ଥମୁନି କରୋନା: ଚୀନରେ ୧୧୦୦ ଛୁଇଁଲା ମୃତ୍ୟୁ ସଂଖ୍ୟା
ବେଜିଂ: ଦିନକୁ ଦିନ ଅଣାୟତ୍ତ ହେବାରେ ଲାଗିଛି ମାରାତ୍ମକ କରୋନା ଭାଇରସ । ଏହାର ପ୍ରଭାବରେ ଚୀନରେ ମୃତ୍ୟୁ ସଂଖ୍ୟା ହୁ ହୁ ହୋଇ ବଢି ଚାଲିଛି । ଏହି ମାରାତ୍ମକ ଭାଇରସ ଚୀନରେ ନେଲାଣି ୧୧ ୧୬ ମୁଣ୍ଡ ।
ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, କରୋନା ଭାଇରସ୍ ପ୍ରଭାବରେ ଗତ ୨୪…