ଆଇସିସି ୧୯ ବର୍ଷରୁ କମ୍ ବିଶ୍ୱକପ ଟିମରେ ୩ ଭାରତୀୟ
ନୂଆଦିଲ୍ଲୀ: ୧୯ ବର୍ଷରୁ କମ୍ ବିଶ୍ୱକପ କ୍ରିକେଟରେ ଭାରତ ରନର୍ସଅପ ହୋଇଥିଲେ ମଧ୍ୟ ଶ୍ରେଷ୍ଠ ଏକାଦଶରେ ୩ଜଣ ଖେଳାଳୀ ସ୍ଥାନ ପାଇଛନ୍ତି । ସେମାନେ ହେଲେ ଯଶସ୍ୱୀ ଜୈସୱାଲ, ରବି ବିଶ୍ନୋଇ ଓ କାର୍ତିକ ତ୍ୟାଗୀ । ଯଶସ୍ୱୀ ସର୍ବାଧିକ ୪୦୦ ରନ ସଂଗ୍ରହ କରି ମ୍ୟାନ ଅଫ ଦି ଟୁର୍ନାମେଂ ବିବେଚିତ…