସଖା ଭାବେ ଖୁବ୍ ପରିଚିତ ଥିଲେ ଆଚାର୍ଯ୍ୟ ହରିହର । ଏପରିକି ସତ୍ୟବାଦୀର ଯେଉଁ ପଞ୍ଚସଖା ପ୍ରାୟ ଅର୍ଦ୍ଧ ଶତାବ୍ଦୀ ଧରି ସ୍ୱତନ୍ତ୍ର ପ୍ରଦେଶ ଗଠନ, ଆଦର୍ଶ ଶିକ୍ଷାଦାନ ଓ ଜନସେବାରେ ବ୍ରତୀ ହୋଇଥିଲେ, ସେମାନଙ୍କ ମଧ୍ୟରୁ ସେ ଅନ୍ୟତମ ଥିଲେ । ହରିହର ଏକାଧାରରେ…

ଆରମ୍ଭ ହେଲା ଆଇସିସି ମହିଳା ଟି୨୦ ବିଶ୍ୱକପ

ସିଡନୀ: ଏଠାକାର ଗ୍ରାଉଣ୍ଡରେ ଆଇସିସି ମହିଳା ଟି୨୦ ବିଶ୍ୱକପ କ୍ରିକେଟ ଆରମ୍ଭ ହୋଇଛି । ଉଦଘାଟନୀ ମୁକାବିଲାରେ ଭାରତ ଏବଂ ଅଷ୍ଟ୍ରେଲିଆ ସାମ୍ନା ସାମ୍ନି ହୋଇଛନ୍ତି । ଟସ୍ ଜିତି ଅଷ୍ଟ୍ରେଲିଆ ଅଧିନାୟକ ଆଲିସା ହିଲେ ପ୍ରଥମେ ଫିଲ୍ଡିଂ କରିବା ପାଇଁ ନିଷ୍ପତି ନେଇଥିଲେ । ରିପୋର୍ଟ ହସ୍ତଗତ…

ସରୋଗେସି ଦ୍ୱାରା କନ୍ୟା ସନ୍ତାନର ଜନନୀ ହେଲେ ଶିଲ୍ପା ସେଟ୍ଟୀ କୁନ୍ଦ୍ରା

ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ଶିଲ୍ପା ସେଟ୍ଟୀ କୁନ୍ଦ୍ରା କନ୍ୟା ସନ୍ତାନର ଜନନୀ ହୋଇଛନ୍ତି । ଏନେଇ ସେ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଫଟୋ ସେୟାର କରିଛନ୍ତି । ଝିଅର ନାଁ ସମୀଶା ଶେଟ୍ଟୀ କୁନ୍ଦ୍ରା ରଖିଛନ୍ତି । ଶିଲ୍ପା ସେଟ୍ଟୀ ଓ ରାଜ କୁନ୍ଦ୍ରାଙ୍କ ଝିଅ ସମୀଶାଙ୍କ ଜନ୍ମ ୧୫ ଫେବୃଆରୀରେ…

ୟୁପିରେ ମିଳିଲା ୩ହଜାର ଟନର ସୁନାର ଭଣ୍ଡାର; ଏବେ ୟୁରାନିୟମ ସନ୍ଧାନରେ ସରକାର

ଉତ୍ତର ପ୍ରଦେଶ: ଉତ୍ତର ପ୍ରଦେଶରେ ସୁନାର ଏକ ବଡ ଭଣ୍ଡାର ମିଳିଛି । ସୋନଭଦ୍ରର ପାହାଡରେ ୩ହଜାର ଟନ ସୁନାର ଭଣ୍ଡାର ମିଳିଛି । ଏନେଇ ସ୍ପଷ୍ଟ କରାଯାଇଛି ଓ ଏବେ ନିଲାମ କରିବା ପାଇଁ ପ୍ରକ୍ରିୟା ଆରମ୍ଭ କରିଦିଆଯାଇଛି । ଅତିଶୀଘ୍ର ସୁନା ଖଣିକୁ ନିଲାମ କରିଦିଆଯିବ । ସରକାରଙ୍କ ପକ୍ଷରୁ ୭ଜଣିଆ…