Latest Odisha News

BREAKING NEWS

ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ପକ୍ଷରୁ ସମଗ୍ର ମିଡ଼ିଆ ଓ ବିତରଣ ବ୍ୟବସାୟକୁ ନେଟୱାର୍କ ୧୮ ଅଧୀନରେ ମିଶ୍ରଣ ଘୋଷଣା

ନୂଆଦିଲ୍ଲୀ/ଭୁବନେଶ୍ୱର: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ପକ୍ଷରୁ ବିବିଧ ସଂସ୍ଥା ଭାବରେ ରହିଥିବା ଏହାର ସମଗ୍ର ମିଡ଼ିଆ ଓ ବିତରଣ (ଡିଷ୍ଟ୍ରିବ୍ୟୁସନ) ବ୍ୟବସାୟକୁ ନେଟୱାର୍କ ୧୮ ଅଧୀନରେ ମିଶ୍ରଣ ସମ୍ପର୍କରେ ସୋମବାର ଘୋଷଣା କରାଯାଇଛି | ଏହି ମିଶ୍ରଣ ବ୍ୟବସ୍ଥା ଆଧାରରେ ଟିଭି ୧୮ ବ୍ରଡ଼କାଷ୍ଟ,…

ଭୁବନେଶ୍ୱର ସେକ୍ସ ର‌୍ୟାକେଟ୍‌: ଘରକୁ ଫେରିବେ ୭ ବାଂଲାଦେଶୀ ପୀଡ଼ିତା

ଭୁବନେଶ୍ୱର: ପୂର୍ବରୁ ରାଜଧାନୀରେ ସେକ୍ସ ର‌୍ୟାକେଟରୁ ଉଦ୍ଧାର ହୋଇଥିବା ୭ ଜଣ ବାଂଲାଦେଶୀ ଯୁବତୀଙ୍କୁ ଓଡ଼ିଶା ପୋଲିସ ବିଭାଗର ସ୍ପେଶାଲ୍ ଟାସ୍କ ଫୋର୍ସ (ଏସଟିଏଫ) ଘରକୁ ପଠାଇବା ବ୍ୟବସ୍ଥା ଆରମ୍ଭ କରିଛନ୍ତି । ଏସଟିଏଫ ପକ୍ଷରୁ ମଙ୍ଗଳବାର ଦିନ ପ୍ରକାଶିତ ଏକ ବିଜ୍ଞପ୍ତି ଅନୁଯାୟୀ,…

ଆମେରିକା ବାୟୁସେନା ବିମାନରେ ଟ୍ରମ୍ପଙ୍କ ଗାଡି, ସୁରକ୍ଷା ଉପକରଣ ପହଂଚିଲା

ଅହମ୍ମଦାବାଦ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସୁରକ୍ଷା ପାଇଁ ଭାରତ ସରକାର ସମସ୍ତ ବ୍ୟବସ୍ଥା କରିସାରିଛି । ତେବେ ଏହା ବ୍ୟତୀତ ଆମେରିକା ସ୍ୱତନ୍ତ୍ର ଭାବେ ନିଜସ୍ୱ ପ୍ରସ୍ତୁତି ମଧ୍ୟ କରିଛି । ଆମେରିକାର ମାଲବାହୀ ବାୟୁସେନା ବିମାନ ହରକ୍ୟୁଲେସ ଏଠାରେ ପହଂଚିଛି । ଏଥିରେ…

ବଡ ଦେଉଳକୁ ଦାନରେ ମିଳିଛି ୧୮୭ କୋଟି ଟଙ୍କା, ୧୭ କେଜି ସୁନା

ଭୁବନେଶ୍ୱର: ଶ୍ରୀମନ୍ଦିରକୁ ପ୍ରତିଦିନ ଦେଶ ବିଦେଶରୁ ଶତାଧିକ ଶ୍ରଦ୍ଧାଳୁ ଆସନ୍ତି । ମହାପ୍ରଭୁଙ୍କ ଦର୍ଶନ କରି ଆଶୀର୍ବାଦ ନିଅନ୍ତି ଆଉ କିଛି ନା କିଛି ଦାନ ମଧ୍ୟ କରିଥାନ୍ତି । କିଏ ସୁନା ଦାନ କରନ୍ତି ତ ଆଉ କିଏ ରୂପା । ତେବେ କେତେ ଟଙ୍କାର ଦାନ ମିଳିଛି ସେନେଇ ଆଜି ବିଧାନସଭାରେ ଉତ୍ତର…

ଓଡ଼ିଶାର ୪୨୬୪ ଗାଁକୁ ଯୋଗାଯୋଗ ପାଇଁ ରାସ୍ତା ନାହିଁ: ମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ ଅନେକ ଗ୍ରାମାଂଚଳରେ ରାସ୍ତାର ସ୍ଥିତି ଦୟନୀୟ ରହିଛି । ସେଥିମଧ୍ୟରୁ ଅନେକ ଗାଁକୁ ରାସ୍ତା ନାହିଁ । ଆଉ ଯେଉଁଠି ରାସ୍ତା ଅଛି ତାହା ମଧ୍ୟ ଶୋଚନୀୟ । ଏନେଇ ଆଜି ଗୃହରେ ଉଦ୍‌ବେଗ ପ୍ରକାଶ କରିଛନ୍ତି ଉଭୟ ଶାସକ ଦଳ ଓ ବିରୋଧୀ ନେତା । ଆଜି ବିଧାନସଭା ଅଧିବେଶନ…

