Latest Odisha News

BREAKING NEWS

ଆପଣ ଖାଉଥିବା ଧଳା ଓ ମାଟିଆ ଅଣ୍ଡା ମଧ୍ୟରେ ଫରକ ଜାଣନ୍ତୁ

ଭୁବନେଶ୍ୱର: ଅଣ୍ଡା ଖାଇବାକୁ ଯେତିକି ସୁଆଦିଆ ସ୍ବାସ୍ଥ୍ୟ ପାଇଁ ମଧ୍ୟ ସେତିକି ଲାଭଦାୟକ ହୋଇଥାଏ। ଅଣ୍ଡାରେ ପ୍ରୋଟିନ ଓ କ୍ୟାଲସିୟମ ଭରପୁର ମାତ୍ରାରେ ଥାଏ। ନୟମିତ ଅଣ୍ଡା ଖାଇବା ଦ୍ୱାରା ଏହା ଶରୀରକୁ ମଜବୁତ କରିଥାଏ। ଯେମିତି ଶରୀରକୁ ସୁସ୍ଥ ରଖିବା ପାଇଁ ପନିପରିବା ଖାଇବା ଆବଶ୍ୟକ ସେହିଭଳି…

ଭାରତର ବ୍ୟାଟିଂ ବିପର୍ଯ୍ୟୟ: ୧୨୨/୫

ୱେଲିଂଟନ:ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ କ୍ରିକେଟ ଟେଷ୍ଟର ପ୍ରଥମ ଦିବସରେ ଭାରତ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି । ବର୍ଷା ବାଧାପ୍ରାପ୍ତ ପ୍ରଥମ ଦିନ ଷ୍ଟମ୍ପସ ଅପସାରଣ ବେଳକୁ ଟିମ୍ ଇଣ୍ଡିଆ ୫ ଉଇକେଟ ବିନିମୟରେ ୧୨୨ ରନ ସଂଗ୍ରହ କରିଛି । ଅଜିଙ୍କ୍ୟ ରାହାନେ ୩୮ ଓ ଋଷଭ ପନ୍ତ ୧୦ ରନ…

ଯାତ୍ରା ସମୟରେ ୨ ଥର ଇଞ୍ଜିନରୁ ଅଲଗା ହେଲା ସମ୍ପର୍କ କ୍ରାନ୍ତି ଏକ୍ସପ୍ରେସ

ଗଜିଆବାଦ: ଶୁକ୍ରବାର ସକାଳୁ ଦିଲ୍ଲୀ ଆନନ୍ଦ ବିହାରରୁ ଓଡିଶା ଅଭିମୁଖେ ଯାତ୍ରା ଆରମ୍ଭ କରିଥିବା ସମ୍ପର୍କ ସମତା କ୍ରାନ୍ତି ଏକ୍ସପ୍ରେସ ଗାଜିଆବାଦ ଷ୍ଟେସନ୍‌ରୁ କିଛି ବାଟ ଆସିବା ପରେ ଟ୍ରେନ୍‌ ଇଞ୍ଜିନ୍‌ରୁ ବଗି ଅଲଗା ହୋଇଯାଇଥିଲା । ଟ୍ରେନରେ ଥିବା ଅଧିକାରୀ ଓ ରେଳ କର୍ମଚାରୀ ଖବର ପାଇ…

କରୋନା ଭାଇରସ ପରେ ଏବେ ଦେଶରେ ସ୍ୱାଇନ ଫ୍ଲୁର ଆତଙ୍କ

ନୂଆଦିଲ୍ଲୀ: କରୋନା ଭାଇରସ ପରେ ଏବେ ଭାରତରେ ସ୍ୱାଇନ ଫ୍ଲୁର ଆତଙ୍କ ଦେଖାଦେଲାଣି । ବାଙ୍ଗାଲୁରୁର ଏକ ବହୁଜାତୀୟ କମ୍ପାନୀର ଦୁଇ ଜଣ କର୍ମଚାରୀଙ୍କ ଠାରେ ସ୍ୱାଇନ ଫ୍ଲୁର ଲକ୍ଷଣ ଦେଖାଦେଇଛି । ଏହାପରେ ବାଙ୍ଗାଲୁରୁର ସ୍ୱାସ୍ଥ୍ୟ ବିଭାଗ ସତର୍କ ହୋଇଯାଇଛନ୍ତି । ଏବେ ଦେଶରେ ସ୍ୱାଇନ ଫ୍ଲୁ ଏକ…

ଲୋକପ୍ରିୟତାରେ ମୋଦୀଙ୍କୁ ଟପିଲେ ବିରାଟ!

