ଓଡିଶାରେ ଖାଲି ପଡିଛି ୬୦ ପ୍ରତିଶତ ଇଞ୍ଜିନିୟରିଂ ସିଟ୍
ଭୁବନେଶ୍ୱର: ଓଡିଶାରେ ଲଗାତାର ଭାବେ ଇଞ୍ଜିନିୟରିଂ କୋର୍ସର ଚାହିଦା କମୁଛି । ଏପରିକି ଏଥିପ୍ରତି ଛାତ୍ରଛାତ୍ରୀଙ୍କ ଆଗ୍ରହ କମୁଥିବାରୁ ୨୦୧୯-୨୦ ଶିକ୍ଷା ବର୍ଷରେ ପ୍ରାୟ ୬୦ ପ୍ରତିଶତ ସିଟ୍ ଖାଲିପଡିଛି ।
ରାଜ୍ୟ ବିଧାନସଭାରେ ସୂଚନା ଦେଇ ଶନିବାର ଦିନ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା…