ସ୍ୱାସ୍ଥ୍ୟ ବିଭାଗର ୧୦ କର୍ମୀ କରୋନା ଆକ୍ରାନ୍ତ
ଭୁବନେଶ୍ୱର: ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ୧୦ ଜଣ କର୍ମଚାରୀ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ପ୍ରାପ୍ତ ସୂଚନାନୁଯାୟୀ ଗତ ଅଗଷ୍ଟ ୧ ତାରିଖରେ ବିଭାଗର ଜଣେ ଫାଇନାନ୍ସ କର୍ମଚାରୀ କରୋନା ପଜିଟିଭ ଚିହ୍ନଟ ହେବା ପରେ ପ୍ରାୟ ୨୦ ଜଣ ଅଧିକାରୀ କୋଭିଡ ଟେଷ୍ଟ କରାଇଥିଲେ ।…