Latest Odisha News

BREAKING NEWS

ବର୍ଷାଦିନେ କିପରି ନେବେ ଶିଶୁଙ୍କ ଯତ୍ନ ?

ଭୁବନେଶ୍ୱର: ଏହି ଦିନେ ସ୍ଵତନ୍ତ୍ର ଭାବେ ଶିଶୁ ଓ ବୟସ୍କମାନଙ୍କ ଯତ୍ନ ନେବାର ଆବଶ୍ୟକତା ରହିଛି । ଉଭୟଙ୍କର ରୋଗ ପ୍ରତିରୋଧକ ଶକ୍ତି ବହୁତ କମ୍ ଥିବାରୁ ଏହି ସମୟରେ ସେମାନଙ୍କୁ ଅତିଶୀଘ୍ର ରୋଗ ସଂକ୍ରମଣ କରିବାକୁ ଆଶଙ୍କା ଥାଏ । କାଶ, ଥଣ୍ଡା ଓ ଜ୍ଵର ଲାଗି ରୁହେ । ତେଣୁ ଶିଶୁମାନଙ୍କୁ…

୧୯ ରେ ଆଉ ଏକ ଲଘୁଚାପ; ଆସନ୍ତାକାଲିଠୁ ଆହୁରି ବର୍ଷିବ

ଭୁବନେଶ୍ୱର: ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ । ଏହାର ପ୍ରଭାବରେ ଆସନ୍ତାକାଲି ଠାରୁ ରାଜ୍ୟ‌‌‌ରେ ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି । ପାଣିପାଗ ବିଭାଗ ସୂଚନା ଅନୁଯାୟୀ, ୧୮ ତାରିଖ ଦିନ ଝାରସୁଗୁଡ଼ା, ବରଗଡ଼, କେନ୍ଦୁଝର,…

କରୋନା ପକାଇଛି ରୋଜଗାରରେ ବେଡି; ଦୁର୍ଦ୍ଦିନରେ ଶତାଧିକ ମୋଚି ପରିବାର

ଯାଜପୁର: କରୋନା ସଂକ୍ରମଣ ରୋକିବାକୁ ଲାଗୁହେଲା ଲକଡାଉନ୍ ଓ ସଟଡାଉନ୍ ଆଦି ନାନା କଟକଣା । ହେଲେ ଏହା ଛଡାଇ ନେଲା ରୋଜଗାର । ଏବେ ନିଜ ଭବିଷ୍ୟତକୁ ନେଇ ଯାଜପୁର ବ୍ୟାସନଗର ସହରାଂଚଳର ଶତାଧିକ ମୋଚି ପରିବାର । ବର୍ଷ ବର୍ଷ ଧରି ଜୋତା ଚପଲ ଓ ବ୍ୟାଗ୍ ଆଦି ମରାମତି କରି ଯାହା ରୋଜଗାର ହୁଏ ସେଥିରେ…

ବଡ଼ଠାକୁରଙ୍କ ପ୍ରଳମ୍ବାସୁର ବଦ୍ଧ ବେଶ

ପୁରୀ: ଭାଦ୍ରବ କୃଷ୍ଣ ଦ୍ୱାଦଶୀ ଦିନ ଶ୍ରୀମନ୍ଦିରରେ ମଧ୍ୟାହ୍ନ ଧୂପ ଶେଷ ପରେ ଶ୍ରୀବଳଭଦ୍ରଙ୍କର ପ୍ରଳମ୍ବାସୁର ବଦ୍ଧ ବେଶ ଅନୁଷ୍ଠିତ ହୋଇଥାଏ ! ପ୍ରଳମ୍ବାସୁର ବଧ ବେଶରେ ଶ୍ରୀଜଗନ୍ନାଥ ଓ ଦେବୀ ସୁଭଦ୍ରା ସାଧାରଣ ବେଶରେ ବିରାଜମାନ କରନ୍ତି ! ବଳଭଦ୍ର ଦେବଙ୍କର ଦୁଇ ହସ୍ତରେ ହଳ,ମୂଷଳ ଶୋଭାପାଏ…

ପ୍ରତ୍ୟାବର୍ତ୍ତନ କରିବାକୁ ପ୍ରସ୍ତୁତ ମାଇକ୍ରୋମାକ୍ସ, ଆସନ୍ତା ମାସରେ ‘ମେଡ୍ ଇନ୍ ଇଣ୍ଡିଆ’ ଫୋନ୍ ଲଞ୍ଚ…

ନୂଆଦିଲ୍ଲୀ: ସ୍ମାର୍ଟଫୋନ୍ କମ୍ପାନୀ ମାଇକ୍ରୋମାକ୍ସ ଏକ ଦୃଢ଼ ପ୍ରତ୍ୟାବର୍ତ୍ତନ ପାଇଁ ପ୍ରସ୍ତୁତ ଏବଂ ଚାଇନାର ଉତ୍ପାଦ ବଏକଟ ଅଭିଯାନ ଏହା ମଧ୍ୟରେ ବୃଦ୍ଧି ପାଉଛି | ଏଥର କମ୍ପାନୀ ସରକାର ଘୋଷଣା କରିଥିବା PLI ଯୋଜନାର ଲାଭ ମଧ୍ୟ ପାଇବ ଏବଂ ଆସନ୍ତା ମାସରେ ନୂତନ ଉପକରଣର ଶୁଭାରମ୍ଭ ହେବାର…