ଭୁବନେଶ୍ୱର: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମାତ୍ ଦେଇଛନ୍ତି ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ବିରାଟ କୋହଲି । ମୋଦୀଙ୍କ ତୁଲାନରେ ବିରାଟଙ୍କ ଲୋକପ୍ରିୟତା ରହିଛି ଅଧିକ । ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ପ୍ରଧାନମନ୍ତ୍ରୀଙ୍କର ୩୪.୫ ମିଲିୟନ ଫଲୋର୍ସ ଥିବା ବେଳେ…

ଆଜିଠୁ ୩ ଦିନ ଯାଏଁ ବନ୍ଦ ରହିବ ବ୍ୟାଙ୍କ, ଜାଣନ୍ତୁ

ଭୁବନେଶ୍ୱର: ଆଜିଠୁ ବ୍ୟାଙ୍କ ଗୁଡିକ ଲଗାତାର ଭାବେ ୩ ଦିନ ଲାଗି ବନ୍ଦ ରହିବ । ଯାହାଫଳରେ ଯେ କୌଣସି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରିବାକୁ ହେଲେ ଗ୍ରାହକଙ୍କୁ ଆସନ୍ତା ସୋମବାର ଯାଏଁ ଅପେକ୍ଷା କରିବାକୁ ପଡିବ । ଆଜି ପବିତ୍ର ମହାଶିବରାତ୍ରୀ ପଡୁଥିବାରୁ ବ୍ୟାଙ୍କ ଗୁଡିକ ବନ୍ଦ ରହିଛି ।…

ବସନ୍ତଙ୍କୁ ୪ ଉଇକେଟ: ବେଙ୍ଗଲ ୩୩୨ ଅଲଆଉଟ

କଟକ:ଚଳିତ ରଣଜୀ ଟ୍ରଫି କ୍ୱାର୍ଟର ଫାଇନାଲର ଦ୍ୱିତୀୟ ଦିବସରେ ବସନ୍ତ ମହାନ୍ତିଙ୍କ ଚମତ୍କାର ବୋଲିଂ ସହାୟତାରେ ଓଡିଶା ୩୩୨ ରନରେ ବେଙ୍ଗଲକୁ ଅଲଆଉଟ କରିଦେଇଛି । ବସନ୍ତ ୪ଟି ଉଇକେଟ ଅକ୍ତିଆର କରିଥିବା ବେଳେ ସୂର୍ଯ୍ୟକାନ୍ତ ପ୍ରଧାନ ୩ଟି, ପ୍ରୀତ ସିଂହ ଚୌହ୍ୱାନ ୨ଟି ଓ ଦେବବ୍ରତ ପ୍ରଧାନ ଗୋଟିଏ…

ଅନ୍ତର୍ଜାତୀୟ ମାତୃଭାଷା ଦିବସ: କେତେ ସୁରକ୍ଷିତ ଆମ ମାତୃଭାଷା…

ଭୁବନେଶ୍ୱର: ଓଡ଼ିଆରେ ଏକ ପଂକ୍ତି ରହିଛି "ମାତୃଭୂମି ମାତୃଭାଷାରେ ମମତା ଯା ହୃଦେ ଜନମି ନାହିଁ, ତାକୁ ଯଦି ଜ୍ଞାନୀ ଗଣରେ ଗଣିବା ଅଜ୍ଞାନ ରହିବେ କାହିଁ"...। ଏହାର ଅର୍ଥ ଯିଏ ମାତୃଭାଷାକୁ ସମ୍ମାନ ଦେଇ ଜାଣି ନାହିଁ ତାଠାରୁ ମୂର୍ଖ ସାଂସରରେ ନାହିଁ । ଲୋକଙ୍କ ମନରୁ ମାତୃଭାଷା ପ୍ରତି…

ଆଜି ‘ଅନ୍ତର୍ଜାତୀୟ ମାତୃଭାଷା ଦିବସ’; ଜାଣନ୍ତୁ, କାହିଁକି ପାଳନ କରାଯାଇଥାଏ

ଭୁବନେଶ୍ୱର: ସାରା ବିଶ୍ୱରେ ଫେବୃଆରୀ ୨୧ ତାରିଖ ଦିନ ପାଳିତ ହୋଇଥାଏ ‘ଅନ୍ତର୍ଜାତୀୟ ମାତୃଭାଷା ଦିବସ’ । ଜାତି ସଂଘର ଅନୁମୋଦନ କ୍ରମେ ୨୦୦୦ ମସିହାରୁ ଏହାର ପାଳନ କରାଯାଇ ଆସୁଅଛି । ୧୯୯୯ ମସିହାରେ ଏହି ଦିବସକୁ ପାଳନ ଲାଗି ପ୍ରଥମେ ୟୁନେସ୍କୋ ପକ୍ଷରୁ ପ୍ରସ୍ତାବ ଦିଆଯାଇଥିଲା । ଯାହାକୁ…

ଦେଖନ୍ତୁ ଭିଡ଼ିଓ, ଓୱେସୀଙ୍କ ମଞ୍ଚରୁ ‘ପାକିସ୍ତାନ ଜିନ୍ଦାବାଦ’ ସ୍ଲୋଗାନ…

ବେଙ୍ଗାଲୁରୁ: ବେଙ୍ଗାଲୁରୁରେ ଆୟୋଜିତ ‘ସିଏଏ’ ବିରୋଧୀ ର‍୍ୟାଲିରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ଅଲ ଇଣ୍ଡିଆ ମଜଲିସ-ଏ ଇତ୍ତେହାଦୁଲ ମୁସ୍ଲିମିନ (ଏଆଇଏମଆଇଏ)ର ମୁଖ୍ୟ ଅସୁଦୁଦ୍ଦୀନ ଓୱେସୀଙ୍କ ଗୁରୁବାର ବେଙ୍ଗୋଲୁରୁରେ ସିଏଏ-ବିରୋଧୀ ରାଲିରେ ଜଣେ ଝିଅ ପାକିସ୍ତାନ ଜିନ୍ଦାବଦା…