Latest Odisha News

BREAKING NEWS

ଓଡ଼ିଶାରେ ଷ୍ଟାର୍ଟଅପ୍ ବିକାଶ ଲାଗି ଏଚଡ଼ିଏଫସି, ରାଜ୍ୟ ସରକାରଙ୍କ ମଧ୍ୟରେ ବୁଝାମଣା ସ୍ୱାକ୍ଷରିତ

ଭୁବନେଶ୍ୱର: ରାଜ୍ୟରେ ସ୍ମାର୍ଟ ବ୍ୟାଙ୍କିଂ ମାଧ୍ୟମରେ ଷ୍ଟାର୍ଟଅପଗୁଡ଼ିକର ବିକାଶ ଲାଗି ବୁଧବାର ଦିନ ଓଡ଼ିଶା ସରକାର ଓ ଏଚଡ଼ିଏଫସି ବ୍ୟାଙ୍କ ଲିମିଟେଡ଼ ମଧ୍ୟରେ ଏକ ବୁଝାମଣା (ଏମଓୟୁ) ସ୍ୱାକ୍ଷରିତ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଓଡ଼ିଶା ଷ୍ଟାର୍ଟଅପ୍ ପଲିସି…

୧୧ କିଲୋମିଟର ଗାଡି ଚଳାଇବା ପରେ ହେଲମେଟରେ ସାପ ଥିବା ଜଣାପଡିଲା

କାନାଦାନ: କେରଳରେ ଜଣେ ଶିକ୍ଷକ ଅଳ୍ପକେ ନିଶ୍ଚିତ ମୃତ୍ୟୁମୁଖରୁ ବଂଚିଛନ୍ତି । ରିପୋର୍ଟ ମୁତାବକ ସଂସ୍କୃତ ଶିକ୍ଷକ କେଏ ରଞ୍ଜିତ ଘରୁ ହେଲମେଟ ପିନ୍ଧୁ ୧୧ କିଲୋମିଟର ଦୂରରେ ଥିବା ସ୍କୁଲକୁ ପାଠ ପଢ଼ାଇବାକୁ ଆସିଥିଲେ । ସ୍କୁଲରେ ପହଚିଂବା ପରେ ସେ ହେଲେମେଟ କାଢ଼ିବା ମାତ୍ରେ ଭୟଭୀତ ହୋଇ…

ଦିଲ୍ଲୀ ନିର୍ବାଚନ: ନିର୍ବାଚିତ ବିଧାୟକଙ୍କ ମଧ୍ୟରେ ୪୩ଜଣଙ୍କ ନାମରେ ମାମଲା

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭାର ନିର୍ବାଚିତ ୭୦ ବିଧାୟକଙ୍କ ମଧ୍ୟରେ ୪୩ ଜଣଙ୍କ ନାମରେ ଅପରାଧ ମାମଲା ରହିଛି ବୋଲି ଏସୋସିଏଶନ ଡେମୋକ୍ରାଟିକ୍ ରିଫର୍ମସ (ଏଡିଆର)ରେ ରିପୋର୍ଟ ପ୍ରକାଶ ପାଇଛି । ୩୭ ଜଣଙ୍କ ବିରୋଧରେ ବଳାତ୍କାର, ହତ୍ୟା ଉଦ୍ୟମ, ମହିଳାଙ୍କ ପ୍ରତି ଅତ୍ୟାଚାର ପରି…

ଆତଙ୍କୀ ସଙ୍ଗଠନକୁ ଅର୍ଥ ଯୋଗାଣ ମାମଲା: ହାଫିଜ୍ ସୟିଦକୁ ୫ବର୍ଷ ଜେଲଦଣ୍ଡ

ଇସଲାମାବାଦ: ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ମାଷ୍ଟରମାଇଣ୍ଡ ହାଫିଜ ସୟିଦକୁ ପାକିସ୍ତାନ କୋର୍ଟ ଜେଲଦଣ୍ଡ ଶୁଣାଇଛି । ଆତଙ୍କବାଦୀ ସଙ୍ଗଠନକୁ ଅର୍ଥ ଯୋଗାଣ ମାମଲାରେ ହାଫିଜ ସୟିଦକୁ ୫ବର୍ଷ ୩ ମାସର ଦଣ୍ଡାଦେଶ ଦେଇଛି । A Pakistan court convicts Jamat-ud-Dawa chief (JuD) Hafiz…

ରାଉରକେଲାରେ ସ୍ଥାପିତ ହେବ ‘ଟୁଲ ରୁମ ଟ୍ରେନିଙ୍ଗ ସେଣ୍ଟର୍‌’

ଭୁବନେଶ୍ୱର: ରାଉରକେଲାରେ ଟୁଲ ରୁମ ଟ୍ରେନିଙ୍ଗ ସେଣ୍ଟର ଖୋଲିବାକୁ ନେଇ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି । ଏନେଇ ସୂକ୍ଷ୍ମ, ଲଘୁ, ମଧ୍ୟମ ଉଦ୍ୟୋଗ ଏବଂ ମସô୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ମନ୍ତ୍ରୀ ପ୍ରତାପ ଷଡଙ୍ଗୀ ସୂଚନା ଦେଇଛନ୍ତି । ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ…

