ସୁବ୍ୟବସ୍ଥିତ ଯାତାୟାତ ଲାଗି ରାଜଧାନୀରେ ଖୋଲିବ ନୂଆ ରାସ୍ତା
ଭୁବନେଶ୍ୱର: ସହରରେ ଯାତାୟାତ ବ୍ୟବସ୍ଥାକୁ ସୁଦୃଢ କରିବା ଲାଗି ଜାଭିୟର ଛକରୁ ପଟିଆ ମଧ୍ୟରେ ଥିବା ନୂଆ ରାସ୍ତାକୁ ଆସନ୍ତା ସୋମବାର କିମ୍ବା ମଙ୍ଗଳବାର ଦିନ ସର୍ବସାଧାରଣ ଲାଗି ଖୋଲାଯିବ ।
ଏନେଇ ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ ସୂଚନା ଦେଇ କହିଛନ୍ତି ।
ସୂଚନାଯୋଗ୍ୟ, ନିକଟ ଅତୀତରେ…