Latest Odisha News

BREAKING NEWS

ଓଡିଶାରେ ୧୦,୨୧୦ ଦେହଜୀବୀ

ଭୁବନେଶ୍ୱର: ରାଜ୍ୟରେ ୧୦,୨୧୦ଜଣ ଯୌନ କର୍ମୀ ଅଛନ୍ତି । ଏନେଇ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ବୁଧବାର ଦିନ ବିଧାନସଭାରେ ତଥ୍ୟ ପ୍ରଦାନ କରିଛନ୍ତି । ସର୍ବାଧିକ ୧୦୫୦ ଯୌନ କର୍ମୀ ବାଲେଶ୍ୱର ଜିଲ୍ଲାରେ ଥିବା ନେଇ ସ୍ୱାସ୍ଥ୍ୟ ମନ୍ତ୍ରୀ ସୂଚନା ଦେଇଛନ୍ତି । ସେଭଳି କେରାପୁଟ ଓ ମୟୁରଭଞ୍ଜରେ…

ବ୍ରେନ ଟ୍ୟୁମର ଅପରେଶନ ଅଧାରୁ ମହିଳାଙ୍କ ଚେତା ଫେରିଲା, ରୋଗୀ ଭାଓଲିନ୍ ବଜାଇଲେ

ଲଣ୍ଡନ: ଚିକିତ୍ସା ଜଗତର ଏକ ନିଆରା ଘଟଣା ଲଣ୍ଡନରେ ଦେଖିବାକୁ ମିଳିଛି । ରିପୋର୍ଟ ମୁତାବକ ୫୩ ବର୍ଷୀୟ ଡେଗମର ଟର୍ନରଙ୍କ ବ୍ରେନ ଟ୍ୟୁମର ଅପରେଶନ ଚାଲିଥିବା ବେଳେ ହଠାତ୍ ଚେତା ଫେରି ଆସିଲା । ଚିକତ୍ସା କରୁଥିବା ଡାକ୍ତର ବ୍ୟସ୍ତ ନ ହୋଇ ଟର୍ନରଙ୍କୁ କଣ ଭଲ ଲାଗେ ପଚାରିଥିଲେ । ସେ ପିଆନୋ…

ଟୋକିଓ ଅଲିମ୍ପିକ ଆୟୋଜନ ନେଇ ଏବେ କୌଣସି ବିପଦ ନାହିଁ : ଡବ୍ଲ୍ୟୁଏଚଓ

ଟୋକିଓ: କରେନା ଭାଇରସ ପ୍ରଭାବ ଟୋକିଓ ଅଲିମ୍ପିକ୍ସ ଆୟୋଜନରେ ଉପରେ ପଡିବ ନାହିଁ ବୋଲି ବୁଧବାର ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚଓ) କହିଛି । ଚୀନର କରୋନା ଭାଇରସ ବିଶ୍ୱର ବିଭିନ୍ନ ପ୍ରାନ୍ତକୁ ବ୍ୟାପିବାରେ ଲାଗିଛି । ଏହା ବିଚାରକୁ ନେଲେ ୨୪ ଜୁଲାଇରୁ ୯ ଅଗଷ୍ଟ ପର୍ଯ୍ୟନ୍ତ ହେବାକୁ…

ଏପ୍ରିଲ ୧ରୁ ବିକ୍ରି ହେବ ସ୍ୱଚ୍ଛ ପେଟ୍ରୋଲ ଓ ଡିଜେଲ; ପ୍ରଦୂଷଣ ସ୍ତର କମିବ

ନୂଆଦିଲ୍ଲୀ: ଏପ୍ରିଲ ୧, ୨୦୨୦ରୁ ଭାରତରେ ଦୁନିଆର ସବୁଠାରୁ ସ୍ୱଚ୍ଛ ପେଟ୍ରୋଲ ଓ ଡିଜେଲ ବିକ୍ରି ହେବ । ସରକାରୀ ତେଲ କମ୍ପାନୀ ସାରା ଦେଶରେ ୟୁରୋ-୬ ଗ୍ରେଡ ଡିଜେଲ ଓ ପେଟ୍ରୋଲର ଯୋଗାଣ କରିବ । ଭାରତ ମାତ୍ର ୩ ବର୍ଷରେ ହିଁ ସ୍ୱଚ୍ଛ ପେଟ୍ରୋଲର ବ୍ୟବହାରକୁ ନେଇ ବଡ ସଫଳତା ହାସଲ କରିଛି ।…

ଶ୍ରଦ୍ଧାଙ୍କୁ ଆଖି ମାରି ପଟାଇଲେ ଟାଇଗର, ଦେଖନ୍ତୁ ଭିଡିଓ

ମୁମ୍ବାଇ: ଚର୍ଚ୍ଚାରେ ବଲିଉଡ ଅଭିନେତା ଟାଇଗର ଶ୍ରଫ ଓ ଶ୍ରଦ୍ଧା କପୁରଙ୍କ ରୋମାନ୍ସ । ତେବେ ଏହାର ରିଅଲ ଲାଇଫରେ ନୁହେଁ ରିଲ ଲାଇଫରେ । ଅପ କମିଂ ଫିଲ୍ମ “ବାଗି-୩”ର ଏକ ନୂଆ ଗୀତ ରିଲିଜ ହୋଇଛି । ଯେଉଁଥିରେ ଟାଇଗର-ଶ୍ରଦ୍ଧାଙ୍କ ଦମଦାର ଡ୍ୟାନ୍ସ ସାଙ୍ଗକୁ ରୋମାନ୍ସ ମଧ୍ୟ ଦେଖିବାକୁ ମିଳିଛି ।…