୧୦୦ ପ୍ରତିଶତ ପ୍ରିମିୟମରେ ୟାଜଦାନୀକୁ ମିଳିଲା କାଲମଙ୍ଗ ଲୁହାପଥର, ମାଙ୍ଗାନିଜ୍ ଖଣି

ନୂଆଦିଲ୍ଲୀ: ଓଡିଶା ଖଣି ନିଲାମରେ ବୁଧବାର ଦିନ ୟାଜଦାନୀ ଇଣ୍ଟରନ୍ୟାସନାଲ୍ (ପି) ଲି.କୁ ୧୦୦ ପ୍ରତିଶତ ପ୍ରିମିୟମରେ କାଲମଙ୍ଗ ଲୁହାପଥର ଓ ମାଙ୍ଗାନିଜ୍ ଖଣି ମିଳିଛି । ୟାଜଦାନୀ ବ୍ୟତିତ ରୁଗଣ୍ଟା ମାଇନ୍ସ ଲି., ଲାଲ୍ ଟ୍ରେଡର୍ସ ଆଣ୍ଡ ଏଜେନ୍ସି ପ୍ରା., ଜେଭି ମାଇନ୍ସ ମିନେରାଲ୍ ଆଣ୍ଡ…

ବିଜେପି ଗ୍ରହଣ କଲାନି ମନୋଜଙ୍କ ଇସ୍ତଫା

ନୂଆଦିଲ୍ଲୀ: ଦିଲ୍ଲୀ ପରାଜୟ ପାଇଁ ନିଜକୁ ଦାୟୀ କରି ପ୍ରଦେଶ ଅଧ୍ୟକ୍ଷ ମନୋଜ ତିୱାରୀ ଇସ୍ତଫା ପ୍ରଦାନ କରିଥିଲେ ମଧ୍ୟ ତାହା ଗ୍ରହଣୀୟ ହୋଇ ନାହିଁ । ଗତ ନିର୍ବାଚନ ତୁଳନାରେ ଭୋଟ ଶେୟାର ଓ ସିଟ୍ ବଢ଼ିଛି । ତିୱାରୀ ତାଙ୍କ କାମ ନିଷ୍ଠାର ସହିତ କରିଛନ୍ତି ବୋଲି ହାଇକମାଣ୍ଡ ପକ୍ଷରୁ…

ଗୋଳନ୍ଥରା ହତ୍ୟାକାଣ୍ଡ !

ଜ୍ୟୋତି ପ୍ରକାଶ ମହାପାତ୍ରଙ୍କ ନିୟମିତ ସ୍ତମ୍ଭ: ପଲିଟିକସ ଫଲିଟିକସ ଘଟଣା ସମସ୍ତେ ଜାଣିଛନ୍ତି । ପ୍ରସଙ୍ଗଟି ଆମ ସାମ୍ନାରେ ଘଟିଛି ଓ ବେଶ ତାଜା ଅଛି । ଗଂଜାମ ଜିଲ୍ଲାର ଗୋଳନ୍ଥରାରେ ବିଜୁଳି ତାର ଚଳନ୍ତା ବସରେ ଲାଗିଗଲା । କନିଆ ଘରକୁ ଯାଉଥିବା ୧୦ ଜଣ ନିରୀହ ମଣିଷ ବିଜୁଳି ତାର ଲାଗି…

ହୋମଗାର୍ଡ ଯବାନଙ୍କୁ ବାଇକରେ ୫୦୦ମିଟର ପର୍ଯ୍ୟନ୍ତ ଘୋଷାଡି ନେଲେ ଦୁର୍ବୃତ୍ତ, ଭିଡିଓ ଭାଇରାଲ

ଚଣ୍ଡିଗଡ଼: ହରିୟାଣାର ସୋନିପତ ଜିଲ୍ଲାରେ ଏକ ଅଭାବନୀୟ ଘଟଣା ଘଟିଛି । ତିନି ଜଣ ଦୁର୍ବୃତ୍ତ ହୋମଗାର୍ଡ ଯବାନଙ୍କୁ ବାଇକରେ ୫୦୦ ମିଟର ପର୍ଯ୍ୟନ୍ତ ଘୋଷାଡି ଘୋଷାଡି ନେଇଛନ୍ତି । ଯବାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସୂଚନାଯୋଗ୍ୟ, ଜୟଦୀପ ନାମକ ହୋମଗାର୍ଡ ଯବାନ ସେମାବାର ଦିନ…

ରାମଚଣ୍ଡୀରେ ଏନ୍‌ଡିଆର୍‌ଏଫ୍‌ର ଦମ୍ ଦେଖିଲା ବିମଷ୍ଟେକ ରାଷ୍ଟ୍ର ସମୂହ

ପୁରୀ: ରାମଚଣ୍ଡିରେ ଦମ୍ ଦେଖାଇଲା ଏନ୍‌ଡିଆର୍‌ଏଫ୍ ଟିମ୍ । ଓଡ଼ିଶାରେ ଅନୁଷ୍ଠିତ ହୋଇଥିବା ବିମଷ୍ଟେକ୍ ରାଷ୍ଟ୍ର ସମୂହର ମକ୍‌ଡ୍ରିଲର ଆଜି ହେଉଛି ଦ୍ୱିତୀୟ ଦିନ । ଆଜିଠୁ କୋଣାର୍କ ରାମଚଣ୍ଡୀରେ ଦୁଇ ଦିନିଆ ମକ୍‌ଡ୍ରିଲ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଚଳିତ ବର୍ଷର ଥିମ୍ ରହିଛି ବିଶ୍ୱ ଐତିହ୍ୟ…