Latest Odisha News

BREAKING NEWS

ବିଦେଶୀ ପର୍ଯ୍ୟଟକଙ୍କୁ ଆକର୍ଷିତ କରୁଛି ଗଙ୍ଗାମାତା ମଠର ଗୁପ୍ତ ସୁଡଙ୍ଗ

ପୁରୀ: ବିଦେଶୀ ପର୍ଯ୍ୟଟଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି ଗଙ୍ଗାମାତା ମଠରେ ଥିବା ଗୁପ୍ତ ସୁଡଙ୍ଗ । ଏହି ମଠ ପୁରୀର ବାଲିସାହି ଠାରେ ରହିଛି । ଏବେ ଏହା ପୁରୀ ଶ୍ରୀଜଗନ୍ନାଥ ମନ୍ଦିରର ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ୫୦୦ ବର୍ଷ ପୁରୁଣା ଗଙ୍ଗାମାତା ମଠ ପବିତ୍ର…

ଦିଲ୍ଲୀ ରାମଲୀଳା ପଡିଆ ପ୍ରସ୍ତୁତ: ମନ୍ତ୍ରୀଙ୍କ ସହ ଶପଥ ନେବେ କେଜ୍ରିୱାଲ

ନୂଆଦିଲ୍ଲୀ: ଆମ୍ ଆଦମୀ ପାର୍ଟିର ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ କେଜ୍ରିୱାଲ ରବିବାର ଦିଲ୍ଲୀର ରାମଲୀଳା ପଡିଆରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଏଠାରେ ଶେଷ ହୋଇଛି । ମୁଖ୍ୟମନ୍ତ୍ରୀଙ୍କ ସମେତ ମନୀଷ ସିସୋଡିଆ, ସତ୍ୟେନ୍ଦ୍ର ଜୈନ, ଗୋପାଳ ରାୟ, କୈଳାଶ ଗହଲୋତ,…

ଚଳିତ ବର୍ଷ ଗେମିଂର ମଜା ହେବ ଦ୍ୱିଗୁଣ : ୫ ହରର ଗେମ୍ ରିଲିଜ ହେବ

ନୂଆଦିଲ୍ଲୀ: ଅନଲାଇନ ଗେମିଂର ଶୌକିନ ରଖୁଥିବା ବ୍ୟକ୍ତିଙ୍କ ପାଇଁ ଖୁସି ଖବର । ଚଳିତ ବର୍ଷ ୫ ହରର ଗେମ୍ ରିଲିଜ ହେବ । ଏହି ଗେମ୍ କମ୍ପାନୀଙ୍କ ମତରେ ଏହା ପବଜୀ ଓ କଲ ଅଫ ଡ୍ୟୁଟିକୁ ପଛରେ ପକାଇଦେବ । ତାଲିକାର ଶୀର୍ଷରେ ରହିଛି ଡାଇଙ୍ଗ ଲାଇଟ-୨ । ପୂର୍ବ ସଂସ୍କରଣ ତୁଳନାରେ ଅନେକ ନୂତନ…

ମୃତ୍ୟୁମୁଖରୁ ଅଧ୍ୟାପିକାଙ୍କୁ ବଞ୍ଚାଇଲେ ଆରପିଏଫ ଯବାନ, ଦେଖନ୍ତୁ ଭିଡିଓ

ଭୁବନେଶ୍ୱର: ଭୁବନେଶ୍ୱର ରେଲୱେ ଷ୍ଟେସନରେ ଶନିବାର ଦିନ ଜଣେ ଅଧ୍ୟାପିକାଙ୍କୁ ମୃତ୍ୟୁମୁଖରୁ ଉଦ୍ଧାର କରିଛନ୍ତି ଆରପିଏଫ୍ କନଷ୍ଟେବଳ । ସମ୍ପୃକ୍ତ ଅଧ୍ୟାପିକା ଜଣକ ଭୁବନେଶ୍ୱରସ୍ଥିତ ରମାଦେବୀ କଲେଜର ଆଇଟି ଲେକଚର୍ ନିବେଦିତା ସାହୁ । ସେ ଆଜି ରେଳ ଷ୍ଟେସନରୁ ପ୍ଲାଟଫର୍ମ ନଂ-୧ରୁ…

ଗୁଜରାଟରେ ଟ୍ରମ୍ପଙ୍କ ପିଛା ପ୍ରତି ମିନିଟରେ ଖର୍ଚ୍ଚ ହେବ ୫୫ ଲକ୍ଷ !

ଅହମ୍ମଦାବାଦ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଗସ୍ତରେ ଆସୁଛନ୍ତି । ଏଥିପାଇଁ ପାଣି ଭଳିଆ ଅର୍ଥ ଖର୍ଚ୍ଚ କରାଯାଉଛି । ଅହମ୍ମଦାବାଦରେ ଟ୍ରମ୍ପ ମାତ୍ର ୩ ଘଂଟା ରହିବେ ଏଥିପାଇଁ ପ୍ରତି ମିନିଟ ପିଛା ୫୫ ଲକ୍ଷ ଟଙ୍କା ଖର୍ଚ୍ଚ ହେବ । ୨୪ ଫେବୃୟାରରେ ଟ୍ରମ୍ପ ୨ ଦିନିକିଆ ଭାରତ…