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ରାଶିଫଳ ତା ୧୭-୮-୨୦୨୦ ସୋମବାର ଜ୍ଯୋତିର୍ବିଦ୍ ନିରଞ୍ଜନ ମହାପାତ୍ର ଆଜି ଦିନର ମହତ୍ତ୍ୱ. ଆଜି ହେଉଛି ୨୦୨୦ ମସିହା ଅଗଷ୍ଟ ତା ୧୭ ରିଖ ସୋମବାର ସିଂହ ୨ ଦିନ ଭାଦ୍ରବ ମାସ କୃଷ୍ଣ ପକ୍ଷ ତ୍ରୟୋଦଶୀ ଭୁକ୍ତ ଚତୁର୍ଦ୍ଦଶୀ ତିଥି ପୂଷ୍ଯା ନକ୍ଷତ୍ର କର୍କଟ ଚନ୍ଦ୍ର ଘାତ ବାର-: ମିଥୁନ ରାଶିର…

କରୋନା ଆକ୍ରାନ୍ତଙ୍କୁ ହସ୍ପିଟାଲ ସ୍ଥାନାନ୍ତର ବେଳେ ଉତ୍ତେଜନା

ଅନୁଗୁଳ: ଅନୁଗୁଳ ଜିଲ୍ଲାରେ ଆଜି ରେକର୍ଡ ସଂଖ୍ୟକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏହି ଆକ୍ରାନ୍ତ ମାନଙ୍କୁ ହସପିଟାଲ ସ୍ଥାନାନ୍ତର ପାଇଁ ଗାଁ କୁ ଆମ୍ବୁଲାନ୍ସ ଯାଇଥିବା ବେଳେ ଉତ୍ତେଜନା ପରିସ୍ଥିତି ଉପୁଜିଥିଲା । ସୂଚନା ଅନୁସାରେ ଆଜି ଅନୁଗୁଳ ଜିଲ୍ଲାରୁ ୫୦ ଜଣ କରୋନା ଚିହ୍ନଟ…

ଗୋଲିଆ ଗୁଳିକାଣ୍ଡ ଘଟଣା: ଏଏସପିଙ୍କ ଉପସ୍ଥିତରେ ପୋଲିସର ଫ୍ଲାଗ ମାର୍ଚ୍ଚ

ବୁଗୁଡା: ଗୋଲିଆ ଗୁଳିକାଣ୍ଡ ଘଟଣାରେ ପୋଲିସର ଫ୍ଲାଗ ମାର୍ଚ୍ଚ । ଗଂଜାମ ଜିଲ୍ଲା ବୁଗୁଡା ଥାନା ଅନ୍ତର୍ଗତ ଗୋଲିଆ ଗାଁରେ ଏଏସପିଙ୍କ ଉପସ୍ଥିତି ପୋଲିସ ଫ୍ଲାଗ ମାର୍ଚ୍ଚ କରିଛି । ସମ୍ଭାବ୍ୟ ଗଣ୍ଡଗୋଳକୁ ଦୃଷ୍ଟିରେ ରଖି ବ୍ୟାପକ ପୋଲିସ ଫୋର୍ସ ମଧ୍ୟ ମୁତୟନ କରାଯାଇଛି । ସୂଚନା ଯୋଗ୍ୟ ଯେ,…

ଲ୍ୟାଣ୍ଡଲାଇନ ନମ୍ବରରେ ଚଳାଇପାରିବେ ହ୍ଵାଟ୍ସଆପ୍, ଜାଣନ୍ତୁ ଏହା ହେଉଛି ଉପାୟ

ନୂଆଦିଲ୍ଲୀ: ସମ୍ପ୍ରତି ସମସ୍ତଙ୍କ ଦୈନଦିନ ଜୀବନରେ ହ୍ଵାଟ୍ସଆପ୍ ଏକ ଗୁରୁତ୍ୱପୂର୍ଣ୍ଣ ଆପ୍ ପାଲଟିଛି। ଯଦିଓ ବିଶ୍ବବ୍ୟାପୀ ହଜାର ହଜାର ଯୋଗାଯୋଗ ଆପ୍ ଅଛି, ହ୍ଵାଟ୍ସଆପ୍ ସବୁଠାରୁ ଲୋକପ୍ରିୟ ଅଟେ | ଆପଣ ଏହାକୁ ଆପଣଙ୍କର ବ୍ୟକ୍ତିଗତ ମୋବାଇଲ୍ ନମ୍ବର ସହିତ ଚଲାଇ ପାରିବେ | କିନ୍ତୁ ଖୁବ୍ କମ୍…

ଶାନ୍ତି ଆଲୋଚନା ନେଇ ଆଫଗାନିସ୍ତାନ ସରକାରକୁ ଠକି ଦେଲା ତାଲିବାନ

କାବୁଲ: ଆଫଗାନିସ୍ତାନ ଶାନ୍ତି ପ୍ରକ୍ରିୟାରେ ଆଜି ବଡ ଝଟକା ଲାଗିଛି । ଚୁକ୍ତି ଅନୁସାରେ ଆତଙ୍କବାଦୀଙ୍କୁ ଛାଡିବା ପରେ ତାଲିବାନ ବିଶ୍ୱାସଘାତକତା କରିଛି । ଏପରି କି ଅଶରଫ ଗନି ସରକାରକୁ ଆମେ ମାନିବୁ ନାହିଁ ବୋଲି ଖୋଲାଖୋଲି ଭାବେ ଚ୍ୟାଲେଂଜ କରିଛି । ଏ ପର୍ଯ୍ୟନ୍ତ ପର୍ଯ୍ୟାୟକ୍ରମେ ଗାନି…