ହନୁମାନ ଚାଲିଶା ପରେ ‘ସୁନ୍ଦରାକାଣ୍ଡ’ ପାଠ କରିବ ଆପ

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ପୂର୍ବରୁ ହନୁମାନଙ୍କ ନାଁରେ ଆରମ୍ଭ ହୋଇଥିବା ରାଜନୀତି ଏବେ ବି ଜାରି ରହିଛି । ଆମ୍ ଅଦମୀ ପାର୍ଟି ଏବେ ଦିଲ୍ଲୀର ବିଭିନ୍ନ ସ୍ଥାନରେ ସୁନ୍ଦରାକାଣ୍ଡ ପାଠ କରିବ । ଏନେଇ ଆପ୍ ବିଧାୟକ ସୌରଭ ଭରଦ୍ୱାଜ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ସେ କହିଛନ୍ତି…

ଅମିତାଭ ବଚ୍ଚନଙ୍କୁ କ୍ଷମା ମାଗିଲେ ଅମର ସିଂହ, ଜାଣନ୍ତୁ କାହିଁକି

ନୂଆଦିଲ୍ଳୀ: ସମାଜବାଦୀ ପାର୍ଟିର ପୂର୍ବତନ ନେତା ଅମର ସିଂହ ବଲିଉଡର ମହାନାୟକ ଅମିତାଭ ବଚ୍ଚନଙ୍କୁ କ୍ଷମା ମାଗିଛନ୍ତି । ଅମର ନିଜ ବାପାଙ୍କ ପୂଣ୍ୟତିଥି ଅବସରରେ ମଙ୍ଗଳବାର ଟ୍ୱିଟ୍ ମାଧ୍ୟମରେ ଏକ ଭିଡିଓ ଜାରି କରିଛନ୍ତି । ଏହି ଭିଡିଓରେ ସେ ଅମିତାଭ ବଚ୍ଚନ ଏବଂ ତାଙ୍କ ପରିବାରଙ୍କୁ କ୍ଷମା…

ପୂର୍ବତନ ବିଧାୟକଙ୍କ ଡବଲ୍ ମର୍ଡ଼ର୍ ଘଟଣା: ଅନୁପ ସାଏ, ଡ୍ରାଇଭର୍ ରାୟଗଡ଼ କୋର୍ଟରେ ହାଜର ହେଲେ

ରାୟଗଡ଼/ଭୁବନେଶ୍ୱର: ବ୍ରଜରାଜନଗରର ପୂର୍ବତନ ବିଧାୟକ ଅନୁପ ସାଏ ଓ ତାଙ୍କ ଡ୍ରାଇଭରଙ୍କୁ ଛିତିଶଗଡ଼ ରାଜ୍ୟର ରାୟଗଡ଼ ସ୍ଥାନୀୟ କୋର୍ଟରେ ପୋଲିସ ପକ୍ଷରୁ ହାଜର କରାଯାଇଛି । ରାୟଗଡ଼ ଏସପି ସନ୍ତୋଷ କୁମାର ସିଂହ ସୂଚନାଦେଇ କହିଛନ୍ତି ଯେ, କଳ୍ପନା ଦାସ ଓ ତାଙ୍କ ୧୪ ବର୍ଷର ଝିଅଙ୍କ ଡବଲ୍ ମର୍ଡ଼ର୍…

ଶିଳ୍ପର ବିକାଶ ପାଇଁ ରାଜ୍ୟରେ ସଫା ହୋଇଛି ୫୯୯ ହେକ୍ଟର ଜଙ୍ଗଲ: ମନ୍ତ୍ରୀ

ଭୁବନେଶ୍ୱର: ଶିଳ୍ପାୟନ ନାଁରେ ବେଧଡକ ଚାଲିଛି ଗଛ କଟା । ବହୁ ମୂଲ୍ୟବାନ ଗଛ କାଟି ଜଙ୍ଗଲ ସଫା କରି ଦିଆଯାଉଛି । ଶିଳ୍ପର ବିକାଶ ପାଇଁ ଗଲା ୧୦ ବର୍ଷ ମଧ୍ୟରେ ରାଜ୍ୟରେ ସଫା ହୋଇଛି ୫୯୯ ହେକ୍ଟର ଜଙ୍ଗଲ । ଏନେଇ ଆଜି ଗୃହରେ କଂଗ୍ରେସ ବିଧାୟକ ନରସିଂହ ମିଶ୍ର ପ୍ରଶ୍ନ ଉଠାଇଛନ୍ତି । ସରକାର…

ଶିବରାତ୍ରୀ ଉପବାସରେ ରହିଛି ଅଦ୍ଭୁତ ମାହାତ୍ମ୍ୟ; ଜାଣନ୍ତୁ ବ୍ରତ ପାଳନର ବିଧି…

ଭୁବନେଶ୍ୱର: ମହାନ ହିନ୍ଦୁ ପରମ୍ପରାରେ ଜାଗର ବ୍ରତ ବା ମହାଶିବରାତ୍ରୀ ଉପବାସରେ ରହିଛି ଅଦ୍ଭୁତ ମହିମା । ପୁରାଣରେ ବର୍ଣ୍ଣିତ ଅନୁଯାୟୀ ଶିବରାତ୍ରୀ ଉପବାସ ଯୋଗୁଁ ରଜ ଓ ତମ ଗୁଣ ଦୁଇଟି ନିୟନ୍ତ୍ରିତ ହୋଇଥାଏ । ଏହି ପବିତ୍ର ଦିନରେ ଶ୍ରଦ୍ଧାଳୁମାନେ ଅହୋରାତ୍ର ଶିବ ଉପାସନା ଏବଂ…