ରେଲୱେ ଇ-ଟିକେଟିଂ ଜାଲିଆତି ଘଟଣା; ଦଲାଲ ଗିରଫ

ଭୁବନେଶ୍ୱର: ରେଲୱେ ଇ-ଟିକେଟିଂ ଜାଲିଆତି ଘଟଣାରେ ଆଜି ଜଣେ ଦଲାଲକୁ ରେଳବାଇ ସୁରକ୍ଷା ବଳ ଗିରଫ କରିଛି । ଗିରଫ ଦଲାଲ ରେଳବାଇ ଅଧିନିୟମ ଉଲ୍ଲଙ୍ଘନ କରି ଇ-ଟିକେଟ ବିକ୍ରି କରିବା ପାଇଁ ଏକାଧିକ ଭିନ୍ନ ଭିନ୍ନ ଆଇଆରସିଟିସି ଆକାଉଣ୍ଟର ବ୍ୟବହାର କରୁଥିଲା । ଏକ ଗୁପ୍ତ ସୂଚନା ଆଧାରରେ ଆରଫିଏଫ୍…

ଏନଡିଏମସିର ୨୦୦ କର୍ମଚାରୀଙ୍କ ବ୍ୟାଙ୍କ ଆକାଂଉଟ ହ୍ୟାକ

ନୂଆଦିଲ୍ଲୀ: ନୂଆଦିଲ୍ଲୀ ମ୍ୟୁନିସପାଲ କର୍ପୋରେଶନ (ଏନଡିଏମସି) ୨୦୦ କର୍ମଚାରୀଙ୍କ ବ୍ୟାଙ୍କ ଆକଂଉଟ ହ୍ୟାକ ହୋଇଛି । ତେବେ ଏ ପର୍ଯ୍ୟନ୍ତ କେବଳ ୨ଟି ଆକଂଉଟ ନେଇ ଅଭିଯୋଗ ଆସିଛି । ଲୋକଙ୍କଠାରୁ ଭୁଲ ବାଟରେ ଆକାଂଉଟରୁ ଅର୍ଥ ହେରଫେର କରାଯାଉଛି ବୋଲି ଏନଡିଏମସି କର୍ମଚାରୀ ୟୁନିୟନ କହିଛି ।…

ବାଲେଶ୍ୱରରେ ଚର୍ଚ୍ଚା; ବିବାହ ନକରି ମଣ୍ଡପରୁ ଫେରିଲା ବର

ବାଲେଶ୍ୱର: ଶୁକ୍ରବାର ଦିନ ବାଲେଶ୍ୱର ଜିଲ୍ଲାର ସାରଙ୍ଗପୁର ଗାଁରେ ହେବାକୁ ଥିବା ଏକ ନାବାଳିକା ର ବିବାହକୁ ସ୍ଥଗିତ କରାଯାଇଛି । ଚାଇଲ୍ଡ ଲାଇନ ଅଧିକାରୀ ଓ ପୋଲିସର ହସ୍ତକ୍ଷେପ ଦ୍ୱାରା ନାବାଳିକାର ବିବାହକୁ ବନ୍ଦ କରିଦିଆଯାଇଛି । ମିଳିଥିବା ସୂଚନା ଅନୁସାରେ, ଜଣେ ୧୭ ବର୍ଷର ନାବାଳିକାକୁ…

ବଦଳି ଯାଇପାରେ ଆପଣଙ୍କ ଭାଗ୍ୟ; ଜାଣନ୍ତୁ, ପେଚା ଦର୍ଶନ କେତେ ଶୁଭ !

ଧନଦାତ୍ରୀ ବିଷ୍ଣୁପତ୍ନୀ ମାତା ଲକ୍ଷ୍ମୀଙ୍କ ବାହନ ହେଉଛି ପେଚା ଏକଥା ସମସ୍ତେ ଜାଣିଥିବେ । ତଥାପି ପେଚାକୁ ଶୁଭ ବା ଅଶୁଭ ରୂପେ ବିଶ୍ୱାସ କରାଯାଏ । ପେଚାକୁ ନେଇ ଆମ ସମାଜରେ ବିଭିନ୍ନ ପ୍ରକାରର ମାନ୍ୟତା ପ୍ରଚଳିତ ହୁଏ । ତାହେଲେ ଆସନ୍ତୁ ଜାଣିବା ଏହି ମାନ୍ୟତା ବିଷୟରେ ଯାହାକୁ ଲୋକେ…

ଆରଟିଆଇ କାର୍ଯ୍ୟକର୍ତ୍ତାଙ୍କ ହତ୍ୟା ମାମଲା: ଓଡିଶା ଡିଜିପିଙ୍କୁ ଏନଏଚଆରସିଙ୍କ ନୋଟିସ

କଟକ: ଜଣେ ଆରଟିଆଇ କାର୍ଯ୍ୟକର୍ତ୍ତାଙ୍କ ହତ୍ୟା ମାମଲାରେ ଜାତୀୟ ମାନବାଧିକାର କମିଶନ(ଏନଏଚଆରସି) ଓଡିଶା ଡିଜିପିଙ୍କୁ ନୋଟିସ ପଠାଇଛନ୍ତି । ଚଳିତ ମାସ କେନ୍ଦ୍ରାପଡା ଜିଲ୍ଲାରେ ଜଣେ ଆରଟିଆଇ କାର୍ଯ୍ୟକର୍ତ୍ତାଙ୍କୁ ହତ୍ୟା କରାଯାଇଥିଲା । ଫେବୃଆରୀ ୧ ତାରିଖରେ ମର୍ଶାଘାଇ ଅନ୍ତର୍ଗତ ବେରୁଆନ୍…