ପୂର୍ବତଟ ରେଳବାଇ ପକ୍ଷରୁ ଓଡିଶାର ୩ଟି ଟ୍ରେନ୍ ବାତିଲ; ଜାଣନ୍ତୁ କ’ଣ
ଭୁବନେଶ୍ୱର: ଆସନ୍ତା ଶୁକ୍ରବାରରୁ ରବିବାର ପର୍ଯ୍ୟନ୍ତ ଓଡିଶାର ୩ଟି ଟ୍ରେନକୁ ବାତିଲ କରୁଛି ପୂର୍ବତଟ ରେଳବାଇ । ପାରାଦୀପ ଷ୍ଟେସନ ଠାରେ ହରିଦାସପୁର-ପାରାଦୀପ ନୂଆ ରେଳ ଲାଇନ ସଂଯୋଗ ସମ୍ବନ୍ଧୀୟ ସୁରକ୍ଷା ଓ ଆଧୁନିକୀକରଣ କାର୍ଯ୍ୟ ପାଇଁ ଆସନ୍ତା ୭ରୁ ୯ ଫେବୃଆରୀ ପର୍ଯ୍ୟନ୍ତ ୩ଟି ଟ୍ରେନ୍…