ଓଡିଶାର ୧୨ଟି ବନଖଣ୍ଡ ହାତୀଶୂନ୍ୟ

ଭୁବନେଶ୍ୱର: ଓଡିଶାରେ ବର୍ଷ ୨୦୧୬ ପରଠାରୁ ପାଖାପାଖି ୨୪୬ଟି ହାତୀଙ୍କ ମୃତ୍ୟୁ ହୋଇଛି । ଅଧିକାଂଶ ବେଆଇନ ଶିକାର, ବିଦ୍ୟୁତ ଆଘାତ, ସଡକ ଦୁର୍ଘଟଣା ଓ ଅନ୍ୟ କାରଣ ଯୋଗୁଁ ହାତୀଙ୍କ ମୃତ୍ୟୁ ହୋଇଛି । ସ୍ଥିତି ଏତେ ଖରାପ ଯେ, ରାଜ୍ୟର ୫୦ରୁ ୧୨ଟି ବନଖଣ୍ଡରେ ଗୋଟିଏ ବି ହାତୀ ନାହାଁନ୍ତି । ରାଜ୍ୟ…

ପଙ୍କୋଦ୍ଧାର ଏକାଦଶୀ: ଶ୍ରୀଲୋକନାଥଙ୍କ ଖୋଲା ଦର୍ଶନ ଭକ୍ତଙ୍କୁ ମିଳିଥାଏ

ପୁରୀ: ପୁରୀରେ ପଙ୍କୋଦ୍ଧାର ଏକାଦଶୀକୁ ଅଧିକ ଗୁରୁତ୍ୱ ଦିଆଯାଇଥାଏ । ଏହି ଦିନ ଶ୍ରୀଲୋକନାଥଙ୍କୁ ଦର୍ଶନ କଲେ ଜନ୍ମ ଜନ୍ମର ପାପ କ୍ଷୟ ହେବା ସହ ମନୋସ୍କାମନା ପୂର୍ଣ୍ଣ ହୋଇଥାଏ ।  ବର୍ଷକେ ଥରେ କେବଳ ପଙ୍କୋଦ୍ଧାର ଏକାଦଶୀ ଦିନ ଶ୍ରୀଲୋକନାଥଙ୍କ ଖୋଲା ଦର୍ଶନ ମିଳିଥାଏ । ଏଠାରେ ବର୍ଷସାରା…

ରାୟଗଡ଼ା ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦବୀ ଉପ-ନିର୍ବାଚନ ଜିତିଲା ବିଜେଡ଼ି

ରାୟଗଡ଼ା: ଶାସକ ବିଜୁ ଜନତା ଦଳ ବୁଧବାର ଦିନ ରାୟଗଡ଼ା ଜିଲ୍ଲା ପରିଷଦ ଲାଗି ହୋଇଥିବା ଉପ-ନିର୍ବାଚନରେ ଜିତାପଟ ହାସଲ କରିଛି । ବିଜେଡ଼ିର ଗଙ୍ଗାଧର ପାଉଲ ୧୩ଟି ଭୋଟ ପାଇ ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି । କଂଗ୍ରେସ ଦଳର ସ୍ୱର୍ଗତଃ ପୁରୁଷୋତ୍ତମ ଗମାଙ୍ଗଙ୍କ ପ୍ରାର୍ଥୀତ୍ୱକୁ ସ୍ଥାନୀୟ…

ଶାହିନବାଗ ଆନ୍ଦୋଳନକାରୀଙ୍କ ସହ ଆଲୋଚନା କଲେ ମଧ୍ୟସ୍ଥି କମିଟି

ନୂଆଦିଲ୍ଲୀ: ଶାହିନବାଗ ଆନ୍ଦୋଳନକାରୀଙ୍କ ସହ ଆଲୋଚନା କଲେ ସପ୍ରିମକୋର୍ଟଙ୍କ ଦ୍ୱାରା ଗଠିତ ମଧ୍ୟସ୍ଥି କମିଟି । ଆଜି ଅପରାହ୍ନରେ ମଧ୍ୟସ୍ଥତା କମିଟିର ସଦସ୍ୟ ସଂଜୟ ହେଗଡେ ଓ ସାଧନା ରାମଚନ୍ଦ୍ରନ ଯାଇ ଆନ୍ଦୋଳନକାରୀଙ୍କ ସହ କଥା ହୋଇଛନ୍ତି । ସମାଧାନର ପନ୍ଥା ବାହାର କରିବା ପାଇଁ ସେମାନେ…

‘୮୩’ର ଫାଷ୍ଟ ଲୁକ୍, ଡିଫରେଂଟ ଲୁକରେ ଦୀପିକା

ମୁମ୍ବାଇ: ସାମ୍ନାକୁ ଆସିଲା ମଲ୍ଟିଷ୍ଟାରର ଫିଲ୍ମ ‘୮୩’ର ଫାଷ୍ଟ ଲୁକ । ଏହି ଫିଲ୍ମକୁ ନେଇ ଜୋରଦାର ଚର୍ଚ୍ଚା ଚାଲିଥିବା ବେଳେ ଏଥିରେ ଦୀପିକା ପାଦୁକୋନଙ୍କ ଫାଷ୍ଟ ଲୁକ୍ ସାମ୍ନାକୁ ଆସିଛି । ଏହି ଫଟୋରେ ଦୀପିକା ଏବଂ ରଣବୀରଙ୍କୁ ପୁରା ଭିନ୍ନ ଅନ୍ଦାଜରେ ଦେଖିବାକୁ ମିଳିଛି । ଏହି ଫାଷ୍ଟ…